Zechariah 3:2
ତା'ପ ରେ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶଇତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସହେି ନଗରକୁ ରକ୍ଷା କରିଥିଲେ।
Zechariah 3:2 in Other Translations
King James Version (KJV)
And the LORD said unto Satan, The LORD rebuke thee, O Satan; even the LORD that hath chosen Jerusalem rebuke thee: is not this a brand plucked out of the fire?
American Standard Version (ASV)
And Jehovah said unto Satan, Jehovah rebuke thee, O Satan; yea, Jehovah that hath chosen Jerusalem rebuke thee: is not this a brand plucked out of the fire?
Bible in Basic English (BBE)
And the Lord said to the Satan, May the Lord's word be sharp against you, O Satan, the word of the Lord who has taken Jerusalem for himself: is this not a burning branch pulled out of the fire?
Darby English Bible (DBY)
And Jehovah said unto Satan, Jehovah rebuke thee, O Satan! Yea, Jehovah that hath chosen Jerusalem rebuke thee! Is not this a brand plucked out of the fire?
World English Bible (WEB)
Yahweh said to Satan, "Yahweh rebuke you, Satan! Yes, Yahweh who has chosen Jerusalem rebuke you! Isn't this a burning stick plucked out of the fire?"
Young's Literal Translation (YLT)
And Jehovah saith unto the Adversary: `Jehovah doth push against thee, O Adversary, Yea, push against thee doth Jehovah, Who is fixing on Jerusalem, Is not this a brand delivered from fire?'
| And the Lord | וַיֹּ֨אמֶר | wayyōʾmer | va-YOH-mer |
| said | יְהוָ֜ה | yĕhwâ | yeh-VA |
| unto | אֶל | ʾel | el |
| Satan, | הַשָּׂטָ֗ן | haśśāṭān | ha-sa-TAHN |
| The Lord | יִגְעַ֨ר | yigʿar | yeeɡ-AR |
| rebuke | יְהוָ֤ה | yĕhwâ | yeh-VA |
| thee, O Satan; | בְּךָ֙ | bĕkā | beh-HA |
| even the Lord | הַשָּׂטָ֔ן | haśśāṭān | ha-sa-TAHN |
| chosen hath that | וְיִגְעַ֤ר | wĕyigʿar | veh-yeeɡ-AR |
| Jerusalem | יְהוָה֙ | yĕhwāh | yeh-VA |
| rebuke | בְּךָ֔ | bĕkā | beh-HA |
| thee: is not | הַבֹּחֵ֖ר | habbōḥēr | ha-boh-HARE |
| this | בִּירֽוּשָׁלִָ֑ם | bîrûšālāim | bee-roo-sha-la-EEM |
| brand a | הֲל֧וֹא | hălôʾ | huh-LOH |
| plucked | זֶ֦ה | ze | zeh |
| out of the fire? | א֖וּד | ʾûd | ood |
| מֻצָּ֥ל | muṣṣāl | moo-TSAHL | |
| מֵאֵֽשׁ׃ | mēʾēš | may-AYSH |
Cross Reference
ଯିହୂଦାଙ୍କ ପତ୍ର 1:9
ପ୍ରଧାନ ସ୍ବର୍ଗଦୂତ ମୀଖାଯଲେ ମଧ୍ଯ ଏହା କରି ନ ଥିଲେ। ସେ ମାଶାଙ୍କେ ଶରୀର ନବୋ ବିଷୟ ରେ ଶୟତାନ ସହିତ ୟୁକ୍ତି କରିଥିଲେ। କିନ୍ତୁ ମୀଖାଯଲେ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।
ଆମୋଷ 4:11
ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।
ଯିହୂଦାଙ୍କ ପତ୍ର 1:23
ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:33
ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।
ଯିଖରିୟ 2:12
ସହେି ପବିତ୍ର ଭୂମିରେ ଯିହୁଦା ପରମେଶ୍ବରଙ୍କର ଅଂଶ ହବେ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂପେ ବାଛିବେ।
ଯିଖରିୟ 1:17
ସହେି ସ୍ବର୍ଗଦୂତ ମଧ୍ଯ କହିଲେ, ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, 'ଆମ୍ଭର ନଗରଗୁଡିକ ଉତ୍ତମ ସାମଗ୍ରୀ ରେ ଉଛୁଳିବ। ଆମ୍ଭର ସିୟୋନ ପ୍ରତି ଦୟା ରହିବ। ଆମ୍ଭେ ପୁନର୍ବାର ୟିରୁଶାଲମକୁ ଆପଣା ବିଶଷେ ନଗର ରୂପେ ମନୋନୀତ କରିବା।'
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14
ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:9
ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।
ଯୋହନଙ୍କ ପ୍ରଥମ ପତ୍ର 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:20
ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:4
କାନ୍ତୁ ତାହାଙ୍କୁ ପରମେଶ୍ବରଙ୍କର ଉତ୍ତର କ'ଣ ଥିଲା? ବାଆଲ ଆଗ ରେ ଆଣ୍ଠୁମାଡି ନଥିବା ସାତହଜାର ଲୋକଙ୍କୁ ଏବେ ମଧ୍ଯ ମୁଁ ନିଜ ପାଇଁ ରଖିଛି।
ଯୋହନଲିଖିତ ସୁସମାଚାର 13:18
ମୁଁ ତୁମ୍ଭ ସମସ୍ତଙ୍କ ବିଷୟ ରେ କହୁନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସମାନଙ୍କେୁ ଜାଣେ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେଅଛି, ତାହା ନିଶ୍ଚୟ ଘଟିବ: ' ଯେଉଁଲୋକ ମାେ ସହିତ ଖାଏ, ସେ ମାେ ବିରୁଦ୍ଧ ରେ ଠିଆ ହବେ।'
ଲୂକଲିଖିତ ସୁସମାଚାର 22:32
ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ବାସ ଲୋପ ନ ହେଉ। ତୁମ୍ଭମାନେେ ମାେପାଖକୁ ଫରେି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ବାସ ରେ ଦୃଢ ହବୋ ପାଇଁ ସାହାୟ୍ଯ କର।
ଲୂକଲିଖିତ ସୁସମାଚାର 9:42
ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଚାଡି ଦଲୋ। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠାେର ଧମକ ଦେଲେ। ଏହାପରେ ପିଲାଟି ସୁସ୍ଥ ହାଇଗେଲା। ଯୀଶୁ ତାହାକୁ ତା' ବାପା ପାଖ ରେ ସମର୍ପି ଦେଲେ।
ଲୂକଲିଖିତ ସୁସମାଚାର 4:35
ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।
ମାର୍କଲିଖିତ ସୁସମାଚାର 1:25
ଯୀଶୁ ଭର୍ତ୍ସନା କରି କହିଲେ, ଚୁପ୍ କର, ଏହି ଠାରୁ ବାହାରିଯା।
ଦାନିଏଲ 12:1
ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।
ଗୀତସଂହିତା 109:31
କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି ଏବଂ ପରମେଶ୍ବର ସମାନଙ୍କେୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।
ଦିତୀୟ ବଂଶାବଳୀ 6:6
କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'