ମାଥିଉଲିଖିତ ସୁସମାଚାର 21:21
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ତୁମ୍ଭର ବିଶ୍ବାସ ଥିବ ଓ କୌଣସି ସନ୍ଦହେ ନଥିବ ତବେେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭମାନେେ ମଧ୍ଯ ଠିକ୍ ସହେିପରି କରିପାରିବ। ତୁମ୍ଭମାନେେ ମଧ୍ଯ ଅନକେ ଅଧିକ କାମ କରିପାରିବ। ତୁମ୍ଭମାନେେ ଏ ପର୍ବତକୁ କହିପାରିବ, ' ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ର ରେ ପଡ଼।' ଯଦି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ଏହା ଘଟିବ।
ମାଥିଉଲିଖିତ ସୁସମାଚାର 26:35
ପିତର ଏକଥା ଶୁଣି କହିଲେ, ମୁଁ ବରଂ ଆପଣଙ୍କ ସହିତ ମୃତ୍ଯୁ ବରଣ କରିବି, କିନ୍ତୁ କବେେ ହେଲେ ଆପଣଙ୍କୁ ଚିହ୍ନିନାହିଁ ବୋଲି କହିବିନାହିଁ। ପୁଣି ଅନ୍ୟ ସମସ୍ତ ଶିଷ୍ଯମାନେ ସହେି ଏକା କଥା କହିଲେ।
ମାର୍କଲିଖିତ ସୁସମାଚାର 5:28
ସେ ମନମେନେ ହୁଥିଲା, ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତବେେ ଭଲ ହଇୟିବେି।
ମାର୍କଲିଖିତ ସୁସମାଚାର 6:56
ଯୀଶୁ ସେ ଅଞ୍ଚଳର ନଗର , ଗାଁ ଓ ପୁରପଲ୍ଲୀ ଯେଉଁଆଡେ ଗଲେ, ଲୋକେ ରୋଗୀମାନଙ୍କୁ ସଠାେକାର ହାଟ ବଜାର ରେ ଥୋଇ ଦଇେ ତାହାଙ୍କୁ ଅନୁ ରୋଧ କରୁଥିଲେ, ଯେ ସେ ତାହାଙ୍କ ପିନ୍ଧା ଲୁଗାରୁ ଟିକିଏ ସମାନଙ୍କେୁ ଛୁଇଁ ଦବୋକୁ ସୁ ଯୋଗ ଦିଅନ୍ତୁ। ଯେଉଁମାନେ ତାହାଙ୍କୁ ଛୁଇଁ ପାରିଲେ, ସମାନେେ ସମସ୍ତେ ସୁସ୍ଥ ହାଇଗେଲେ।
ମାର୍କଲିଖିତ ସୁସମାଚାର 16:18
ସମାନେେ ନିଜ ହାତ ରେ ସାପକୁ ଧରିବେ କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ସମାନେେ ବିଷ ମଧ୍ଯ ପିଇ ଦବେେ, କିନ୍ତୁ ସମାନଙ୍କେର କିଛି ହେଲେ କ୍ଷତି ହବେ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହାଇଯେିବେ।
ଲୂକଲିଖିତ ସୁସମାଚାର 13:9
କାଳେ ଆସନ୍ତା ବର୍ଷ ଗଛ ରେ ଫଳ ଆସିପା ରେ। ଯଦି ଆସନ୍ତା ବର୍ଷ ଗଛ ରେ ଫଳ ନ ଆସିବ, ତବେେ ତୁମ୍ଭେ ଏହାକୁ କାଟି ଦଇପୋର।'
ଯୋହନଲିଖିତ ସୁସମାଚାର 8:14
ଯୀଶୁ ଉତ୍ତର ଦେଲେ, ହଁ, ମୁଁ ମାେ ବିଷୟ ରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ବାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡେ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।
ଯୋହନଲିଖିତ ସୁସମାଚାର 10:38
କିନ୍ତୁ ଯଦି ମାରେ ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତବେେ ତୁମ୍ଭେ ମାେ କାର୍ୟ୍ଯଗୁଡିକରେ ବିଶ୍ବାସ ରଖିବା ଉଚିତ। ତୁମ୍ଭେ ମାଠାେ ରେ ବିଶ୍ବାସ ନ କଲେ ମଧ୍ଯ ମାେ କାର୍ୟ୍ଯ ରେ ବିଶ୍ବାସ କରିବା ଉଚିତ। ତବେେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମାଠାେ ରେ ଅଛନ୍ତି ଓ ମୁଁ ତାହାଙ୍କଠା ରେ ଅଛି।
ଯୋହନଲିଖିତ ସୁସମାଚାର 11:25
ଯୀଶୁ ତାକୁ କହିଲେ, ମୁଁ ସହେି ପୁନରୁତ୍ଥାନ ଓ ଜୀବନ, ମାଠାେ ରେ ବିଶ୍ବାସ କରୁଥିବା ଲୋକ ମୃତ୍ଯୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:15
ତେଣୁ ଲୋକମାନେ ରୋଗୀମାନଙ୍କୁ ରାସ୍ତାକୁ ବହେି ଆଣିଲେ, ଯେପରିକି ପିତରଙ୍କ ଛାଇ ୟିବା ଆସିବା ସମୟରେ ରୋଗୀମାନଙ୍କ ଉପରେ ପଡ଼ି ପାରିବ। ଏହାଦ୍ବାରା ସହେି ରୋଗୀମାନେ ସୁସ୍ଥ ହାଇପୋରିବେ।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்