Zechariah 6:7
ସହେି ଶକ୍ତିଶାଳୀ ଅଶ୍ବଗୁଡିକ ପୃଥିବୀର ଏଣତେଣେେ ବିଚରଣ କରିବାକୁ ଆଗ୍ରହ ପ୍ରକାଶ କଲେ। ତେଣୁ ସହେି ସ୍ବର୍ଗଦୂତ ସମାନଙ୍କେୁ କହିଲେ, ୟାଅ ପୃଥିବୀର ଗ୍ଭରିଆଡେ ବିଚରଣ କର। ତେଣୁ ସମାନେେ ଗଲେ।
Zechariah 6:7 in Other Translations
King James Version (KJV)
And the bay went forth, and sought to go that they might walk to and fro through the earth: and he said, Get you hence, walk to and fro through the earth. So they walked to and fro through the earth.
American Standard Version (ASV)
And the strong went forth, and sought to go that they might walk to and fro through the earth: and he said, Get you hence, walk to and fro through the earth. So they walked to and fro through the earth.
Bible in Basic English (BBE)
And the red ones go to the east; and they made request that they might go up and down through the earth: and he said, Go up and down through the earth. So they went up and down through the earth.
Darby English Bible (DBY)
and the strong go forth, and seek to go that they may walk to and fro through the earth. And he said, Go, walk to and fro through the earth. And they walked to and fro through the earth.
World English Bible (WEB)
The strong went out, and sought to go that they might walk back and forth through the earth: and he said, "Go around and through the earth!" So they walked back and forth through the earth.
Young's Literal Translation (YLT)
and the strong ones have come forth, and they seek to go to walk up and down in the earth;' and he saith, `Go, walk up and down in the earth;' and they walk up and down in the earth.
| And the bay | וְהָאֲמֻצִּ֣ים | wĕhāʾămuṣṣîm | veh-ha-uh-moo-TSEEM |
| went forth, | יָצְא֗וּ | yoṣʾû | yohts-OO |
| sought and | וַיְבַקְשׁוּ֙ | waybaqšû | vai-vahk-SHOO |
| to go | לָלֶ֙כֶת֙ | lāleket | la-LEH-HET |
| fro and to walk might they that | לְהִתְהַלֵּ֣ך | lĕhithallēk | leh-heet-ha-LAKE |
| through the earth: | בָּאָ֔רֶץ | bāʾāreṣ | ba-AH-rets |
| said, he and | וַיֹּ֕אמֶר | wayyōʾmer | va-YOH-mer |
| Get you hence, | לְכ֖וּ | lĕkû | leh-HOO |
| walk to and fro | הִתְהַלְּכ֣וּ | hithallĕkû | heet-ha-leh-HOO |
| earth. the through | בָאָ֑רֶץ | bāʾāreṣ | va-AH-rets |
| fro and to walked they So | וַתִּתְהַלַּ֖כְנָה | wattithallaknâ | va-teet-ha-LAHK-na |
| through the earth. | בָּאָֽרֶץ׃ | bāʾāreṣ | ba-AH-rets |
Cross Reference
Zechariah 1:10
ତା'ପ ରେ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ବ୍ଯକ୍ତି ଜଣଙ୍କୁ କହିଲେ, ପୃଥିବୀ ରେ ଏଣେ ତଣେେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ବଗୁଡିକୁ ପ୍ ରରଣେ କରିଛନ୍ତି।
Genesis 13:17
ତେଣୁ ତୁମ୍ଭମାନେେ ୟାଅ ଏବଂ ସମସ୍ତ ଦେଶ ରେ ଭ୍ରମଣ କର। ବର୍ତ୍ତମାନ ମୁଁ ଏହା ତୁମ୍ଭକୁ ଦଲେି।
2 Chronicles 16:9
ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ଅଟନ୍ତି, ସମାନଙ୍କେୁ ସେ ବଳବାନ୍ କରିପାରନ୍ତି, ଏଥିନିମନ୍ତେ ତାଙ୍କର ଚକ୍ଷୁ ପୃଥିବୀର ଚତୁଦ୍ଦିର୍ଗ ରେ ଭ୍ରମଣ କରି ସହେି ଲୋକମାନଙ୍କୁ ତନ୍ନ ତନ୍ନ କରି ଖାଜେନ୍ତି। ଆସା, ତୁମ୍ଭେ ଏକ ମୂର୍ଖାମୀର କାର୍ୟ୍ଯ କରିଅଛ। ତେଣୁ ବର୍ତ୍ତମାନଠାରୁ ତୁମ୍ଭ ପ୍ରତି ୟୁଦ୍ଧ ଘଟିବ।
Job 1:6
ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ବର୍ଗଦୂତମାନଙ୍କ ପାଇଁ ସହେି ଦିନଟି ଉପସ୍ଥିତ ହେଲା। ସହେି ସ୍ବର୍ଗଦୂତମାନଙ୍କ ସହିତ ଶଯତାନ ମଧ୍ଯ ସଠାେରେ ଉପସ୍ଥିତ ହେଲା।
Job 2:1
ଅନ୍ୟ ଦିନ ସ୍ବର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶଯତାନ ମଧ୍ଯ ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ଉପସ୍ଥିତ କରିବାକୁ ଆସିଲା।
Daniel 7:19
ତା'ପ ରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧ ରେ ସମସ୍ତ ତଥ୍ଯ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦ ରେ ଦଳି ଦଲୋ।
Daniel 7:24
ପୁଣି ସହେି ଦଶ ଶିଙ୍ଗର ତାତ୍ପର୍ୟ୍ଯ ହେଉଛି ଯେ ସହେି ରାଜ୍ଯରୁ ଦଶ ରାଜା ଉତ୍ପନ୍ନ ହବେେ। ସମାନଙ୍କେ ପ ରେ ଆଉ ଜଣେ ଉତ୍ପନ୍ନ ହବେ ଓ ସେ ତାଙ୍କର ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହବେ ଓ ସେ ତିନି ରାଜାଙ୍କୁ ଦମନ କରିବ।