Genesis 47:12 in Oriya

Oriya Oriya Bible Genesis Genesis 47 Genesis 47:12

Genesis 47:12
ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।

Genesis 47:11Genesis 47Genesis 47:13

Genesis 47:12 in Other Translations

King James Version (KJV)
And Joseph nourished his father, and his brethren, and all his father's household, with bread, according to their families.

American Standard Version (ASV)
And Joseph nourished his father, and his brethren, and all his father's household, with bread, according to their families.

Bible in Basic English (BBE)
And Joseph took care of his father and his brothers and all his father's people, giving them food for the needs of their families.

Darby English Bible (DBY)
And Joseph maintained his father, and his brethren, and all his father's household, with bread, according to the number of the little ones.

Webster's Bible (WBT)
And Joseph nourished his father, and his brethren, and all his father's household, with bread according to their families.

World English Bible (WEB)
Joseph nourished his father, his brothers, and all of his father's household, with bread, according to their families.

Young's Literal Translation (YLT)
and Joseph nourisheth his father, and his brethren, and all the house of his father `with' bread, according to the mouth of the infants.

their
nourished
וַיְכַלְכֵּ֤לwaykalkēlvai-hahl-KALE
And
יוֹסֵף֙yôsēpyoh-SAFE
Joseph
אֶתʾetet

his
אָבִ֣יוʾābîwah-VEEOO
father,
and
his
וְאֶתwĕʾetveh-ET
brethren,
all
אֶחָ֔יוʾeḥāyweh-HAV
and
household,
וְאֵ֖תwĕʾētveh-ATE
his
כָּלkālkahl
father's
with
בֵּ֣יתbêtbate
bread,
according
אָבִ֑יוʾābîwah-VEEOO
to
families.
לֶ֖חֶםleḥemLEH-hem
לְפִ֥יlĕpîleh-FEE
הַטָּֽף׃haṭṭāpha-TAHF

Cross Reference

ଆଦି ପୁସ୍ତକ 45:11
ମୁଁ ତୁମ୍ଭମାନଙ୍କର ଆଗ ପାଞ୍ଚବର୍ଷ ପାଇଁ ଯତ୍ନ ନବେି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନବୋ ଜଣେ ଲୋକର କର୍ତ୍ତବ୍ଯ ଅଟେ। ଏପରିକି ଆଉ ମଧ୍ଯ ସେ ନିଜ ପରିବାରର ଯତ୍ନ ନବୋ ଅଧିକ ଗୁରୁତ୍ବପୂର୍ଣ୍ଣ। ଯଦି ଜଣେ ଲୋକ ସପରେି କରୁ ନାହିଁ, ତା ହେଲେ ସେ ଲୋକ ସତ୍ଯ ବିଶ୍ବାସକୁ ଅନୁସରଣ କରୁ ନାହିଁ। ସହେି ଲୋକ ଜଣେ ଅବିଶ୍ବାସୀଠାରୁ ମଧ୍ଯ ଖରାପ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:4
କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସମାନେେ ପ୍ରଥମ ରେ ନିଜ ପରିବାର ପ୍ରତି ସମ୍ମାନଭାବ ଦଖାଇବୋ ଉଚିତ। ସମାନେେ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା ସମାନେେ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:8
ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:7
ଆମ୍ଭମାନେେ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତ। ଅତଏବ ତୁମ୍ଭମାନଙ୍କ ମଧିଅରେ ଥିଲା ବେଳେ ଆମ୍ଭମାନେେ ତୁମ୍ଭମାନଙ୍କ ଦ୍ବାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରଯୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ଯବହାର କରୁ। ଜଣେ ମାଆ ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସହେିପରି କଲୁ।

ମାର୍କଲିଖିତ ସୁସମାଚାର 7:10
ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।

ମାଥିଉଲିଖିତ ସୁସମାଚାର 15:4
ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

ରୂତର ବିବରଣ 4:15
ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।

ଯାତ୍ରା ପୁସ୍ତକ 20:12
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

ଆଦି ପୁସ୍ତକ 47:24
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

ଆଦି ପୁସ୍ତକ 47:21
ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

ଆଦି ପୁସ୍ତକ 47:1
ଯୋଷଫେ ଫାରୋଙ୍କ ନିକଟକୁ ୟାଇ କହିଲେ, ମାରେ ପିତା, ଭାଇମାନେ ଓ ସମାନଙ୍କେର ସମସ୍ତ ପରିବାର ଏବେ ସମାନେେ କିଣାନ ଦେଶରୁ ଆସିଛନ୍ତି। ସମାନଙ୍କେର ସର୍ବସ୍ବ ଓ ପଶୁପଲ ସହ ସମାନେେ ଏହିଠା ରେ ଅଛନ୍ତି। ସମାନେେ ବର୍ତ୍ତମାନ ଗୋଶନ ପ୍ରଦେଶ ରେ ଅଛନ୍ତି।