No lexicon data found for Strong's number: 3422

ମାଥିଉଲିଖିତ ସୁସମାଚାର 26:13
ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ଜଗତ ରେ ସର୍ବତ୍ର ଲୋକମାନଙ୍କ ମଧିଅରେ ସୁସମାଚ଼ାର ଘୋଷଣା କରାୟିବ। ତା ସହିତ ଏ ସ୍ତ୍ରୀ ଲୋକଟି କ'ଣ କରିଥିଲା, ସେ ବିଷୟ ମଧ୍ଯ ଘୋଷଣା କରାୟିବ। ଲୋକମାନେ ତାକୁ ମନେ ରଖିବେ।

ମାର୍କଲିଖିତ ସୁସମାଚାର 14:9
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ସାରା ସଂସାର ରେ ଲୋକମାନଙ୍କ ମଧିଅରେ ସୁସମାଚାର ପ୍ରଚାର କରାୟିବ। ଯେଉଁ ଯେଉଁ ସ୍ଥାନ ରେ ସୁସମାଚାର ପ୍ରଚାରିତ ହବେ, ସହେି- ସହେି ସ୍ଥାନ ରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ୟ୍ଯ ବିଷୟ ରେ କୁହାୟିବ। ଲୋକମାନେ ତାହାକୁ ମନେ ପକଇବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:4
କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଚାହିଁଲେ ଏବଂ ଭୟ ରେ କହିଲେ, ମହାଶୟ, ଆପଣ କ'ଣ ଚ଼ାହାଁନ୍ତି?

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்