Psalm 64:6
କହେି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ। କିଏ ଦୋଷକୁ ଅନୁସନ୍ଧାନ କରିବ ? ଆମ୍ଭମାନଙ୍କର ସଂପୂର୍ଣ୍ଣ ଯୋଜନା ଅଛି। ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
Psalm 64:6 in Other Translations
King James Version (KJV)
They search out iniquities; they accomplish a diligent search: both the inward thought of every one of them, and the heart, is deep.
American Standard Version (ASV)
They search out iniquities; We have accomplished, `say they', a diligent search: And the inward thought and the heart of every one is deep.
Bible in Basic English (BBE)
Or make discovery of our secret purpose? The design is framed with care; and the inner thought of a man, and his heart, is deep.
Darby English Bible (DBY)
They devise iniquities: We have it ready, the plan is diligently sought out. And each one's inward [thought] and heart is deep.
Webster's Bible (WBT)
They encourage themselves in an evil matter: they commune of laying snares privily; they say, Who will see them?
World English Bible (WEB)
They plot injustice, saying, "We have made a perfect plan!" Surely man's mind and heart are cunning.
Young's Literal Translation (YLT)
They search out perverse things, `We perfected a searching search,' And the inward part of man, and the heart `are' deep.
| They search out | יַֽחְפְּֽשׂוּ | yaḥpĕśû | YAHK-PEH-soo |
| iniquities; | עוֹלֹ֗ת | ʿôlōt | oh-LOTE |
| accomplish they | תַּ֭מְנוּ | tamnû | TAHM-noo |
| a diligent | חֵ֣פֶשׂ | ḥēpeś | HAY-fes |
| search: | מְחֻפָּ֑שׂ | mĕḥuppāś | meh-hoo-PAHS |
| inward the both | וְקֶ֥רֶב | wĕqereb | veh-KEH-rev |
| thought of every one | אִ֝֗ישׁ | ʾîš | eesh |
| heart, the and them, of | וְלֵ֣ב | wĕlēb | veh-LAVE |
| is deep. | עָמֹֽק׃ | ʿāmōq | ah-MOKE |
Cross Reference
ପ୍ରଥମ ଶାମୁୟେଲ 22:9
ଶାଉଲଙ୍କର ଦାସ ନିକଟରେ ଛିଡା ହାଇେଥିବା ଇଦୋମୀଯ ଦୋଯଗ ଉତ୍ତର ଦେଲେ, ମୁ ୟିଶୀର ପକ୍ସ୍ଟତ୍ରକକ୍ସ୍ଟ ନୋବ ରେ ଅହୀଟୂବର ପକ୍ସ୍ଟତ୍ର ଅହୀମଲେକ୍ ନିକଟକକ୍ସ୍ଟ ୟିବାର ଦେଖିଥିଲି।
ଯୋହନଲିଖିତ ସୁସମାଚାର 19:7
ୟିଦୂଦୀମାନେ ଉତ୍ତର ଦେଲେ, ଆମ୍ଭର ବ୍ଯବସ୍ଥା ଅନୁସାରେ ସେ ମୃତ୍ଯୁଦଣ୍ଡ ପାଇବା ଉଚିତ କାରଣ ସେ ନିଜକୁ ପରମେଶ୍ବରଙ୍କର ପୁତ୍ର ବୋଲି କହିଅଛି।
ଯୋହନଲିଖିତ ସୁସମାଚାର 18:29
ତେଣୁ ପୀଲାତ ପ୍ରାସାଦ ବାହା ରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ, ଏହି ଲୋକ ବିରୁଦ୍ଧ ରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?
ମାଥିଉଲିଖିତ ସୁସମାଚାର 26:59
ଯୀଶୁଙ୍କୁ ଯେପରି ମୃତ୍ଯୁଦଣ୍ଡ ଦଇେ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସଂପୂର୍ଣ୍ଣ ଯିହୂଦୀମହାସଭା ଯୀଶୁଙ୍କ ବିହୁଦ୍ଧ ରେ କିଛି ମିଛ ଅଭିଯୋଗ ଖାଜେି ବାହାର କରିବାକୁ ଚେଷ୍ଟା କଲେ।
ଦାନିଏଲ 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।
ଯିରିମିୟ 17:9
ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।
ଯିଶାଇୟ 29:15
ଯେଉଁମାନେ ସଦାପ୍ରଭୁଙ୍କଠା ରେ ନିଜ ନିଜ ମନ୍ତ୍ରଣାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ସମାନେେ ଦୁଃଖ ପାଆନ୍ତି। ସମାନେେ ଅନ୍ଧକାର ରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, କହେି ଆମ୍ଭମାନଙ୍କୁ ଦେଖୁ ନାହିଁ କି କହେି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।'
ହିତୋପଦେଶ 20:5
ମନୁଷ୍ଯ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସହେି ଗଭୀର ଜଳକୁ କାଢ଼ି ପାରିବ।
ଗୀତସଂହିତା 49:11
ସମାନଙ୍କେ କବର ସମାନଙ୍କେ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ ଏବଂ ୟତେେ ଭୂମି ସମାନେେ ଅଧିକାର କରିଥିଲେ ହେଁ, ଏହା ସମାନଙ୍କେ ପାଇଁ ମୂଲ୍ଯହୀନ ଅଟେ।
ଗୀତସଂହିତା 35:11
କେତକେ ଲୋକ ଯେଉଁମାନେ ବିଚାରାଳଯରେ ମିଥ୍ଯା କହନ୍ତି, ମାେତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି। ସମାନେେ ମାେତେ ଅନକେ ପ୍ରଶ୍ନ ପଚାରିବେ ମୁଁ ସେସବୁ ବିଷଯରେ କିଛି ଜାଣେ ନାହିଁ।
ଗୀତସଂହିତା 5:9
ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।
ପ୍ରଥମ ଶାମୁୟେଲ 25:10
ନାବଲ ଦାଉଦର ଲୋକମାନଙ୍କୁ ଉତ୍ତର ଦଇେ କହିଲେ, ଦାଉଦ କିଏ? ୟିଶୀର ପକ୍ସ୍ଟତ୍ର କିଏ? ଆଜିକାଲି ଅନକେ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମକ୍ସ୍ଟନିବଠାରକ୍ସ୍ଟ ପଳାଇୟାଇ ବକ୍ସ୍ଟଲକ୍ସ୍ଟଛନ୍ତି।
ପ୍ରଥମ ଶାମୁୟେଲ 24:9
ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ତୁମ୍ଭେ କାହିଁକି ଲୋକମାନଙ୍କ କଥା ଶକ୍ସ୍ଟଣିଲ ଯେତବେେଳେ ଲୋକମାନେ କହିଲେ, 'ଦାଉଦ ଯୋଜନା କରିଛି ତୁମ୍ଭକୁ ମାରିବା ପାଇଁ।'
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।