Base Word
נָפַץ
Short Definitionto dash to pieces, or scatter
Long Definitionto shatter, break, dash, beat in pieces
Derivationa primitive root
International Phonetic Alphabetn̪ɔːˈpɑt͡sˤ
IPA modnɑːˈfɑt͡s
Syllablenāpaṣ
Dictionnaw-PAHTS
Diction Modna-FAHTS
Usagebe beaten in sunder, break (in pieces), broken, dash (in pieces), cause to be discharged, dispersed, be overspread, scatter
Part of speechv

ଆଦି ପୁସ୍ତକ 9:19
ସହେି ତିନିଜଣ ୟାକ ନୋହର ପୁତ୍ର ଥିଲେ। ଏବଂ ପୃଥିବୀର ସମସ୍ତ ଲୋକ ଏହି ତିନିଜଣଙ୍କଠାରୁ ଜନ୍ମ ନେଲେ।

ବିଚାରକର୍ତାମାନଙ୍କ ବିବରଣ 7:19
ତେଣୁ ଗିଦ୍ଦିୟୋନ ଏବଂ ତାଙ୍କ ସହିତ ଥିବା 100 ସୈନିକ ଛାଉଣୀ ପାଖ ରେ ପହନ୍ଚିଲେ। ସେତବେେଳେ ମିଦିଯନୀଯମାନେ ସମାନଙ୍କେର ନୂତନ ପ୍ରହରୀମାନଙ୍କୁ ପରିବର୍ତ୍ତନ କରୁଥିଲେ। ଏହା ମଧ୍ଯ ରାତ୍ରି ସମୟ ଥିଲା। ଏହି ସମୟରେ ଗିଦ୍ଦିୟୋନ ଓ ତା'ର ଲୋକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇବାକକ୍ସ୍ଟ ଲାଗିଲେ ଓ ସମାନଙ୍କେର ଜାରଗୁଡିକୁ ଭାଙ୍ଗି ଚକ୍ସ୍ଟରମାର କରି ପକାଇଲେ।

ପ୍ରଥମ ଶାମୁୟେଲ 13:11
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ଏ କ'ଣ କଲ?

ପ୍ରଥମ ରାଜାବଳୀ 5:9
ମାରେ ଲୋକମାନେ ଲିବାନୋନଠାରୁ ସମୁଦ୍ର ପର୍ୟ୍ଯନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନ ରେ ମୁଁ ସମୁଦ୍ର ପଥରେ ଭଳୋବାନ୍ଧି ପଠାଇ ସଠାେରେ ଫିଟାଇ ଦବେି, ସଠାରୁେ ଆପଣ ନଇେଯିବେ। ଏବଂ ମାରେ ରାଜକୀଯ ପ୍ରାସାଦକୁ ଖାଦ୍ୟ ପଠାଇ ମାେ ପ୍ରତି ଅନୁକମ୍ପା କରିବେ।

ଗୀତସଂହିତା 2:9
ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।

ଗୀତସଂହିତା 137:9
ମୁଁ ୟେ କୌଣସି ବ୍ଯକ୍ତିକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସମାନଙ୍କେୁ ପଥରରେ ପିଟି ଦବେ।

ଯିଶାଇୟ 11:12
ପରମେଶ୍ବର ଏହି ଧ୍ବଜାକୁ' ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କତେ ସ୍ବରୂପ ଉଠାଇବେ। ଇଶ୍ରାୟେଲ ଓ ଯିହୁଦାର ବିଚ୍ଛିନ୍ନ ହାଇେଥିବା ଲୋକମାନେ ଏକତ୍ର ହବେେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥ ରେ ବିଚ୍ଛିନ୍ନ ହାଇୟୋଇଥିଲେ। କିନ୍ତୁ ପରମେଶ୍ବର ସେ ସମସ୍ତଙ୍କୁ ଏକତ୍ରୀତ କରିବେ।

ଯିଶାଇୟ 27:9
ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହବେ ଓ ତାହାର ପାପ ଦୂରୀଭୂତ ହବେ। ସେ ୟଜ୍ଞବଦେୀର ପ୍ରସ୍ତର ସବୁ ଧୂଳିସାତ ହବେ ଓ ସହେି ଆଶରୋ ମୂର୍ତ୍ତି ଓ ସୂର୍ୟ୍ଯ ପ୍ରତିମା ସବୁ ବିନଷ୍ଟ ହବେେ।

ଯିଶାଇୟ 33:3
ତୁମ୍ଭର ଶକ୍ତିଶାଳୀ କୋଳାହଳ ରେ ଗୋଷ୍ଠୀଗଣ ପଳାଯନ କଲେ। ତୁମ୍ଭର ମହାନତା ଗୋଷ୍ଠୀଗୁଡ଼ିକୁ ଛିନ୍ନଭିନ୍ନ କଲା।'

ଯିରିମିୟ 13:14
ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்