ମାଥିଉଲିଖିତ ସୁସମାଚାର 1:16
ଯାକୁବ ଯୋଷଫଙ୍କେ ବାପା।
ମାଥିଉଲିଖିତ ସୁସମାଚାର 1:20
କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।
ମାଥିଉଲିଖିତ ସୁସମାଚାର 1:22
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।
ମାଥିଉଲିଖିତ ସୁସମାଚାର 2:2
ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।
ମାଥିଉଲିଖିତ ସୁସମାଚାର 2:13
ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।
ମାଥିଉଲିଖିତ ସୁସମାଚାର 2:15
ସଠାେରେ ଯୋଷଫେ େ ହରୋଦଙ୍କ ମୃତ୍ଯୁ ପର୍ୟ୍ଯନ୍ତ ରହିଲେ। ପରମେଶ୍ବର ତାହାଙ୍କ ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ବର କହିଥିଲେ, ମୁଁ ମାରେପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।
ମାଥିଉଲିଖିତ ସୁସମାଚାର 2:17
ଏହିଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମୟଙ୍କ ମାଧ୍ଯମ ରେ କୁହାୟାଇଥିବା ପ୍ରଭୁଙ୍କ ବାକ୍ଯ ସଫଳ ହାଲା:
ମାଥିଉଲିଖିତ ସୁସମାଚାର 2:20
ଦୂତ କହିଲେ, ଉଠ, ପିଲାଟିକୁ ଓ ତା ମାଆକୁ ନଇେ ଇସ୍ରାଯାଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦବୋକୁ ଚେଷ୍ଟା କରୁଥିଲେ, ସମାନେେ ଏବେ ମରିଗଲଣେି।
ମାଥିଉଲିଖିତ ସୁସମାଚାର 2:23
ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।
ମାଥିଉଲିଖିତ ସୁସମାଚାର 3:2
ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।
Occurences : 1343
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்