Romans 1:3 in Oriya

Oriya Oriya Bible Romans Romans 1 Romans 1:3

Romans 1:3
ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।

Romans 1:2Romans 1Romans 1:4

Romans 1:3 in Other Translations

King James Version (KJV)
Concerning his Son Jesus Christ our Lord, which was made of the seed of David according to the flesh;

American Standard Version (ASV)
concerning his Son, who was born of the seed of David according to the flesh,

Bible in Basic English (BBE)
About his Son who, in the flesh, came from the family of David,

Darby English Bible (DBY)
concerning his Son (come of David's seed according to flesh,

World English Bible (WEB)
concerning his Son, who was born of the seed of David according to the flesh,

Young's Literal Translation (YLT)
concerning His Son, (who is come of the seed of David according to the flesh,

Christ
περὶperipay-REE
Lord,
τοῦtoutoo

υἱοῦhuiouyoo-OO
our
αὐτοῦautouaf-TOO
Jesus
τοῦtoutoo
Concerning
his
γενομένουgenomenougay-noh-MAY-noo

ἐκekake
Son
which
σπέρματοςspermatosSPARE-ma-tose
made
was
Δαβὶδdabidtha-VEETH
of
the
κατὰkataka-TA
seed
David
σάρκαsarkaSAHR-ka

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:4
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।

ମାଥିଉଲିଖିତ ସୁସମାଚାର 1:1
ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଯୋହନଲିଖିତ ସୁସମାଚାର 1:14
ସହେି ବାକ୍ଯ ମନୁଷ୍ଯ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସହେି ବାକ୍ଯ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ।

ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଲୂକଲିଖିତ ସୁସମାଚାର 1:31
ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।

ଲୂକଲିଖିତ ସୁସମାଚାର 1:35
ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।

ଯୋହନଲିଖିତ ସୁସମାଚାର 1:49
ତା'ପରେ ନିଥନିଯଲେ ଯୀଶୁଙ୍କୁ କହିଲେ, ହେ ଗୁରୁ, ଆପଣ ପରମେଶ୍ବରଙ୍କ ପୁତ୍ର। ଆପଣ ଇଶ୍ରାୟେଲର ରାଜା।

ଯୋହନଲିଖିତ ସୁସମାଚାର 10:30
ପରମପିତା ଓ ମୁଁ ଏକ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:5
ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:10
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

ଯୋହନଙ୍କ ପ୍ରଥମ ପତ୍ର 4:9
ଏହିପରି ଭାବରେ ପରମେଶ୍ବର ଆମ୍ଭକୁ ତାହାଙ୍କ ପ୍ ରମେ ଦଖାଇେଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ଯମ ରେ ଜୀବନ ପାଇପାରିବା।

ଆଦି ପୁସ୍ତକ 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

ଗୀତସଂହିତା 2:7
ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସହେି ନିଯମ ଘୋଷଣା କରୁଛି। ସଦାପ୍ରଭୁ ମାେତେ କହିଲେ, ଆଜିଠାରୁ ମୁଁ ତୁମ୍ଭର ପିତା ହେଲ ଓ ତୁମ୍ଭେ ମାରେ ପୁତ୍ର ହେଲ।

ଗୀତସଂହିତା 89:36
ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ରହିବ।

ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ମାଥିଉଲିଖିତ ସୁସମାଚାର 1:20
କିନ୍ତୁ ଯୋଷଫେ ଯେତବେେଳେ ଏକଥା ଭାବୁଥିଲେ, ସେତବେେଳେ ସ୍ବପ୍ନ ରେ ଦର୍ଶନ ପାଇଲେ ପ୍ରଭୁଙ୍କର ଜଣେ ଦୂତ ତାହାଙ୍କ ପାଖକୁ ଆସି କହିଲେ, ହେ ଦାଉଦଙ୍କ ସନ୍ତାନ ଯୋଷଫେ ତୁମ୍ଭେ ମରିୟମଙ୍କୁ ଆପଣା ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଭୟ କରନାହିଁ। କାରଣ ତାହାଙ୍କ ଗର୍ଭ ରେ ଥିବା ଶିଶୁଟି ପବିତ୍ର ଆତ୍ମାଙ୍କର।

ଯୋହନଲିଖିତ ସୁସମାଚାର 20:28
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:8
ଯୀଶୁଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ298 ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ଯୁପରେ ପୁନଃ ଜୀବିତ ହାଇେଉଠିଲେ।

ଯୋହନଙ୍କ ପ୍ରଥମ ପତ୍ର 1:3
ବର୍ତ୍ତମାନ ତୁମ୍ଭମାନଙ୍କୁ ସହେି ସମ୍ବନ୍ଧ ରେ କହିବୁ ଯାହା ଆମ୍ଭମାନେେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ବାରା ତୁମ୍ଭମାନେେ ଆମ୍ଭର ସହଭାଗୀ ହାଇପୋରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ଯ ସହଭାଗୀ।

ଯୋହନଙ୍କ ପ୍ରଥମ ପତ୍ର 3:8
ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ବଂସ କରିବା ପାଇଁ ପରମେଶ୍ବରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 3:23
ପରମେଶ୍ବରଙ୍କର ଏହା ଆଦେଶ : ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଆମ୍ଭମାନେେ ବିଶ୍ବାସ କରିବା ଓ ପରସ୍ପରକୁ ଭଲ ପାଇବା।

ଯୋହନଙ୍କ ପ୍ରଥମ ପତ୍ର 4:2
ଏହି ପ୍ରକା ରେ ତୁମ୍ଭମାନେେ ପରମେଶ୍ବରଙ୍କର ଆତ୍ମାକୁ ଚିହ୍ନିପାରିବ : ଏକ ଆତ୍ମା କହିବ ଯେ, ମୁଁ ବିଶ୍ବାସ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ସେ ଏ ଜଗତକୁ ମନୁଷ୍ଯ ରୂପ ଧାରଣ କରି ଆସିଥିଲେ, ସହେି ଆତ୍ମା ପରମେଶ୍ବରଙ୍କଠାରୁ ଆଗତ।

ଯୋହନଙ୍କ ପ୍ରଥମ ପତ୍ର 4:15
ଯଦି କହେି ବିଶ୍ବାସ କରେ ଯେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି, ତବେେ ପରମେଶ୍ବର ତାଠା ରେ ରହନ୍ତି ଓ ସେ ମଧ୍ଯ ପରମେଶ୍ବରଙ୍କଠା ରେ ରହେ।

ଯୋହନଙ୍କ ପ୍ରଥମ ପତ୍ର 5:1
ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ପରମେଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ ରମେ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ ରମେ କରେ।

ଯୋହନଙ୍କ ପ୍ରଥମ ପତ୍ର 5:5
ଆମ୍ଭର ବିଶ୍ବାସ ଦ୍ବାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ବାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ବାସ କରେ ଯେ ଯୀଶୁ ପରମେଶ୍ବରଙ୍କ ପୁତ୍ର, ସେ ଜଗତ ରେ ବିଜଯୀ ହୁଏ।

ଯୋହନଙ୍କ ପ୍ରଥମ ପତ୍ର 5:10
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।

ଯୋହନଙ୍କ ଦିତୀୟ ପତ୍ 1:7
ଏ ଜଗତ ରେ ବର୍ତ୍ତମାନ ଅନକେ ଭଣ୍ଡ ଶିକ୍ଷକ ବାହାରିଲଣେି। ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଛନ୍ତି, ଏହା ସମାନେେ ଅସ୍ବୀକାର କରନ୍ତି। ଏହି ସତ୍ଯକୁ ଅସ୍ବୀକାର କରୁଥିବା ପ୍ରେତ୍ୟକକ ବ୍ଯକ୍ତି ଜଣେ ଜଣେ ଭଣ୍ଡ ଶିକ୍ଷକ ଓ ଖ୍ରୀଷ୍ଟଙ୍କର ଶତ୍ରୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:18
ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :

ମାଥିଉଲିଖିତ ସୁସମାଚାର 9:27
ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ, ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:16
ଏଥି ରେ ସନ୍ଦହେ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ଯ ଏହା ଯେ,

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:13
ଅନ୍ଧକାରର ଶକ୍ତିରୁ ପରମେଶ୍ବର ଆମ୍ଭକୁ ସ୍ବାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ଯ ମଧ୍ଯକୁ ଆଣିଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:9
ପରମେଶ୍ବର ବିଶ୍ବସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନ ରେ ସହଭାଗୀ ହବୋପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।

ଲୂକଲିଖିତ ସୁସମାଚାର 2:4
ୟୋ ସଫେ ଦାଉଦଙ୍କ ବଂଶର ହାଇେଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ୟିହୂଦା ପ୍ରଦେଶର ବେଥ୍ଲହେିମକୁ ଗଲେ। ବେଥ୍ଲହେିମ ନଗର ଦାଉଦଙ୍କ ନଗର ନାମ ରେ ପରିଚିତ ଥିଲା।

ଲୂକଲିଖିତ ସୁସମାଚାର 1:69
ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସବେକ ଦାଉଦଙ୍କ ପରିବାରରୁ ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦଇେଛନ୍ତି।

ମାଥିଉଲିଖିତ ସୁସମାଚାର 27:43
ସେ ପରମେଶ୍ବରଙ୍କଠା ରେ ବିଶ୍ବାସ କରୁଥିଲେ। ଯଦି ପ୍ରକୃତ ରେ ପରମେଶ୍ବର ତାହାଙ୍କୁ ଚାହୁଁଥାଆନ୍ତି, ତବେେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, 'ମୁଁ ପରମେଶ୍ବରଙ୍କ ପୁତ୍ର।'

ମାଥିଉଲିଖିତ ସୁସମାଚାର 26:63
ଯୀଶୁ କିନ୍ତୁ ଚୁପ୍ ରହିଲେ।

ମାଥିଉଲିଖିତ ସୁସମାଚାର 22:42
ଯୀଶୁ କହିଲେ, ଖ୍ରୀଷ୍ଟଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମନେ କରୁଛ? ସେ କାହାର ପୁଅ?

ମାଥିଉଲିଖିତ ସୁସମାଚାର 15:22
ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା, ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି।

ମାଥିଉଲିଖିତ ସୁସମାଚାର 12:23
ଜମା ହାଇେଥିବା ଲୋକେ ଏହା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ, ସମାନେେ କୁହାକୁହି ହେଲେ, ଆମ୍ଭ ପାଖକୁ ପରମେଶ୍ବର ଯାହାଙ୍କୁ ପଠାଇବେ ବୋଲି ପ୍ରତିଜ୍ଞା କରିଥିଲେ, ଏ ହୁଏତ ସହେି ଦାଉଦଙ୍କ ପୁତ୍ର ଅଟନ୍ତି?

ମାଥିଉଲିଖିତ ସୁସମାଚାର 3:17
ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।

ମାଥିଉଲିଖିତ ସୁସମାଚାର 1:16
ଯାକୁବ ଯୋଷଫଙ୍କେ ବାପା।

ମାଥିଉଲିଖିତ ସୁସମାଚାର 1:6
ଓବଦେ ୟିଶୟଙ୍କ ବାପା।

ଆମୋଷ 9:11
ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।

ଯିରିମିୟ 33:26
ତାହା ହେଲେ ଆମ୍ଭେ ଯାକୁବର ବଂଶଧର ଏବଂ ଆମ୍ଭର ସବେକ ଦାଉଦର ବଂଶଧରଗଣଙ୍କୁ ଅବ୍ରାହାମ, ଇସହାକ୍ ଓ ଯାକୁବର ବଂଶଧରଗଣ ଉପ ରେ ଶାସକରୂପେ ମନୋନୀତ କରିବାକୁ ପ୍ରତ୍ଯାଖାନ କରିବା କି ? ଏହା ହବେ ନାହିଁ, କାରଣ ଆମ୍ଭେ ସମାନଙ୍କେର ପୂର୍ବ ଅବସ୍ଥା ସ୍ଥାପନ କରିବା ଓ ସମାନଙ୍କେ ଉପ ରେ କୃପା କରିବା।

ଯିରିମିୟ 33:15
ସହେି ସମୟରେ ଆମ୍ଭେ ଦାଉଦ ବଂଶ ରେ ଧର୍ମସ୍ବରୂପ ଏକ 'ଶାଖା' ଉତ୍ପନ୍ନ କରାଇବା। ସହେି 'ଶାଖା' ସେ ଦେଶ ରେ ନ୍ଯାଯ ଓ ଧାର୍ମିକତା ବିଚାର ପ୍ରତିଷ୍ଠା କରିବେ।

ଯୋହନଲିଖିତ ସୁସମାଚାର 1:34
ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'

ଯୋହନଲିଖିତ ସୁସମାଚାର 3:16
ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:29
ପରମେଶ୍ବର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ବର ନିର୍ଣୟ କରିଥିଲେ ଯେ ସହେି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା ହେଲେ ଯୀଶୁ ଅନକେ ଭାଇ ଭଉଣୀ ମାନଙ୍କ ଭିତ ରେ ପ୍ରଥମଜାତ ବୋଲି ଧରା ହବେେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:2
ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:9
ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:22
ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 9:20
ତା'ପରେ ଶାଉଲ ସିଧା ଯିହୂଦୀ ସମାଜଗୃହମାନଙ୍କ ରେ ପହଞ୍ଚି ସଠାେରେ ଯୀଶୁଙ୍କ ବିଷୟ ରେ ପ୍ରଚ଼ାର କଲେ। ସେ ଲୋକମାନଙ୍କୁ କହିବାକୁ ଲାଗିଲେ, ଯୀଶୁ ପରମେଶ୍ବରଙ୍କର ପୁତ୍ର ଅଟନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:36
ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:13
ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

ଯୋହନଲିଖିତ ସୁସମାଚାର 20:31
କିନ୍ତୁ ଏହି ପୁସ୍ତକରେ ଏହି ସବୁ ଲଖାେ ହାଇେଛି ଯେପରି ତୁମ୍ଭେ ବିଶ୍ବାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ବରଙ୍କର ପୁତ୍ର ଅଟନ୍ତି ଓ ବିଶ୍ବାସ କରି, ତୁମ୍ଭମାନେେ ତାହାଙ୍କ ନାମ ଦ୍ବାରା ଜୀବନ ପ୍ରାପ୍ତ ହବେ, ଏଥିନିମନ୍ତେ ଏ ସମସ୍ତ ଲଖାଯାେଇଛି।

ଯୋହନଲିଖିତ ସୁସମାଚାର 10:36
ତବେେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛି। କାରଣ ମୁଁ କହିଛି, 'ମୁଁ ପରମେଶ୍ବରଙ୍କର ପୁତ୍ର।' ମାେତେ ପରମେଶ୍ବର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।'

ଯୋହନଲିଖିତ ସୁସମାଚାର 7:42
ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।

ଯୋହନଲିଖିତ ସୁସମାଚାର 5:25
ମୁଁ ତୁମ୍ଭକୁ ସତ୍ଯ କହୁଛି, ଗୋଟିଏ ଗୁରୁତ୍ବପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି ା ପାପ ଦ୍ବାରା ମୃତ ଲୋକମାନେ ଈଶ୍ବରଙ୍କ ପୁତ୍ରଙ୍କର ସ୍ବର ଶୁଣିବେ। ପୁତ୍ରଙ୍କର ସ୍ବର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।

ଯୋହନଲିଖିତ ସୁସମାଚାର 3:35
ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।

ଦିତୀୟ ଶାମୁୟେଲ 7:12
ଯେତବେେଳେ ତୁମ୍ଭେ ମୃତକ୍ସ୍ଟ୍ଯବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧିଅରେ କବର ଦିଆୟିବ। ତା'ପରେ ମୁ ତୁମ୍ଭର ଔରଷରକ୍ସ୍ଟ ରାଜା କରିବି ଏବଂ ତାଙ୍କର ରାଜ୍ଯ ସ୍ଥାପନ କରିବି।