ମାଥିଉଲିଖିତ ସୁସମାଚାର 12:1
ପ୍ରାୟ ସହେି ସମୟରେ ଯୀଶୁ ବିଶ୍ରାମଦିବସ ରେ ଶସ୍ଯକ୍ଷେତ୍ର ଦଇେ ଯାଉଥିଲେ। ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କ ସହିତ ଥିଲେ। ତାହାଙ୍କର ଶଷ୍ଯମାନଙ୍କୁ ଭୋକ ଲାଗିଲା। ସମାନେେ କେତକେ ଗହମ କେଣ୍ଡା ଛିଣ୍ଡଇେ ଖାଇବାକୁ ଲାଗିଲେ।
ମାଥିଉଲିଖିତ ସୁସମାଚାର 12:2
ଫାରୂଶୀମାନେ ଏହା ଦେଖି ଯୀଶୁଙ୍କୁ କହିଲେ, ଦେଖ, ତୁମ୍ଭର ଶିଷ୍ଯମାନେ ବିଶ୍ରାମଦିବସ ରେ ଏଭଳି ଯାହା କରୁଛନ୍ତି, ତାହା ମାଶାଙ୍କେ ବ୍ଯବସ୍ଥାର ବିରୋଧୀ।
ମାଥିଉଲିଖିତ ସୁସମାଚାର 12:5
ତୁମ୍ଭେ ମାଶାଙ୍କେ ବ୍ଯବସ୍ଥା ରେ କ'ଣ ପଢିନାହଁ ଯେ ବଶ୍ରାମ ଦିବସ ରେ ଯାଜକମାନେ ପ୍ରଭୁଙ୍କ ମନ୍ଦିର ରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣା ରେ ତାହାଙ୍କର କହେି କିଛି ଦୋଷ ଧରନ୍ତିନାହିଁ।
ମାଥିଉଲିଖିତ ସୁସମାଚାର 12:5
ତୁମ୍ଭେ ମାଶାଙ୍କେ ବ୍ଯବସ୍ଥା ରେ କ'ଣ ପଢିନାହଁ ଯେ ବଶ୍ରାମ ଦିବସ ରେ ଯାଜକମାନେ ପ୍ରଭୁଙ୍କ ମନ୍ଦିର ରେ ବିଶ୍ରାମ ଦିବସର ନୀତିନିୟମ ଉଲ୍ଲଙ୍ଘନ କରନ୍ତି? ସେ ଘଟଣା ରେ ତାହାଙ୍କର କହେି କିଛି ଦୋଷ ଧରନ୍ତିନାହିଁ।
ମାଥିଉଲିଖିତ ସୁସମାଚାର 12:8
ମନୁଷ୍ଯପୁତ୍ର ବିଶ୍ରାମ ଦିବସର ପ୍ରଭୁ ଅଟନ୍ତି।
ମାଥିଉଲିଖିତ ସୁସମାଚାର 12:10
ସଠାେରେ ଥିବା ଗୋଟିଏ ଲୋକର ହାତ ଶୁଖି ଯାଇଥିଲା। ସଠାେରେ ଥିବା କେତକେ ଯିହୂଦୀ ଯୀଶୁଙ୍କ ଉପରେ ଦୋଷରୋପ କରିବା ପାଇଁ ସୁଯୋଗ ଖାଜେୁଥିଲେ। ସମାନେେ ତାହାଙ୍କୁ ପଚାରିଲେ, ମାଶାଙ୍କେ ନିୟମ ଅନୁସାରେ ବିଶ୍ରାମଦିବସ ରେ କାହାରିକୁ ଭଲ କରିଦବୋ କ'ଣ ବିଧିସଙ୍ଗତ?
ମାଥିଉଲିଖିତ ସୁସମାଚାର 12:11
ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?
ମାଥିଉଲିଖିତ ସୁସମାଚାର 12:12
ମଣିଷତ ନିଶ୍ଚିତ ଭାବରେ ଗୋଟିଏ ମେଣ୍ଢାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ। ତେଣୁ ମାଶାଙ୍କେ ବ୍ଯବସ୍ଥା ବିଶ୍ରାମ ଦିବସ ରେ ଭଲ କାମ କରିବାକୁ ଅନୁମତି ଦଇେଥାଏ।
ମାଥିଉଲିଖିତ ସୁସମାଚାର 24:20
କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମଦିବସ ରେ ଏଗୁଡ଼ିକ ନଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନପଡ଼େ।
ମାଥିଉଲିଖିତ ସୁସମାଚାର 28:1
ବିଶ୍ରାମଦିବସର ପରଦିନ ଅର୍ଥାତ୍ ସପ୍ତାହର ପ୍ରଥମ୍ ଦିନ ଅତି ସକାଳୁ ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ କବର ଦେଖିବାକୁ ଆସିଲେ।
Occurences : 68
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்