ମାଥିଉଲିଖିତ ସୁସମାଚାର 10:26
ତେଣୁ ସହେି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତ ରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡିବ।
ମାଥିଉଲିଖିତ ସୁସମାଚାର 11:25
ସେତବେେଳେ ଯୀଶୁ କହିଲେ, ହେ ପରମପିତା, ତୁମ୍ଭେ ସ୍ବର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚାଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନକଟ ରେ ସଗେୁଡିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।
ମାଥିଉଲିଖିତ ସୁସମାଚାର 11:27
ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।
ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।
ଲୂକଲିଖିତ ସୁସମାଚାର 2:35
ଲୋକମାନଙ୍କ ମନ ଭିତ ରେ ଥିବା ଗୋପନକଥା ପ୍ରକାଶିତ ହବେ। ସହେି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।
ଲୂକଲିଖିତ ସୁସମାଚାର 10:21
ତ'ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ଯନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, ହେ ପରମପିତା! ହେ ସ୍ବର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଂଶସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚଇେ ରଖିଥିଲେ ମଧ୍ଯ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦଖାଇେଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତ ରେ କରିବାକୁ ଚାହୁଁଥିଲ ବୋଲି ତୁମ୍ଭେ ଏହା କଲ।
ଲୂକଲିଖିତ ସୁସମାଚାର 10:22
ମାରେ ପରମପିତା ମାେତେ ସବୁକିଛି ଦଇେଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ଯତୀତ ଅନ୍ୟ କହେି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡା କହେି ଜାଣନ୍ତି ନାହିଁ। କବଳେ ସହେିମାନେ ପରମପିତାଙ୍କ ବିଷୟ ରେ ଜାଣିପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ବଯଂ ବାଛିବେ।
ଲୂକଲିଖିତ ସୁସମାଚାର 12:2
ଲୁଚି ରହିଥିବା ପ୍ରେତ୍ୟକକ ଜିନିଷକୁ ପ୍ରକାଶ କରି ଦିଆୟିବ। ଗୋପନ ରେ ରହିଥିବା ପ୍ରେତ୍ୟକକ ବିଷୟକୁ ପ୍ରକାଶ କରାୟିବ।
ଲୂକଲିଖିତ ସୁସମାଚାର 17:30
ଯେତବେେଳେ ମନଷ୍ଯପୁତ୍ର ଫରେି ଆସିବେ, ସେତବେେଳେ ଠିକ୍ ସହେିଭଳି ଘଟଣା ଘଟିବ।
ଯୋହନଲିଖିତ ସୁସମାଚାର 12:38
ଅତଏବ ଭବିଷ୍ଯଦ୍ବକ୍ତା ୟିଶାଇୟ ଯାହା କହିଥିଲେ ତାହା ସତ୍ଯ ହେଲା, ସେ କହିଥିଲେ,
Occurences : 26
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்