Leviticus 18:15 in Oriya

Oriya Oriya Bible Leviticus Leviticus 18 Leviticus 18:15

Leviticus 18:15
ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ୟୌନ ସଂପର୍କ ରଖିବ ନାହିଁ।

Leviticus 18:14Leviticus 18Leviticus 18:16

Leviticus 18:15 in Other Translations

King James Version (KJV)
Thou shalt not uncover the nakedness of thy daughter in law: she is thy son's wife; thou shalt not uncover her nakedness.

American Standard Version (ASV)
Thou shalt not uncover the nakedness of thy daughter-in-law: she is thy son's wife; thou shalt not uncover her nakedness.

Bible in Basic English (BBE)
Or with your daughter-in-law, for she is your son's wife, and you may not take her.

Darby English Bible (DBY)
The nakedness of thy daughter-in-law shalt thou not uncover: she is thy son's wife; thou shalt not uncover her nakedness.

Webster's Bible (WBT)
Thou shalt not uncover the nakedness of thy daughter-in-law: she is thy son's wife, thou shalt not uncover her nakedness.

World English Bible (WEB)
"'You shall not uncover the nakedness of your daughter-in-law: she is your son's wife. You shall not uncover her nakedness.

Young's Literal Translation (YLT)
`The nakedness of thy daughter-in-law thou dost not uncover; she `is' thy son's wife; thou dost not uncover her nakedness.

is
the
nakedness
עֶרְוַ֥תʿerwater-VAHT
thy
כַּלָּֽתְךָ֖kallātĕkāka-la-teh-HA
law:
in
לֹ֣אlōʾloh
of
daughter
Thou
not
shalt
תְגַלֵּ֑הtĕgallēteh-ɡa-LAY
uncover
אֵ֤שֶׁתʾēšetA-shet
wife;
thy
son's
בִּנְךָ֙binkābeen-HA
she
הִ֔ואhiwheev
thou
shalt
not
לֹ֥אlōʾloh
uncover
תְגַלֶּ֖הtĕgalleteh-ɡa-LEH
her
nakedness.
עֶרְוָתָֽהּ׃ʿerwātāher-va-TA

Cross Reference

ଲେବୀୟ ପୁସ୍ତକ 20:12
ଯଦି କୌଣସି ଲୋକ ତା'ର ପୁତ୍ରବଧୂ ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ହତ୍ଯା କରାୟିବା ଉଚିତ୍। ସମାନେେ ଅତି ଜଘନ୍ଯ ଅପରାଧ କରିଛନ୍ତି ଓ ସମାନେେ ମୃତ୍ଯୁଦଣ୍ଡ ପାଇବେ।

ଆଦି ପୁସ୍ତକ 38:26
ଯିହୁଦା ସେ ସମସ୍ତ ବସ୍ତ୍ରକୁ ଦେଖିଲା ଏବଂ କହିଲା, ସେ ଠିକ ଅଛି। ମୁଁ ଭୁଲ କରିଥିଲା। ମୁଁ ପ୍ରତିଜ୍ଞା କରିଥିଲି ଶଲୋକୁ ଦବୋପାଇଁ କିନ୍ତୁ ତାହା କରି ନଥିଲି। ଏବଂ ଯିହୁଦା ଆଉ ତାଙ୍କ ସହିତ ଦୈହିକ ସଂପର୍କ ରଖିଲେ ନାହିଁ।

ଯିହିଜିକଲ 22:11
ପୁଣି କହେି କହେି ନିଜ ପ୍ରତିବେଶୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କହେି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କହେି ନିଜର ପିତୃକନ୍ଯା ଭଗିନୀକୁ ବଳାତ୍କାର କରିଛନ୍ତି।

ଆଦି ପୁସ୍ତକ 38:18
ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?