ଯୋହନଲିଖିତ ସୁସମାଚାର 18:28
ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:15
ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ବାସୀ, ସମାନଙ୍କେ ଲାଗି କିଛି ହେଲେ ପବିତ୍ର ନୁହେଁ। ସମାନଙ୍କେର ଚିନ୍ତା ପାପରେ ଦୂଷିତ ହାଇଯୋଇଛି ଓ ଠିକ୍ କ'ଣ, ସେ ସମ୍ବନ୍ଧ ରେ ସମାନଙ୍କେର ଜ୍ଞାନ ନଷ୍ଟ ହାଇେ ଯାଇଛି।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:15
ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।
ଯିହୂଦାଙ୍କ ପତ୍ର 1:8
ତୁମ୍ଭମାନଙ୍କ ଦଳ ରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସମାନେେ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। ସମାନେେ ନିଜ ଶରୀରକୁ ପାପ କାର୍ୟ୍ଯ ରେ ଦୂଷିତ କରନ୍ତି। ସମାନେେ ପରମେଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ବହୁତ ମନ୍ଦ କଥା କହନ୍ତି।
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்