Psalm 90:16 in Oriya

Oriya Oriya Bible Psalm Psalm 90 Psalm 90:16

Psalm 90:16
ତୁମ୍ଭେ କରିପାରୁଥିବା ଆଶ୍ଚର୍ୟ୍ଯ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସମାନଙ୍କେ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦଖାେଅ।

Psalm 90:15Psalm 90Psalm 90:17

Psalm 90:16 in Other Translations

King James Version (KJV)
Let thy work appear unto thy servants, and thy glory unto their children.

American Standard Version (ASV)
Let thy work appear unto thy servants, And thy glory upon their children.

Bible in Basic English (BBE)
Make your work clear to your servants, and your glory to their children.

Darby English Bible (DBY)
Let thy work appear unto thy servants, and thy majesty unto their sons.

Webster's Bible (WBT)
Let thy work appear to thy servants, and thy glory to their children.

World English Bible (WEB)
Let your work appear to your servants; Your glory to their children.

Young's Literal Translation (YLT)
Let Thy work appear unto Thy servants, And Thine honour on their sons.

Let
thy
work
יֵרָאֶ֣הyērāʾeyay-ra-EH
appear
אֶלʾelel
unto
עֲבָדֶ֣יךָʿăbādêkāuh-va-DAY-ha
servants,
thy
פָעֳלֶ֑ךָpāʿŏlekāfa-oh-LEH-ha
and
thy
glory
וַ֝הֲדָרְךָ֗wahădorkāVA-huh-dore-HA
unto
עַלʿalal
their
children.
בְּנֵיהֶֽם׃bĕnêhembeh-nay-HEM

Cross Reference

ହବକକୂକ 3:2
ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।

ଗୀତସଂହିତା 44:1
ହେ ପରମେଶ୍ବର, ଆମ୍ଭେ ତୁମ୍ଭ ବିଷଯରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୁର୍ବରେ ତୁମ୍ଭେ ୟାହାସବୁ କରିଥିଲ ତାହା ଆମ୍ଭମାନେେ ଶୁଣିଅଛୁ। ସମାନେେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।

ଗୀତସଂହିତା 92:4
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମାେତେ ଆନନ୍ଦିତ କରିଅଛି। ମୁଁ ତୁମ୍ଭ ହସ୍ତକୃତ କର୍ମର ୟଶଗାନ କରୁଛି।

ଗୀତସଂହିତା 77:12
ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।

ଯିହୋଶୂୟ 23:14
ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।

ଯିହୋଶୂୟ 4:22
ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, 'ଏହି ଶିଳାଖଣ୍ତଗକ୍ସ୍ଟଡିକ ଅତୀତର ସ୍ମୃତି, କିପରି ଇଶ୍ରାୟେଲର ଲୋକମାନେ ଶକ୍ସ୍ଟଖିଲା ଭୂମିରେ ୟର୍ଦ୍ଦନ ନଦୀ ପାର ହାଇେଥିଲେ।

ଦିତୀୟ ବିବରଣ 32:4
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

ଦିତୀୟ ବିବରଣ 1:39
ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।

ଗଣନା ପୁସ୍ତକ 14:30
ତୁମ୍ଭମାନଙ୍କ ମଧ୍ଯରୁ କହେି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦବୋକୁ ପ୍ରତିଜ୍ଞା କରିଥିଲୁ, ସଠାେରେ ପ୍ରବେଶ କରିପାରିବ ନାହିଁ। କବଳେ ୟିଫୁନ୍ନିର ପୁତ୍ର କାଲବେ ଓ ନୂନର ପୁତ୍ର ୟିହୋଶୂଯ ସେ ଦେଶ ରେ ପ୍ରବେଶ କରିବେ।

ଗଣନା ପୁସ୍ତକ 14:15
ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,