Psalm 73:17
ଶଷେରେ, ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଗଲି ଓ ସମାନଙ୍କେ ପ୍ରତି କ'ଣ ଘଟିବ ବୁଝି ପାରିଲି।
Psalm 73:17 in Other Translations
King James Version (KJV)
Until I went into the sanctuary of God; then understood I their end.
American Standard Version (ASV)
Until I went into the sanctuary of God, And considered their latter end.
Bible in Basic English (BBE)
Till I went into God's holy place, and saw the end of the evil-doers.
Darby English Bible (DBY)
Until I went into the sanctuaries of ùGod; [then] understood I their end.
Webster's Bible (WBT)
Until I went into the sanctuary of God; then I understood their end.
World English Bible (WEB)
Until I entered God's sanctuary, And considered their latter end.
Young's Literal Translation (YLT)
Till I come in to the sanctuaries of God, I attend to their latter end.
| Until | עַד | ʿad | ad |
| I went | אָ֭בוֹא | ʾābôʾ | AH-voh |
| into | אֶל | ʾel | el |
| the sanctuary | מִקְדְּשֵׁי | miqdĕšê | meek-deh-SHAY |
| God; of | אֵ֑ל | ʾēl | ale |
| then understood | אָ֝בִ֗ינָה | ʾābînâ | AH-VEE-na |
| I their end. | לְאַחֲרִיתָֽם׃ | lĕʾaḥărîtām | leh-ah-huh-ree-TAHM |
Cross Reference
ଗୀତସଂହିତା 77:13
ହେ ପରମେଶ୍ବର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କହେି ପରମେଶ୍ବର ନାହାନ୍ତି।
ଗୀତସଂହିତା 27:4
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।
ଲୂକଲିଖିତ ସୁସମାଚାର 16:22
ପରେ ଲାଜାର ମରିଗଲା। ସ୍ବର୍ଗଦୂତମାନେ ତାହାକୁ ନଇଯାେଇ ଅବ୍ରହାମଙ୍କ କୋଳ ରେ ରଖିଲେ। ଧନୀ ଲୋକ ଜଣକ ମଧ୍ଯ ମରିଗଲା ଓ ତାହାକୁ କବର ଦିଆଗଲା।
ଲୂକଲିଖିତ ସୁସମାଚାର 12:20
କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'
ଯିରିମିୟ 5:31
ଭବିଷ୍ଯଦବକ୍ତାମାନେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ସମାନଙ୍କେ ନିର୍ଦ୍ଦଶାେନୁସା ରେ ଯାଜକମାନେ କାର୍ୟ୍ଯ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହବୋକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶଷେ ରେ ଦଣ୍ଡ ସମୟରେ କ'ଣ କରିବେ ?
ଉପଦେଶକ 8:12
ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
ଗୀତସଂହିତା 119:130
ତୁମ୍ଭର କଥାର ବିସ୍ତାରତା ମସ୍ତକର ଆ ଲୋକ ପ୍ରଦାନ କରେ। ଏପରି ଏହା ମୂର୍ଖ ଲୋକମାନଙ୍କୁ ମଧ୍ଯ ବୁଦ୍ଧିମାନ କରେ।
ଗୀତସଂହିତା 119:24
ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।
ଗୀତସଂହିତା 63:2
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ଗୀତସଂହିତା 37:37
ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।
ଆୟୁବ ପୁସ୍ତକ 27:8
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।