Genesis 43:3 in Oriya

Oriya Oriya Bible Genesis Genesis 43 Genesis 43:3

Genesis 43:3
କିନ୍ତୁ ଯିହୁଦା ଯାକୁବଙ୍କୁ କହିଲେ, ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦଇେ କହିଥିଲେ, 'ଯଦି ତୁମ୍ଭେ ତୁମ୍ଭର ଭାଇକୁ ମାେ ପାଖକୁ ନଆଣ ତବେେ ତୁମ୍ଭ ସହିତ କଥାବାର୍ତ୍ତା ହବେ ନାହିଁ।'

Genesis 43:2Genesis 43Genesis 43:4

Genesis 43:3 in Other Translations

King James Version (KJV)
And Judah spake unto him, saying, The man did solemnly protest unto us, saying, Ye shall not see my face, except your brother be with you.

American Standard Version (ASV)
And Judah spake unto him, saying, The man did solemnly protest unto us, saying, Ye shall not see my face, except your brother be with you.

Bible in Basic English (BBE)
If you will let our brother go with us, we will go down and get food:

Darby English Bible (DBY)
And Judah spoke to him, saying, The man did positively testify to us, saying, Ye shall not see my face, unless your brother be with you.

Webster's Bible (WBT)
If thou wilt send our brother with us, we will go down and buy thee food:

World English Bible (WEB)
Judah spoke to him, saying, "The man solemnly warned us, saying, 'You shall not see my face, unless your brother is with you.'

Young's Literal Translation (YLT)
And Judah speaketh unto him, saying, `The man protesting protested to us, saying, Ye do not see my face without your brother `being' with you;

be
spake
וַיֹּ֧אמֶרwayyōʾmerva-YOH-mer
unto
אֵלָ֛יוʾēlāyway-LAV
And
יְהוּדָ֖הyĕhûdâyeh-hoo-DA
Judah
saying,
לֵאמֹ֑רlēʾmōrlay-MORE
him,
did
הָעֵ֣דhāʿēdha-ADE
solemnly
protest
הֵעִד֩hēʿidhay-EED
man
בָּ֨נוּbānûBA-noo
The
saying,
us,
הָאִ֤ישׁhāʾîšha-EESH
unto
Ye
shall
לֵאמֹר֙lēʾmōrlay-MORE
not
לֹֽאlōʾloh
see
face,
תִרְא֣וּtirʾûteer-OO
my
פָנַ֔יpānayfa-NAI
except
your
בִּלְתִּ֖יbiltîbeel-TEE
brother
with
אֲחִיכֶ֥םʾăḥîkemuh-hee-HEM
you.
אִתְּכֶֽם׃ʾittĕkemee-teh-HEM

Cross Reference

ଆଦି ପୁସ୍ତକ 44:23
କିନ୍ତୁ ଆପଣ ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଯଦି ତୁମ୍ଭର ସାନଭାଇକୁ ନ ଆଣ, ତୁମ୍ଭେ ମାେତେ କବେେ ଦେଖିବ ନାହିଁ।'

ଆଦି ପୁସ୍ତକ 43:5
ଯଦି ତୁମ୍ଭେ ବିନ୍ଯାମୀନଙ୍କୁ ଆମ ସହିତ ନ ପଠାଅ। ତବେେ ଆମ୍ଭେ ଆଉ ସଠାେକୁ ୟିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦଇେଛି ଯେ ତୁମ୍ଭର ସାନଭାଇକୁ ନଆଣି ଏଠାକୁ ଆସିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:38
ସମାନେେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସମାନଙ୍କେୁ ବହୁତ ଦୁଃଖ ଦଇେଥିଲା ା ସମାନେେ ସମସ୍ତେ ତାହାଙ୍କୁ ଜାହାଜ ପର୍ୟ୍ଯନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:25
ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭମାନେେ ତୁମ୍ଭମାନଙ୍କ ମଧ୍ଯରୁ କହେି ହେଲେ ବର୍ତ୍ତମାନଠାରୁ ମାେତେ ଆଉ କବେେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:34
ମୁଁ ମିଶର ଦେଶ ରେ ମାେ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ଯବହାର ଦେଖିଛି। ମୁଁ ସମାନଙ୍କେର କ୍ରନ୍ଦନ ଶୁଣିଲି। ମୁଁ ସମାନଙ୍କେୁ ମୁକ୍ତି ଦବୋପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।'

ଦିତୀୟ ଶାମୁୟେଲ 14:32
ଅବଶାଲୋମ ଯୋୟାବକକ୍ସ୍ଟ କହିଲା, ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ ବାର୍ତ୍ତାବହ ପଠାଇଲି, ମୁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକକ୍ସ୍ଟ ମୁ ତୁମ୍ଭକୁ ରାଜାଙ୍କ ନିକଟକକ୍ସ୍ଟ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମାେତେ ଗଶୂରରକ୍ସ୍ଟ ଡକାଇଲ? ତେଣୁ, ମାରଗେଶୂର ରେ ରହିବା ଭଲ। ଠିକ୍ ଅଛି, ତବେେ ବର୍ତ୍ତମାନ ମାେତେ ରାଜାଙ୍କକ୍ସ୍ଟ ସାକ୍ଷାତ କରିବାକୁ ଦିଅନ୍ତକ୍ସ୍ଟ। ଯଦି ମୁ ପାପ କରିଥାଏ ତବେେ ସେ ମାେତେ ହତ୍ଯା କରିବା ଉଚିତ୍।

ଦିତୀୟ ଶାମୁୟେଲ 14:28
ଅବଶାଲୋମ ୟିରକ୍ସ୍ଟଶାଲମ ରେ ଦକ୍ସ୍ଟଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କକ୍ସ୍ଟ ଦଖାେ କରିପାରକ୍ସ୍ଟ ନ ଥିଲେ। କାରଣ ତାଙ୍କୁ ଏପରି ଅନକ୍ସ୍ଟମତି ଦିଆୟାଇ ନଥିଲା।

ଦିତୀୟ ଶାମୁୟେଲ 14:24
କିନ୍ତୁ ଦାଉଦ ରାଜା କହିଲେ, ଅବଶା ଲୋମ ତା' ନିଜ ଘରକକ୍ସ୍ଟ ଫରେିୟାଇ ପାରିବ। ସେ ଆସିପାରିବ ନାହିଁ ଓ ଦେଖିପାରିବ ନାହିଁ। ତେଣୁ ଅବଶା ଲୋମ ତା'ର ନିଜ ଗୃହକକ୍ସ୍ଟ ଫରେିଗଲା। ଅବଶା ଲୋମ ରାଜାଙ୍କକ୍ସ୍ଟ ସାକ୍ଷାତ କରିପାରିଲା ନାହିଁ।

ଦିତୀୟ ଶାମୁୟେଲ 3:13
ଦାଉଦ କହିଲେ, ଉତ୍ତମ, ମୁ ତକ୍ସ୍ଟମ୍ଭ ସହିତ ଚକ୍ସ୍ଟକ୍ତି କରୁଅଛି। କିନ୍ତୁ ମୁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ଯା ମୀଖଲକକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ନ ଆଣିବା ପର୍ୟ୍ଯନ୍ତ ମୁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।

ଆଦି ପୁସ୍ତକ 42:33
ଏହାପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, 'ତୁମ୍ଭର ସାଧୁତାର ପ୍ରମାଣ ଦବୋ ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠା ରେ ମାେ ପାଖ ରେ ଛାଡ଼ି ଦଇେ ୟାଅ। ଏହି ଶସ୍ଯ ତୁମ୍ଭର ପରିବାର ପାଇଁ ନଇୟୋଅ।

ଆଦି ପୁସ୍ତକ 42:15
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।