No lexicon data found for Strong's number: 680

ମାଥିଉଲିଖିତ ସୁସମାଚାର 8:3
ତାପରେ ଯୀଶୁ ହାତ ବଢଇେ କୁଷ୍ଠ ରୋଗୀଟିକୁ ଛୁଇଁ ଦେଲେ। ସେ କହିଲେ, ମୁଁ ଚାହୁଁଛି ତୁମ୍ଭେ ସୁସ୍ଥ ହୁଅ।' ଏବଂ ସଙ୍ଗେ ସଙ୍ଗେ ତାର କୁଷ୍ଠରୋଗ ଭଲ ହାଇଗେଲା।

ମାଥିଉଲିଖିତ ସୁସମାଚାର 8:15
ଯୀଶୁ ତାହାଙ୍କୁ ଛୁଇଁ ଦେଲେ, ଓ ତାହାଙ୍କର ଜ୍ବର ଛାଡିଗଲା। ତାପରେ ସେ ଉଠି ଯୀଶୁଙ୍କ ସବୋ କରିବାକୁ ଲାଗିଲେ।

ମାଥିଉଲିଖିତ ସୁସମାଚାର 9:20
ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।

ମାଥିଉଲିଖିତ ସୁସମାଚାର 9:21
ଏହା କଲା ବେଳେ ସେ ମନେ ମନେ ଭାବୁଥିଲା, ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁ ଦେଲେ ସୁସ୍ଥ ହାଇଯେିବି।

ମାଥିଉଲିଖିତ ସୁସମାଚାର 9:29
ତା'ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ।

ମାଥିଉଲିଖିତ ସୁସମାଚାର 14:36
ଲୋକମାନେ ଯୀଶୁଙ୍କୁ ଅନୁ ରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହାଇଯୋଆନ୍ତି, ସେଥିପାଇଁ ସେ ସମାନଙ୍କେୁ ତାହାଙ୍କୁ ବସ୍ତ୍ରର ଧାରଟି କବଳେ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସମାନେେ ସମସ୍ତେ ସୁସ୍ତ ହାଇଗେଲେ।

ମାଥିଉଲିଖିତ ସୁସମାଚାର 14:36
ଲୋକମାନେ ଯୀଶୁଙ୍କୁ ଅନୁ ରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହାଇଯୋଆନ୍ତି, ସେଥିପାଇଁ ସେ ସମାନଙ୍କେୁ ତାହାଙ୍କୁ ବସ୍ତ୍ରର ଧାରଟି କବଳେ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସମାନେେ ସମସ୍ତେ ସୁସ୍ତ ହାଇଗେଲେ।

ମାଥିଉଲିଖିତ ସୁସମାଚାର 17:7
ଯୀଶୁ ଶିଷ୍ଯମାନଙ୍କ ପାଖକୁ ଆସି ସମାନଙ୍କେୁ ଛୁଇଁ ଦେଲେ। ଯୀଶୁ କହିଲେ, ଠିଆ ହୁଅ। ଭୟ କର ନାହିଁ।

ମାଥିଉଲିଖିତ ସୁସମାଚାର 20:34
ଯୀଶୁଙ୍କ ମନ ରେ ସମାନଙ୍କେ ପାଇଁ ଦୟା ଆସିଲା। ସେ ସମାନଙ୍କେର ଆଖି ଛୁଇଁ ଦେଲେ, ଓ ସମାନେେ ତୁରନ୍ତ ଦେଖି ପାରିଲେ। ତା'ପରେ ସମାନେେ ଯୀଶୁଙ୍କୁ ଅନୁସରଣ କଲେ।

ମାର୍କଲିଖିତ ସୁସମାଚାର 1:41
ସହେି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢଇେ ଲୋକଟିକୁ ଛୁଇଁ ଦେଲେ ଓ କହିଲେ, ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଚାହୁଁଛି, ତୁମ୍ଭେ ସୁସ୍ଥ ହାଇଯୋଅ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்