Psalm 54:1
ହେ ପରମେଶ୍ବର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମାେତେ ରକ୍ଷା କର। ତୁମ୍ଭ ମହାପରାକ୍ରମ ଶକ୍ତି, ବ୍ଯବହାର କରି ପ୍ରମାଣ କର ୟେ, ମୁଁ ନିରୀହ।
Psalm 54:1 in Other Translations
King James Version (KJV)
Save me, O God, by thy name, and judge me by thy strength.
American Standard Version (ASV)
Save me, O God, by thy name, And judge me in thy might.
Bible in Basic English (BBE)
<To the chief music-maker; on Neginoth. Maschil. Of David. When the Ziphites came and said to Saul, Is not David keeping himself secret among us?> Let your name be my salvation, O God; let my cause be judged by your strength.
Darby English Bible (DBY)
{To the chief Musician. On stringed instruments: an instruction. Of David; when the Ziphites came, and said to Saul, Is not David hiding himself with us?} O God, by thy name save me, and by thy strength do me justice.
World English Bible (WEB)
> Save me, God, by your name. Vindicate me in your might.
Young's Literal Translation (YLT)
To the Overseer with stringed instruments. -- An instruction, by David, in the coming in of the Ziphim, and they say to Saul, `Is not David hiding himself with us?' O God, by Thy name save me, and by Thy might judge me.
| Save | אֱ֭לֹהִים | ʾĕlōhîm | A-loh-heem |
| me, O God, | בְּשִׁמְךָ֣ | bĕšimkā | beh-sheem-HA |
| name, thy by | הוֹשִׁיעֵ֑נִי | hôšîʿēnî | hoh-shee-A-nee |
| and judge | וּבִגְבוּרָתְךָ֥ | ûbigbûrotkā | oo-veeɡ-voo-rote-HA |
| me by thy strength. | תְדִינֵֽנִי׃ | tĕdînēnî | teh-dee-NAY-nee |
Cross Reference
ଗୀତସଂହିତା 20:1
ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।
ପ୍ରଥମ ଶାମୁୟେଲ 26:1
ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।
ଯିଶାଇୟ 30:27
ଦେଖ ! ସଦାପ୍ରଭୁଙ୍କର ନାମ କୋରଧ ରେ ପ୍ରଜ୍ଜ୍ବଳିତ ଓ ନିବିଡ଼ ଧୂମରାଶି ହାଇେ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କୋର୍ଧ ରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ବା ସର୍ବଗ୍ରାସକ ଅଗ୍ନି ତୁଲ୍ଯ।
ଯିରିମିୟ 50:34
ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।
ମୀଖା 7:5
ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।
ମାଥିଉଲିଖିତ ସୁସମାଚାର 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
ମାଥିଉଲିଖିତ ସୁସମାଚାର 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
ମାଥିଉଲିଖିତ ସୁସମାଚାର 10:21
ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:12
ତାହାଙ୍କ ବ୍ଯତୀତ ଅନ୍ୟ କାହା ପାଖ ରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ବାରା କି ଆମ୍ଭେ ଉଦ୍ଧାର ପାଇପାରିବା।
ହିତୋପଦେଶ 23:11
କାରଣ ସମାନଙ୍କେ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସମାନଙ୍କେ ବିବାଦର ପ୍ରତିବାଦ କରିବେ।
ହିତୋପଦେଶ 18:10
ସଦାପ୍ରଭୁଙ୍କର ନାମ ଦୃଢ଼ଗଡ଼ ସଦୃଶ। ଧାର୍ମିକ ଲୋକମାନେ ସଠାେକୁ ୟାଇ ରକ୍ଷା ପାଆନ୍ତି।
ଗୀତସଂହିତା 99:4
ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।
ଯାତ୍ରା ପୁସ୍ତକ 23:21
ସ୍ବର୍ଗଦୂତଙ୍କ କଥା ତୁମ୍ଭମାନେେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରମ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବନୋହିଁ। ମାରେ ଶକ୍ତି ତାଙ୍କଠା ରେ ନିହିତ ଅଛି।
ଯାତ୍ରା ପୁସ୍ତକ 34:5
ସଦାପ୍ରଭୁ ମେଘ ରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସଠାେରେ ତାଙ୍କ ସହିତ ଠିଆ ହାଇେ ସଦାପ୍ରଭୁ ତାଙ୍କର ନାମ ୟିହୋବା ବୋଲି ଘାଷେଣା କଲେ।
ପ୍ରଥମ ଶାମୁୟେଲ 23:19
ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।
ଦିତୀୟ ବଂଶାବଳୀ 20:6
ସେ କହିଲେ,
ଗୀତସଂହିତା 26:1
ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
ଗୀତସଂହିତା 43:1
ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।
ଗୀତସଂହିତା 48:10
ହେ ପରମେଶ୍ବର, ତୁମ୍ଭେ ମହାନ୍ ଅଟ। ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି। ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ୍ ଅଟ।
ଗୀତସଂହିତା 79:9
ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।
ଯାତ୍ରା ପୁସ୍ତକ 3:14
ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ସମାନଙ୍କେୁ କୁହ, 'ଆମ୍ଭେ ଯେ ଅଛୁଁ, ସେ ଅଛୁଁ,' ଇଶ୍ରାୟେଲର ଲୋକମାନଙ୍କୁ କୁହ ଯେ, 'ସ୍ବଯମ୍ଭୁ' ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।