ମାଥିଉଲିଖିତ ସୁସମାଚାର 8:2
ସମାନଙ୍କେ ଭିତରୁ ଜଣେ କୁଷ୍ଠ ରୋଗୀ ଆସି ଯୀଶୁଙ୍କ ଆଗ ରେ ଆଣ୍ଠୁ ମାଡି ବସି ପଡି କହିଲା, ପ୍ରଭୁ, ଆପଣ ଚାହିଁଲେ ମାେତେ ଭଲ କରିଦଇେ ପାରିବେ।
ମାଥିଉଲିଖିତ ସୁସମାଚାର 10:8
ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁର୍ନଜୀବିତ କର, କୁଷ୍ଠ ରୋଗ ସୁସ୍ଥ କର, ଭୂତମାନଙ୍କୁ ତଡିଦିଅ। ତୁମ୍ଭେ ବିନା ମୂଲ୍ଯ ରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନା ମୂଲ୍ଯ ରେ ଦାନ କର।
ମାଥିଉଲିଖିତ ସୁସମାଚାର 11:5
ଅନ୍ଧ ତାର ଦୃଷ୍ଟିଶକ୍ତି ଫରେି ପାଆନ୍ତି । େଛାଟାମାନେ ଗ୍ଭଲି ପାରନ୍ତି। କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି। ବଧିର ଶୁଣି ପାରୁଛି। ମଲା ଲୋକ ବଞ୍ଚି ଉଠୁଛି। ଦୀନ-ଦୁଃଖୀ ଲୋକଙ୍କ ପାଇଁ ସୁସମାଚାର ପ୍ରଚାର କରାଯାଉଛି।
ମାଥିଉଲିଖିତ ସୁସମାଚାର 26:6
ଯୀଶୁ ବେଥନୀଯା ରେ ଥିଲେ। ସେ କୁଷ୍ଠ ରୋଗୀ ଶିମାନରେ ଘ ରେ ରହିଥିଲେ।
ମାର୍କଲିଖିତ ସୁସମାଚାର 1:40
ଗୋଟିଏ କୁଷ୍ଠ ରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ଆଣ୍ଠୁମାଡି ପ୍ରାର୍ଥନା କଲା, ତୁମ୍ଭେ ଇଚ୍ଛା କଲେ ମାେତେ ଭଲ କରି ଦଇେ ପାରିବ। ସହେି ଶକ୍ତି ତୁମ୍ଭର ଅଛି।
ମାର୍କଲିଖିତ ସୁସମାଚାର 14:3
ଯୀଶୁ ବେଥନିଆ ରେ କୁଷ୍ଠ ରୋଗୀ ଶିମାନଙ୍କେ ଘ ରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀ ଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ପଟିକ ସିଲଖଡି ପାତ୍ର ରେ ବହୁମୁଲ୍ଯ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି କଟାମାଂସରୁ ତିଆରି ହାଇେଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖାଲିଦେଇେ ସବୁତକ ଅତର ଯୀଶୁଙ୍କ ମୁଣ୍ଡ ରେ ଢାଳି ଦଲୋ।
ଲୂକଲିଖିତ ସୁସମାଚାର 4:27
ଆହୁରି ମଧ୍ଯ ଭବିଷ୍ଯଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇଶ୍ରାୟେଲ ରେ ଅନକେ କୁଷ୍ଠ ରୋଗୀ ଥିଲେ। ତଥାପି ସମାନଙ୍କେ ମଧ୍ଯରୁ, କାହାରିକୁ ଆରୋଗ୍ୟ କରାଯାଇ ନଥିଲା। କବଳେ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ ଇଶ୍ରାୟେଲର ଲୋକ ନଥିଲେ।
ଲୂକଲିଖିତ ସୁସମାଚାର 7:22
ତା'ପରେ ଯୀଶୁ ଯୋହନଙ୍କ ସହେି ଶିଷ୍ଯମାନଙ୍କୁ କହିଲେ, ଯାଅ ଓ ଏଠା ରେ ତୁମ୍ଭେ ଯାହା ସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, େଛାଟମାନେ ଚାଲି ପାରୁଛନ୍ତି, କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି, ବଧି ରେଲାକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣଇେ ଦିଆଯାଉଛି।
ଲୂକଲିଖିତ ସୁସମାଚାର 17:12
ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।
Occurences : 9
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்