Ruth 1:14
ଏଣୁ ସହେି ସ୍ତ୍ରୀ ଲୋକମାନେ ପକ୍ସ୍ଟଣି ରୋଦନ କଲେ। ଏହାପରେ ଅର୍ପା ତା'ର ଶାଶୂକକ୍ସ୍ଟ ଚକ୍ସ୍ଟମ୍ବନ ଦଲୋ ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।
Ruth 1:14 in Other Translations
King James Version (KJV)
And they lifted up their voice, and wept again: and Orpah kissed her mother in law; but Ruth clave unto her.
American Standard Version (ASV)
And they lifted up their voice, and wept again: and Orpah kissed her mother-in-law, but Ruth clave unto her.
Bible in Basic English (BBE)
Then again they were weeping; and Orpah gave her mother-in-law a kiss, but Ruth would not be parted from her.
Darby English Bible (DBY)
And they lifted up their voice and wept again. And Orpah kissed her mother-in-law, but Ruth clave to her.
Webster's Bible (WBT)
And they lifted up their voice, and wept again. And Orpah kissed her mother-in-law; but Ruth cleaved to her.
World English Bible (WEB)
They lifted up their voice, and wept again: and Orpah kissed her mother-in-law, but Ruth joined with her.
Young's Literal Translation (YLT)
And they lift up their voice, and weep again, and Orpah kisseth her mother-in-law, and Ruth hath cleaved to her.
| And they lifted up | וַתִּשֶּׂ֣נָה | wattiśśenâ | va-tee-SEH-na |
| voice, their | קוֹלָ֔ן | qôlān | koh-LAHN |
| and wept again: | וַתִּבְכֶּ֖ינָה | wattibkênâ | va-teev-KAY-na |
| ע֑וֹד | ʿôd | ode | |
| Orpah and | וַתִּשַּׁ֤ק | wattiššaq | va-tee-SHAHK |
| kissed | עָרְפָּה֙ | ʿorpāh | ore-PA |
| law; in mother her | לַֽחֲמוֹתָ֔הּ | laḥămôtāh | la-huh-moh-TA |
| but Ruth | וְר֖וּת | wĕrût | veh-ROOT |
| clave | דָּ֥בְקָה | dābĕqâ | DA-veh-ka |
| unto her. | בָּֽהּ׃ | bāh | ba |
Cross Reference
ହିତୋପଦେଶ 18:24
ଯେ ଅନକେ ମିତ୍ର କରେ, ସମାନେେ ତାଙ୍କର ବିନାଶର କାରଣ ହାଇପୋରନ୍ତି। ମାତ୍ର ଜଣେ ପ୍ ରମେକାରୀ ଅଛନ୍ତି ଯେ ଭାଇ ଅପେକ୍ଷା ଅଧିକ ଘନିଷ୍ଠ ହାଇେ ରହନ୍ତି।
ହିତୋପଦେଶ 17:17
ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:39
କିନ୍ତୁ ଆମ୍ଭେ ସହେି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ବାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସମାନଙ୍କେ ଭଳି ଅଟୁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:10
ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମାେତେ ଛାଡ଼ି ଚାଲିଗଲେ। ସେ ଥସେଲନୀକୀକୁ ଯାଇଛନ୍ତି। କ୍ ରେସକନ୍େସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:34
କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।
ଯୋହନଲିଖିତ ସୁସମାଚାର 6:66
ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନକେ ଶିଷ୍ଯ ତାହାଙ୍କୁ ଛାଡି ଚାଲିଗଲେ। ସମାନେେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।
ମାର୍କଲିଖିତ ସୁସମାଚାର 10:21
ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।
ମାଥିଉଲିଖିତ ସୁସମାଚାର 19:22
ୟୁବକଟି ଏକଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖ ରେ ରଖିବାକୁ ଚ଼ାହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଚ଼ାଲିଗଲା।
ମାଥିଉଲିଖିତ ସୁସମାଚାର 16:24
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।
ମାଥିଉଲିଖିତ ସୁସମାଚାର 10:37
ଯେଉଁ ଲୋକ ମାେ ଅପେକ୍ଷା ତା ବାପା ମାଆଙ୍କୁ ଅଧ୍କ ଭଲ ପାଏ, ତବେେ ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ। ଯେଉଁ ଲୋକ ମାେ ଅପେକ୍ଷା ତା ପୁଅ ଓ ଝିଅଙ୍କୁ ଅଧିକ ଭଲ ପାଏ, ସେ ମାରେ ଅନୁଗାମୀ ହବୋର ଯୋଗ୍ଯ ନୁହେଁ।
ଯିଖରିୟ 8:23
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ସହେି ଦିନମାନଙ୍କ ରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ଯରୁ ଦଶଜଣ ଲୋକ, ଜଣେ ୟିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, 'ତୁମ୍ଭ ସହିତ ଆମ୍ଭେ ୟିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ବର ତୁମ୍ଭ ମଧିଅରେ ଅଛନ୍ତି।'
ଯିଶାଇୟ 14:1
ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।
ପ୍ରଥମ ରାଜାବଳୀ 19:20
ତହିଁରେ ଇଲୀଶାୟ ବଳଦ ଛାଡି ଏଲିଯଙ୍କ ପେଛ ପେଛ ଦୌଡି କହିଲେ, ମୁଁ ତୁମ୍ଭକୁ ବିନଯ କରୁଛି, ମାେ ପିତା ମାତାଙ୍କୁ ଚୁମ୍ବନ କରିବାକୁ ମାେତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାଯ ନଇେ ତୁମ୍ଭ ପେଛ ପେଛ ୟିବି।
ଦିତୀୟ ବିବରଣ 10:20
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠା ରେ ତୁମ୍ଭେ ଆସକ୍ତ ହବେ। ତାହାଙ୍କ ନାମ ରେ ତୁମ୍ଭେ ଶପଥ କରିବ।
ଦିତୀୟ ବିବରଣ 4:4
କିନ୍ତୁ ତୁମ୍ଭମାନେେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କଠା ରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସହେି ଲୋକମାନେ ଏବେ ବଞ୍ଚିଛନ୍ତି।
ଆଦି ପୁସ୍ତକ 31:55
ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।
ଆଦି ପୁସ୍ତକ 31:28
ତୁମ୍ଭେ ମାରେ ନାତି ଓ କନ୍ଯାଗଣଙ୍କୁ ବିଦାଯ କାଳିନ ଚୁମ୍ବନ କରିବାକୁ ଦଲନୋହିଁ। ଏପରି ତୁମ୍ଭେ ଅଜ୍ଞାନ କର୍ମ କାହିଁକି କଲ!