Galatians 1:9 in Oriya

Oriya Oriya Bible Galatians Galatians 1 Galatians 1:9

Galatians 1:9
ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭମାନେେ ପୂର୍ବରୁ ପ୍ରକୃତ ସୁସମାଚାର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କହେି ବ୍ଯକ୍ତି କିଛି ଅନ୍ୟ ଉପାୟ ବିଷୟ ରେ କ ହେ ତା' ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।

Galatians 1:8Galatians 1Galatians 1:10

Galatians 1:9 in Other Translations

King James Version (KJV)
As we said before, so say I now again, if any man preach any other gospel unto you than that ye have received, let him be accursed.

American Standard Version (ASV)
As we have said before, so say I now again, if any man preacheth unto you any gospel other than that which ye received, let him be anathema.

Bible in Basic English (BBE)
As we have said before, so say I now again, If any man is a preacher to you of any good news other than that which has been given to you, let there be a curse on him.

Darby English Bible (DBY)
As we have said before, now also again I say, If any one announce to you as glad tidings [anything] besides what ye have received, let him be accursed.

World English Bible (WEB)
As we have said before, so I now say again: if any man preaches to you any gospel other than that which you received, let him be cursed.

Young's Literal Translation (YLT)
as we have said before, and now say again, If any one to you may proclaim good news different from what ye did receive -- anathema let him be!

man
ὡςhōsose
As
we
said
προειρήκαμενproeirēkamenproh-ee-RAY-ka-mane
before,
καὶkaikay
so
now
ἄρτιartiAR-tee
again,
πάλινpalinPA-leen
I
λέγωlegōLAY-goh
say
εἴeiee
If
τιςtistees
any
you
unto
gospel
other
ὑμᾶςhymasyoo-MAHS
any
preach
εὐαγγελίζεταιeuangelizetaiave-ang-gay-LEE-zay-tay
than
παρ'parpahr
that
hooh
received,
have
ye
παρελάβετεparelabetepa-ray-LA-vay-tay
accursed.
let
him
ἀνάθεμαanathemaah-NA-thay-ma
be
ἔστωestōA-stoh

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:18
ଏହି ପୁସ୍ତକର ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକୁ ଶୁଣୁଥିବା ପ୍ରେତ୍ୟକକ ଲୋକକୁ ମୁଁ ସତର୍କ କରିଦିଏ। କହେି ଯଦି ଏହି ବାକ୍ଯଗୁଡ଼ିକ ସହିତ କିଛି ଯୋଗକରେ, ତବେେ ପରମେଶ୍ବର ତାହାକୁ ଏହି ପୁସ୍ତକରେ ଲଖାେଥିବା କ୍ଲେଶଗୁଡ଼ିକ ଦବେେ।

ଦିତୀୟ ବିବରଣ 4:2
ମୁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭମାନେେ ସହେି ବାକ୍ଯ ରେ ଆଉ କିଛି ମିଶାଅ ନାହିଁ। କିଅବା ତା'ଠାରକ୍ସ୍ଟ କିଛି ଉଣାକରି ପାଳନ କର ନାହିଁ। ସପୂର୍ଣ ଭାବେ ସହେି ବାକ୍ଯମାନ ପାଳନ କର। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ମାନ।

ଦିତୀୟ ବିବରଣ 12:32
ମୁ ଯାହା ତୁମ୍ଭମାନଙ୍କୁ ଆଜ୍ଞା ଦେଉଅଛି, ତାହାସବୁ ତୁମ୍ଭମାନେେ ପାଳନ କରିବାକୁ ମନୋଯୋଗ କରିବ। ତୁମ୍ଭମାନେେ ତାହାଠାରକ୍ସ୍ଟ କିଛି ଉଣା କରିବ ନାହିଁ କି ତହିଁରେ କିଛି ଅଧିକ ୟୋଗ କରିବ ନାହିଁ।

ହିତୋପଦେଶ 30:6
ତେଣୁ ପରମେଶ୍ବରଙ୍କର ବାକ୍ଯକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନାହିଁ। ଯଦି ତୁମ୍ଭେ ଏପରି କର, ସେ ତୁମ୍ଭକୁ ଶାସ୍ତି ଦବେେ, ଏବଂ ତୁମ୍ଭେ ମିଥ୍ଯା କହୁଛ ବୋଲି ପ୍ରମାଣିତ ହବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:17
ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:17
ତୁମ୍ଭମାନେେ କ'ଣ ଭାବୁଛ ଯେ, ଏହି ଯୋଜନାଗୁଡ଼ିକୁ କଲା ବେଳେ ମୁଁ ପ୍ରକୃତ ରେ ଚିନ୍ତା କରି ନ ଥିଲି ? ବା ଜାଗତିକ ଜ୍ଞାନ ରେ କରିଥିଲି, ଯେ ଏକା ସମୟରେ ହଁ, ହଁ କହୁଥିବା ଓ ନା, ନା ମଧ୍ଯ କହୁଥିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:1
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:1
ଆଉ ଏବେ ହେ ମାରେ ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠା ରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସହେି ଏକାକଥା ଲେଖିବା ରେ, ମାେତେ କଷ୍ଟ ହୁଏ ନାହିଁ, କାରଣ ଏହାଦ୍ବାରା ତୁମ୍ଭମାନେେ ଅଧିକ ପ୍ରସ୍ତୁତ ହାଇେ ରହିବ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:4
ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।