ମାଥିଉଲିଖିତ ସୁସମାଚାର 23:28
ଠିକ୍ ସହେିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦଖାେ ଯାଉଛ, କିନ୍ତୁ ଭିତ ରେ ତୁମ୍ଭେ ଛନ୍ଦ କପଟ ଓ ଖରାପ ଗୁଣ ରେ ପରିପୂର୍ଣ୍ଣ।
ଯୋହନଲିଖିତ ସୁସମାଚାର 19:29
ସଠାେରେ ଗୋଟିଏ ପାତ୍ର ରେ ଭର୍ତ୍ତି ଖଟାପିତା ସ୍ବାଦୟୁକ୍ତ ରସ ରଖାଯାଇଥିଲା। ସମାନେେ ଖଣ୍ଡେ ସ୍ପଞ୍ଜକୁ ରସ ରେ ବୁଡଇେ ଏଜୋପ ନଳ ରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢାଇଲେ।
ଯୋହନଲିଖିତ ସୁସମାଚାର 21:11
ଶିମାନେ ପିତର ନେ ୗକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ ବଡ ମାଛ ରେ ପୂର୍ଣ୍ଣ ଥିଲା। ସେଥି ରେ ଟି ମାଛ ଥିଲା। ମାଛଗୁଡିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନଥିଲା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:29
ସହେି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ବାର୍ଥ ଓ ଘୃଣା ରେ ପରିପୂର୍ଣ୍ଣ ଥିଲେ। ସମାନେେ ହତ୍ଯା, ଝଗଡ଼ା, ମିଛ, ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚ଼ିନ୍ତା ରେ ବୁଡ଼ି ରହନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:14
ମାେ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେ ମାନେ ଭଲ ଗୁଣ ରେ ପରିପୂର୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦଇେ ପାରିବ।
ଯାକୁବଙ୍କ ପତ୍ 3:8
କିନ୍ତୁ କୌଣସି ମଣିଷ ଜିହ୍ବାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷୟୁକ୍ତ ଘାତକ ଅଟେ।
ଯାକୁବଙ୍କ ପତ୍ 3:17
କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
ପିତରଙ୍କ ଦିତୀୟ ପତ୍ର 2:14
ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்