Ezekiel 40:17 in Oriya

Oriya Oriya Bible Ezekiel Ezekiel 40 Ezekiel 40:17

Ezekiel 40:17
ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।

Ezekiel 40:16Ezekiel 40Ezekiel 40:18

Ezekiel 40:17 in Other Translations

King James Version (KJV)
Then brought he me into the outward court, and, lo, there were chambers, and a pavement made for the court round about: thirty chambers were upon the pavement.

American Standard Version (ASV)
Then brought he me into the outer court; and, lo, there were chambers and a pavement, made for the court round about: thirty chambers were upon the pavement.

Bible in Basic English (BBE)
Then he took me into the outer square, and there were rooms and a stone floor made for the open square all round: there were thirty rooms on the stone floor.

Darby English Bible (DBY)
And he brought me into the outer court, and behold, there were cells, and a pavement made for the court round about: thirty cells were upon the pavement.

World English Bible (WEB)
Then brought he me into the outer court; and, behold, there were chambers and a pavement, made for the court round about: thirty chambers were on the pavement.

Young's Literal Translation (YLT)
And he bringeth me in unto the outer court, and lo, chambers and a pavement made for the court all round about -- thirty chambers on the pavement --

were
were
וַיְבִיאֵ֗נִיwaybîʾēnîvai-vee-A-nee
there
Then
brought
אֶלʾelel
he
me
הֶֽחָצֵר֙heḥāṣērheh-ha-TSARE
into
הַחִ֣יצוֹנָ֔הhaḥîṣônâha-HEE-tsoh-NA
court,
outward
וְהִנֵּ֤הwĕhinnēveh-hee-NAY
the
and,
lo,
לְשָׁכוֹת֙lĕšākôtleh-sha-HOTE
chambers,
pavement
a
וְרִֽצְפָ֔הwĕriṣĕpâveh-ree-tseh-FA
and
עָשׂ֥וּיʿāśûyah-SOO
made
for
the
לֶחָצֵ֖רleḥāṣērleh-ha-TSARE
court
round
סָבִ֣יב׀sābîbsa-VEEV
about:
סָבִ֑יבsābîbsa-VEEV

שְׁלֹשִׁ֥יםšĕlōšîmsheh-loh-SHEEM
thirty
לְשָׁכ֖וֹתlĕšākôtleh-sha-HOTE
chambers
upon
אֶלʾelel
the
pavement.
הָרִֽצְפָֽה׃hāriṣĕpâha-REE-tseh-FA

Cross Reference

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:2
କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସହେିପରି ଛାଡ଼ି ଦିଅ, କାରଣ ତାହା ଅଣୟିହୁଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସହେି ଲୋକମାନେ ବଯାଳିଶମାସ ପର୍ୟ୍ଯନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।

ଯିହିଜିକଲ 42:1
ତା'ପ ରେ ସେ ମାେତେ ଉତ୍ତର ଦିଗସ୍ଥ ଦ୍ବାର ଦଇେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷିଦ୍ଧାଞ୍ଚଳ ରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କଠାେରୀ ରେ ଉପସ୍ଥିତ କରାଇଲେ।

ଯିହିଜିକଲ 46:21
ଏହାପ ରେ ସେ ମାେତେ ବାହାର ପ୍ରାଙ୍ଗଣକୁ ଆଣି ସହେି ପ୍ରାଙ୍ଗଣର ଚାରିକଣ ଦଇେ ଗମନ କରାଇଲେ। ଆଉ ସହେି ପ୍ରାଙ୍ଗଣର ପ୍ରେତ୍ୟକକ କଣ ରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।

ଯିହିଜିକଲ 45:5
ପୁଣି 25,000 ହାତ ର୍ଦୈଘ୍ଯ ଓ 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଲବେୀୟମାନେ ପ୍ରଭୁଙ୍କ ମନ୍ଦିରର ଉପାସନା ପାଇଁ ନିୟୁକ୍ତ ହୁଅନ୍ତି ଏହା ସମାନଙ୍କେର ବାସ କରିବା ପାଇଁ ନଗର ହବେ।

ଯିହିଜିକଲ 10:5
ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।

ଦିତୀୟ ବଂଶାବଳୀ 31:11
ଏହାପରେ ହିଜକିଯ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।

ପ୍ରଥମ ବଂଶାବଳୀ 23:28
ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍‌ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।

ପ୍ରଥମ ବଂଶାବଳୀ 9:26
ସମସ୍ତ ଦ୍ବାରପାଳମାନଙ୍କର ମୁଖ୍ଯ ଚାରି ଦ୍ବାରପାଳ ଥିଲେ। ସମାନେେ ଲବେୀୟ ଲୋକ ଥିଲେ। ସମାନଙ୍କେର କାର୍ୟ୍ଯ ଥିଲା, ପରମେଶ୍ବରଙ୍କ ମନ୍ଦିର ରେ ଥିବା ସକଳ କଠାେରୀର ଓ ଧନସମ୍ପଦର ରକ୍ଷଣା ବେକ୍ଷଣା କରିବା।

ଯିହିଜିକଲ 42:4
କଠାେରୀଗୁଡ଼ିକର ସମ୍ମୁଖ ରେ ଦଶହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ବାର ଉତ୍ତର ଆଡ଼େ ଥିଲା।

ଯିହିଜିକଲ 41:6
ପାଶର୍‌ବସ୍ଥ କଠାେରୀଗୁଡ଼ିକ ତିନି ମହଲା ପୃଥକ୍ ଭାବରେ ଥିଲା ଓ ଗୋଟିଏ ଉପ ରେ ଆଉ ଗୋଟିଏ ମହଲା ଥିଲା। ପ୍ରେତ୍ୟକକ ମହଲା ରେ ତିରିଶଟି କଠାେରୀ ଥିଲା। କାନ୍ଥଟି ଥାକ ହାଇେ ନିର୍ମିତ ହାଇେଥିଲା। ପାଶର୍‌ବ କଠାେରୀଗୁଡ଼ିକ ଥାକରେ ନିର୍ମିତ ହାଇେଥିଲା। କଠାେରୀଗୁଡ଼ିକର ଭାର ମନ୍ଦିର କାନ୍ଥ ରେ ରହିବା ପରିବର୍ତେ ତାହା ସଗେୁଡ଼ିକ ଉପ ରେ ନ୍ଯସ୍ତ ଥିଲା।

ଯିହିଜିକଲ 40:38
ପ୍ରେତ୍ୟକକ ଫାଟକର ତ୍ବରଣ ନିକଟରେ ଏକ ଦ୍ବାର ବିଶିଷ୍ଟ ଏକ କଠାେରୀ ଥିଲା। ସଠାେ ରେ ଯାଜକମାନେ ହାମବେଳି ଧୌତ କଲେ।

ଦିତୀୟ ରାଜାବଳୀ 23:11
ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମଲକେ ନାମକ ନଫୁସକର କଠାେରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ୟ୍ଯ ଉଦ୍ଦେଶ୍ଯ ରେ ଯେଉଁ ଅଶ୍ବମାନଙ୍କୁ ଦଇେଥିଲେ, ସେ ସମାନଙ୍କେୁ ନଇେ ଗଲେ ଓ ସହେି ସୂର୍ୟ୍ଯ ଦବେତାର ରଥଗୁଡିକୁ ଅଗ୍ନି ରେ ଦଗ୍ଧ କରାଗଲା।

ପ୍ରଥମ ରାଜାବଳୀ 6:5
ଶଲୋମନ ମନ୍ଦିର ମୂଖ୍ଯ ପାଶର୍‌ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।