Revelation 12:2 in Oriya

Oriya Oriya Bible Revelation Revelation 12 Revelation 12:2

Revelation 12:2
ସହେି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବଦନୋ ରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହାଇଯୋଇଥିଲା।

Revelation 12:1Revelation 12Revelation 12:3

Revelation 12:2 in Other Translations

King James Version (KJV)
And she being with child cried, travailing in birth, and pained to be delivered.

American Standard Version (ASV)
and she was with child; and she crieth out, travailing in birth, and in pain to be delivered.

Bible in Basic English (BBE)
And she was with child; and she gave a cry, in the pains of childbirth.

Darby English Bible (DBY)
and being with child she cried, [being] in travail, and in pain to bring forth.

World English Bible (WEB)
She was with child. She cried out in pain, laboring to give birth.

Young's Literal Translation (YLT)
and being with child she doth cry out, travailing and pained to bring forth.

And
καὶkaikay
she
being
ἐνenane
with
γαστρὶgastriga-STREE
child
ἔχουσαechousaA-hoo-sa
cried,
κράζειkrazeiKRA-zee
birth,
in
travailing
ὠδίνουσαōdinousaoh-THEE-noo-sa
and
καὶkaikay
pained
βασανιζομένηbasanizomenēva-sa-nee-zoh-MAY-nay
to
be
delivered.
τεκεῖνtekeintay-KEEN

Cross Reference

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:19
ମାେ ପ୍ରିୟ ସନ୍ତାନଗଣ ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:4
ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ଯରୁ ଏକତୃତୀଯାଂଶ ତାରାକୁ ଟାଣିଆଣି ପୃଥିବୀ ରେ ନିକ୍ଷପେ କଲା। ସହେି ସାପ, ପ୍ରସବ କରିବାକୁ ଯାଇଥିବା ସହେି ନାରୀଙ୍କ ସାମନା ରେ ଠିଆ ହାଇେ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହବୋ ମାତ୍ ରେ ତାହାକୁ ଖାଇବା ଉଦ୍ଦେଶ୍ଯ ରେ ସେ ପ୍ରସ୍ତୁତ ହାଇଗେଲା।

ଯିଶାଇୟ 53:11
ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିଶାଇୟ 66:7
କୌଣସି ରମଣୀ ଗର୍ଭବଦନୋ ପାଇଲା ପ ରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବଦନୋ ପୂର୍ବେ ସେ ପ୍ରସବ କଲା।

ଯୋହନଲିଖିତ ସୁସମାଚାର 16:21
ଯେତବେେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ୟନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦବୋର ସମୟ ଆସିଯାଇଥାଏ। କିନ୍ତୁ ତାର ସନ୍ତାନ ଜନ୍ମ ହବୋ ପରେ ସେ କଷ୍ଟ ଭୁଲିଯାଏ। ଜଗତ ରେ ସନ୍ତାନଟିଏ ଜନ୍ମ ହଇେଥିବା କାରଣରୁ ସେ ଏବେ ଖୁସି ଅନୁଭବ କରେ।

ଯିଶାଇୟ 54:1
ହେ ବନ୍ଧ୍ଯା, ଅପ୍ରସୂତି ନାରୀ ! ତୁମ୍ଭେ ଗାନ କର। ହେ ଗର୍ଭବଦନୋରହିତ ନାରୀ ! ତୁମ୍ଭେ ଉଚ୍ଚସ୍ବର ରେ ଗାନକରି ଆନନ୍ଦଧ୍ବନି କର। କାରଣ ସଦାପ୍ରଭୁ କୁହନ୍ତି, ବିବାହିତା ଭାର୍ୟ୍ଯାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।

ମୀଖା 5:3
ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ଯାଗ କରିବେ, ଯେପର୍ୟ୍ଯନ୍ତ ସ୍ତ୍ରୀ ଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପ ରେ ଅବଶିଷ୍ଟ ଭାତୃଗଣ ଇଶ୍ରାୟେଲର ଲୋକଙ୍କ ନିକଟକୁ ଫରେି ଆସିବେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:27
ଶାସ୍ତ୍ର କୁ ହେ :