No lexicon data found for Strong's number: 5030

ଲୂକଲିଖିତ ସୁସମାଚାର 14:21
ତେଣୁ ଚାକରଟି ଫରେିଆସିଲା। ଯାହା ସବୁ ଘଟିଥିଲା, ସେ ତା ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ େଛାଟାମାନଙ୍କୁ ଏଠାକୁ ନଇେଆସ।'

ଲୂକଲିଖିତ ସୁସମାଚାର 16:6
ଲୋକଟି ଉତ୍ତର ଦଲୋ, 'ଶ ହେ ଟିଣ ତଲେ।' ଗୁମାସ୍ତା ତାକୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସି ପଡି ତାକୁ କମ୍ କରି ଶୀଘ୍ର ପଚାଶ ବୋଲି ଲେଖିଦିଅ।'

ଯୋହନଲିଖିତ ସୁସମାଚାର 11:31
ଯିହୂଦୀମାନେ ମରିୟମଙ୍କ ସହିତ ଘ ରେ ଥିଲେ। ସମାନେେ ତାହାଙ୍କୁ ସାନ୍ତ୍ବନା ଦେଉଥିଲେ। ସମାନେେ ମରିୟମଙ୍କୁ ହଠାତ୍ ଠିଆ ହାଇେ ତରବର ରେ ବାହାରକୁ ୟିବା ଦେଖିଲେ। ସମାନେେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସମାନେେ ତାହାଙ୍କ ପେଛ ପେଛ ଗଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ଓ ଅହଂକାର କରୁଥିବା ଲୋକମାନେ କଣ ଅଧିକ କାର୍ୟ୍ଯକ କରୁଛନ୍ତି ତାହା ମୁଁ ଦେଖିବାକୁ ଚା ହେଁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:6
ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ବର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହ ରେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଡ଼ାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ୟ୍ଯ ହଲିେ ଯେ, ତୁମ୍ଭମାନେେ ସହେି ପରମେଶ୍ବରଙ୍କଠାରୁ ଦୂ ରଇେ ଯାଇ, କୌଣସି ଅନ୍ୟ ସୁସମାଚାରକୁ ବିଶ୍ବାସ କରୁଛ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:19
ପ୍ରଭୁ ଯୀଶୁଙ୍କଠା ରେ ମୁଁ ଆଶା କରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭମାନେେ କିପରି ଅଛ ଜାଣି ମୁଁ ଆନନ୍ଦିତ ହବେି।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:24
ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ୟିବା ପାଇଁ ପ୍ରଭୁ ମାେତେ ସାହାୟ୍ଯ କରିବେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:2
ଯଦି ତୁମ୍ଭମାନେେ ଶୁଣ ଯେ, ପ୍ରଭୁଙ୍କର ସହେି ଦିନଟି ଆସିଗଲାଣି, ତୁମ୍ଭମାନେେ ଚିନ୍ତା ରେ ସହଜ ରେ ବିବ୍ରତ ହାଇେ ଯାଅ ନାହିଁ କି ଭୟ କର ନାହିଁ। କେତଜେଣ ଏହାକୁ କୌଣସି ଭବିଷ୍ଯତ୍ ବାଣୀ ବା କୌଣସି ସମ୍ବାଦ ବୋଲି କହି ପାରନ୍ତି, କିମ୍ବା କେତକେ ଲୋକ ଏହାକୁ ଆମ୍ଭର ଏକ ଚିଠି ବୋଲି କହି ପାରନ୍ତି ଓ ଦାବି କରିପାରନ୍ତି ଯେ, ଆମ୍ଭମାନଙ୍କ ଦ୍ବାରା ଏହି ପତ୍ର ଲଖାଯାେଇଅଛି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:9
ଯେତେଶୀଘ୍ର ସମ୍ଭବ ମାେ ସହିତ ଦଖାେ କରିବାକୁ ଆସିବା ପାଇଁ ଚେଷ୍ଟା କର।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்