Romans 8:6 in Oriya

Oriya Oriya Bible Romans Romans 8 Romans 8:6

Romans 8:6
ଯଦି ଜଣେ ଲୋକର ବିଚ୍ଭାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ଆତ୍ମିକ ମୃତ୍ଯୁ ହୁଏ। କିନ୍ତୁ ଯଦି ଜଣକର ବିଚ୍ଭାର ଆତ୍ମା ଦ୍ବାରା ନିୟନ୍ରିତ ହୁଏ, ତା ହେଲେ ସଠାେରେ ଜୀବନ ଓ ଶାନ୍ତି ଅଛି।

Romans 8:5Romans 8Romans 8:7

Romans 8:6 in Other Translations

King James Version (KJV)
For to be carnally minded is death; but to be spiritually minded is life and peace.

American Standard Version (ASV)
For the mind of the flesh is death; but the mind of the Spirit is life and peace:

Bible in Basic English (BBE)
For the mind of the flesh is death, but the mind of the Spirit is life and peace:

Darby English Bible (DBY)
For the mind of the flesh [is] death; but the mind of the Spirit life and peace.

World English Bible (WEB)
For the mind of the flesh is death, but the mind of the Spirit is life and peace;

Young's Literal Translation (YLT)
for the mind of the flesh `is' death, and the mind of the Spirit -- life and peace;


τὸtotoh
For
γὰρgargahr
to
be

φρόνημαphronēmaFROH-nay-ma
carnally
τῆςtēstase
minded
σαρκὸςsarkossahr-KOSE
is
death;
θάνατοςthanatosTHA-na-tose

τὸtotoh
but
δὲdethay
to
be

φρόνημαphronēmaFROH-nay-ma
spiritually
τοῦtoutoo
minded
πνεύματοςpneumatosPNAVE-ma-tose
is
life
ζωὴzōēzoh-A
and
καὶkaikay
peace.
εἰρήνη·eirēnēee-RAY-nay

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:8
ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:13
ଯଦି ତୁମ୍ଭମାନେେ ତୁମ୍ଭ ପାପପୂର୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ଯବହାର କର, ତା ହେଲେ ତୁମ୍ଭମାନେେ ଆତ୍ମିକ ରୂପରେ ମରିୟିବ। କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କୁ ଶରୀର ମାଧ୍ଯମ ରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ଯବହାର କର, ତା' ହେଲେ ତୁମ୍ଭମାନେେ ପ୍ରକୃତ ଜୀବନ ପାଇବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 13:14
ନିଜର ପାପପୂର୍ଣ ସ୍ବାର୍ଥପର ଇଚ୍ଛାକୁ ତୃପ୍ତି କରିବା ରେ ଲାଗି ନ ରହି ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଧାନ କରିବା ଉଚିତ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:21
ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:7
ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:10
ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।

ଯାକୁବଙ୍କ ପତ୍ 1:14
ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:22
ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:11
ଏହି ଆଜ୍ଞାକୁ ବ୍ଯବହାର କରି ପାପ ମାେତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମାେତେ ଆତ୍ମିକ ଭାବରେ ମୃତ କରାଇବା ରେ ପାପ ଏହି ଆଜ୍ଞାକୁ ବ୍ଯବହାର କଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:5
ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:23
ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ଯୋହନଲିଖିତ ସୁସମାଚାର 14:27
ମୁଁ ତୁମ୍ଭକୁ ଶାନ୍ତି ଦଇେ ଯାଉଛି। ଏହି ଶାନ୍ତି ମାେ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନ ରେ ଦୁଃଖ କର ନାହିଁ। ଭୟ ମଧ୍ଯ କର ନାହିଁ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:17
ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:1
ଆମ୍ଭର ବିଶ୍ବାସ ହତେୁ ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ସହିତ ଆମ୍ଭେ ଶାନ୍ତି ରେ ଅଛୁ। ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହର ଅଧୀନ କଲେ।

ଯୋହନଲିଖିତ ସୁସମାଚାର 17:5
ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତି ରେ ମାେତେ ଗୌରବାନ୍ବିତ କର। ଜଗତ ଆରମ୍ଭ ହବୋ ପୂର୍ବରୁ, ମାରେ ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମାେତେ ତୁମ୍ଭ ସହିତ ଗୌରବାନ୍ବିତ କର।

ଯୋହନଲିଖିତ ସୁସମାଚାର 14:6
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।