No lexicon data found for Strong's number: 2779

ଲୂକଲିଖିତ ସୁସମାଚାର 13:19
ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ଲୋକ ସେ ଶାରେିଷ ମଞ୍ଜିଟି ତା' ବଗିଚା ରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳ ରେ ବସା ବାନ୍ଧନ୍ତି।

ଯୋହନଲିଖିତ ସୁସମାଚାର 18:1
ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।

ଯୋହନଲିଖିତ ସୁସମାଚାର 18:26
ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।

ଯୋହନଲିଖିତ ସୁସମାଚାର 19:41
ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,

ଯୋହନଲିଖିତ ସୁସମାଚାର 19:41
ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்