Psalm 66:13
ତଣେୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହାମବେଳି ନଇେ ଆସିବି। ଯେତବେେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାୟ୍ଯ ପାଇଁ ଅନୁ ରୋଧ କରିଥିଲି।
Psalm 66:13 in Other Translations
King James Version (KJV)
I will go into thy house with burnt offerings: I will pay thee my vows,
American Standard Version (ASV)
I will come into thy house with burnt-offerings; I will pay thee my vows,
Bible in Basic English (BBE)
I will come into your house with burned offerings, I will make payment of my debt to you,
Darby English Bible (DBY)
I will go into thy house with burnt-offerings; I will perform my vows to thee,
Webster's Bible (WBT)
I will go into thy house with burnt-offerings: I will pay thee my vows,
World English Bible (WEB)
I will come into your temple with burnt offerings. I will pay my vows to you,
Young's Literal Translation (YLT)
I enter Thy house with burnt-offerings, I complete to Thee my vows,
| I will go | אָב֣וֹא | ʾābôʾ | ah-VOH |
| into thy house | בֵיתְךָ֣ | bêtĕkā | vay-teh-HA |
| offerings: burnt with | בְעוֹל֑וֹת | bĕʿôlôt | veh-oh-LOTE |
| I will pay | אֲשַׁלֵּ֖ם | ʾăšallēm | uh-sha-LAME |
| thee my vows, | לְךָ֣ | lĕkā | leh-HA |
| נְדָרָֽי׃ | nĕdārāy | neh-da-RAI |
Cross Reference
ଉପଦେଶକ 5:4
ତୁମ୍ଭେ ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କଲେ ତାହା ପରିଶାଧେ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠା ରେ ତାଙ୍କର ସନ୍ତାଷେ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶାଧେ କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:15
ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।
ନାହୂମ 1:15
ହେ ଯିହୁଦା ଗ୍ଭହଁ! ପର୍ବତ ଆଡକୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ୟୁହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସହେି ମନ୍ଦ ଲୋକ ଆଉ ଆସିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରିପାରିବେ ନାହିଁ। କାହିଁକି ସମାନେେ ଆକ୍ରମଣ କରିପାରିବେ ନାହିଁ? କାରଣ ସହେି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ପାଇଛନ୍ତି।
ଯୂନସ 2:9
ପରିତ୍ରାଣ କବଳେ ସଦାପ୍ରଭୁଙ୍କ ନିକଟରୁ ଆ ସେ। ହେ ସଦାପ୍ରଭୁ, ମୁଁ ବଳିଦାନ ଦବୋକୁ ପ୍ରସ୍ତୁତ ଏବଂ ମୁଁ ତୁମ୍ଭକୁ ପ୍ରଶଂସା ଓ ଧନ୍ଯବାଦ ଜଣାଇବି। ମୁଁ କରିଥିବା ସମସ୍ତ ଶପଥ ରକ୍ଷା କରିବି।
ଗୀତସଂହିତା 118:27
ସଦାପ୍ରଭୁ ପରମେଶ୍ବର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ୟଜ୍ଞବଦେୀର ଶିଙ୍ଗରେ ରଜ୍ଜୁଦ୍ବାରା ମଷେକୁ ବାନ୍ଧ।
ଗୀତସଂହିତା 118:19
ହେ ପରମେଶ୍ବର ମାେ ପାଇଁ ସତ୍ଯତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
ଗୀତସଂହିତା 116:17
ମୁଁ ତୁମ୍ଭକୁ ଏକ ଧନ୍ଯବାଦାର୍ଥକ ବଳି ଦବେି। ମୁଁ ସଦାପ୍ରଭୁଙ୍କର ନାମକୁ ଡ଼ାକିବି।
ଗୀତସଂହିତା 116:14
ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
ଗୀତସଂହିତା 100:4
ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ଗୀତସଂହିତା 56:12
ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।
ଗୀତସଂହିତା 51:18
ହେ ପରମେଶ୍ବର ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର। ତୁମ୍ଭେ ୟିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
ଗୀତସଂହିତା 22:25
ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜଯଗାନ କଲି ତାହା ତୁମ୍ଭ ପ୍ରରଣୋର ଫଳ। ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମାରେ ନବୈେଦ୍ଯ ତାଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କରିବି ୟାହା ମୁଁ ପ୍ରତିଜ୍ଞା କରିଛି।
ଦିତୀୟ ବିବରଣ 12:11
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।