Romans 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।
Romans 4:20 in Other Translations
King James Version (KJV)
He staggered not at the promise of God through unbelief; but was strong in faith, giving glory to God;
American Standard Version (ASV)
yet, looking unto the promise of God, he wavered not through unbelief, but waxed strong through faith, giving glory to God,
Bible in Basic English (BBE)
Still, he did not give up faith in the undertaking of God, but was made strong by faith, giving glory to God,
Darby English Bible (DBY)
and hesitated not at the promise of God through unbelief; but found strength in faith, giving glory to God;
World English Bible (WEB)
Yet, looking to the promise of God, he didn't waver through unbelief, but grew strong through faith, giving glory to God,
Young's Literal Translation (YLT)
and at the promise of God did not stagger in unbelief, but was strengthened in faith, having given glory to God,
| He staggered | εἰς | eis | ees |
| not | δὲ | de | thay |
| at | τὴν | tēn | tane |
| ἐπαγγελίαν | epangelian | ape-ang-gay-LEE-an | |
| the | τοῦ | tou | too |
| promise | θεοῦ | theou | thay-OO |
| of through | οὐ | ou | oo |
| God | διεκρίθη | diekrithē | thee-ay-KREE-thay |
| τῇ | tē | tay | |
| unbelief; | ἀπιστίᾳ | apistia | ah-pee-STEE-ah |
| but | ἀλλ' | all | al |
| was strong | ἐνεδυναμώθη | enedynamōthē | ane-ay-thyoo-na-MOH-thay |
| in | τῇ | tē | tay |
| faith, | πίστει | pistei | PEE-stee |
| giving | δοὺς | dous | thoos |
| glory | δόξαν | doxan | THOH-ksahn |
| to | τῷ | tō | toh |
| God; | θεῷ | theō | thay-OH |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 12:10
ଅତଏବ ମାେ ଠା ରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କବଳେ ଖ୍ରୀଷ୍ଟଙ୍କ ସକାେଶ ଯେତବେେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦଇେ ଗତି କରେ, ଯେତବେେଳେ ମାରେ କଷ୍ଟ ଥାଏ ବା ଯେତବେେଳେ ମାରେ ସମସ୍ଯା ଥାଏ, ସେତବେେଳେ ମୁଁ ଆନନ୍ଦ କରେ। ଯେତବେେଳେ ମୁଁ ଦୁର୍ବଳ, ସେତବେେଳେ ମୁଁ ପ୍ରକୃତ ରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।
ଯିଖରିୟ 8:9
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ଯ ଏହି ଦିନଗୁଡିକରେ ସହେି ବାକ୍ଯଗୁଡିକ ଭବିଷ୍ଯତ୍ବକ୍ତାମାଙ୍କଠାରୁ ଶୁଣୁଅଛ। ଯେତବେେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହାଇେଥିଲା, ୟାବାପାଇଁ ମନ୍ଦିର ନିର୍ମାଣ ହାଇେ ପାରିଥିଲା।
ଯିରିମିୟ 32:16
ନରେିଯର ପୁତ୍ର ବାରୂକକୁ ସହେି କ୍ରଯପତ୍ର ସମର୍ପି ଦଲୋ ପ ରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।
ଗଣନା ପୁସ୍ତକ 11:13
ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:1
ତୀମଥି, ତୁମ୍ଭେ ମାରେ ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆମ୍ଭକୁ ମିଳିଥିବା ଅନୁଗ୍ରହ ରେ ଶକ୍ତିଶାଳୀ ହୁଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:13
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।
ଲୂକଲିଖିତ ସୁସମାଚାର 1:45
ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।
ଲୂକଲିଖିତ ସୁସମାଚାର 1:18
ଜିଖରିୟ ସ୍ବର୍ଗଦୂତଙ୍କୁ କହିଲେ, ତୁମ୍ଭେ ଯାହା କହୁଛ, ତାହା ସତ୍ଯ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢା ଲୋକ ଓ ମାରେ ପତ୍ନୀ ମଧ୍ଯ ବୁଢୀ ହାଇଗେଲଣେି।
ଯିଖରିୟ 8:13
ହେ ଯିହୁଦା ଓ ଇଶ୍ରାୟେଲ, ଠିକ୍ ଯେପରି ତୁମ୍ଭମାନେେ ଦେଶ ମଧିଅରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।
ହଗୟ 2:4
କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, 'ୟିରୁଦ୍ଦାବିଲର ସାହସ ଜଗାଅ' ୟିହୋଷାଦକଙ୍କ ପୁତ୍ର ଯିହାଶୂେୟ, ତୁମ୍ଭେ ଜଣେ ମହାୟାଜକ 'ସାହସ ଜଗାଅ' ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ। ସଦାପ୍ରଭୁ କୁହନ୍ତି, 'ଏହି କାର୍ୟ୍ଯ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।
ଦାନିଏଲ 11:32
' ସେ ଅବିଶ୍ବସ୍ତ ୟିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ୟିହୁଦୀମାନେ ଆପଣା ପରମେଶ୍ବରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସମାନେେ ମହତ୍କର୍ମ କରିବେ।
ଦାନିଏଲ 10:19
ପୁଣି ସେ କହିଲେ, ' ହେ ଦାନିୟେଲ, ପରମେଶ୍ବର ତୁମ୍ଭକୁ ଅତ୍ଯଧିକ ପ୍ ରମେ କରନ୍ତି, ତୁମ୍ଭେ ଭୟ କରନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।'
ଯିଶାଇୟ 35:4
ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।
ଯିଶାଇୟ 7:9
ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।
ଦିତୀୟ ବଂଶାବଳୀ 20:15
ୟିଯଯଲେ କହିଲେ, ରାଜା ଯିହାଶାଫେଟ୍, ଯିହୁଦା ଏବଂ ୟିରୁଶାଲମର ସମସ୍ତ ଲୋକ ମାେ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି : ଏହି ବୃହତ୍ ସୈନ୍ଯଦଳ ବିଷଯ ରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ୟୁଦ୍ଧ ତୁମ୍ଭର ୟୁଦ୍ଧ ନୁହେଁ, ଏହା ପରମେଶ୍ବରଙ୍କର ୟୁଦ୍ଧ ଅଟେ।
ଦିତୀୟ ରାଜାବଳୀ 7:19
ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।
ଦିତୀୟ ରାଜାବଳୀ 7:2
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:10
ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁ ହେ, ପ୍ରଭୁଙ୍କଠା ରେ ଓ ତାହାଙ୍କର ମହାନ ଶକ୍ତି ରେ ବଳବାନ ହୁଅ।
ମାଥିଉଲିଖିତ ସୁସମାଚାର 9:8
ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।