Psalm 42:8
ରାତି ହେଉକି ଦିନ ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରମେ ଢ଼ାଳି ଦିଅନ୍ତି। ସହେି ଜୀବନ୍ତ ପରମେଶ୍ବରଙ୍କ ପାଇଁ ମାେ ନିକଟରେ ଏକ ଗୀତ ଅଛି।
Psalm 42:8 in Other Translations
King James Version (KJV)
Yet the LORD will command his lovingkindness in the day time, and in the night his song shall be with me, and my prayer unto the God of my life.
American Standard Version (ASV)
`Yet' Jehovah will command his lovingkindness in the day-time; And in the night his song shall be with me, `Even' a prayer unto the God of my life.
Bible in Basic English (BBE)
But the Lord will send his mercy in the daytime, and in the night his song will be with me, a prayer to the God of my life.
Darby English Bible (DBY)
In the day-time will Jehovah command his loving-kindness, and in the night his song shall be with me, a prayer unto the ùGod of my life.
Webster's Bible (WBT)
Deep calleth to deep at the noise of thy water-spouts: all thy waves and thy billows are gone over me.
World English Bible (WEB)
Yahweh will command his loving kindness in the daytime. In the night his song shall be with me: A prayer to the God of my life.
Young's Literal Translation (YLT)
By day Jehovah commandeth His kindness, And by night a song `is' with me, A prayer to the God of my life.
| Yet the Lord | יוֹמָ֤ם׀ | yômām | yoh-MAHM |
| will command | יְצַוֶּ֬ה | yĕṣawwe | yeh-tsa-WEH |
| his lovingkindness | יְהוָ֨ה׀ | yĕhwâ | yeh-VA |
| daytime, the in | חַסְדּ֗וֹ | ḥasdô | hahs-DOH |
| and in the night | וּ֭בַלַּיְלָה | ûballaylâ | OO-va-lai-la |
| song his | שִׁירֹ֣ה | šîrō | shee-ROH |
| shall be with | עִמִּ֑י | ʿimmî | ee-MEE |
| prayer my and me, | תְּ֝פִלָּ֗ה | tĕpillâ | TEH-fee-LA |
| unto the God | לְאֵ֣ל | lĕʾēl | leh-ALE |
| of my life. | חַיָּֽי׃ | ḥayyāy | ha-YAI |
Cross Reference
ଗୀତସଂହିତା 149:5
ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।
ଗୀତସଂହିତା 63:6
ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।
ଆୟୁବ ପୁସ୍ତକ 35:10
କିନ୍ତୁ ସହେି ମନ୍ଦ ଲୋକମାନେ ପରମେଶ୍ବରଙ୍କ ସାହାୟ୍ଯ କାମନା କରନ୍ତି ନାହିଁ। ସମାନେେ କହିବେ ନାହିଁ, 'କେଉଁଠି ସହେି ପରମେଶ୍ବର ଅଛନ୍ତି, ୟିଏ ମାେତେ ତିଆରି କରିଛନ୍ତି। ଲୋକମାନେ ଯେତବେେଳେ ନିରାଶ ହୁଅନ୍ତି, ପରମେଶ୍ବର ସେତବେେଳେ ତାଙ୍କୁ ସାହାୟ୍ଯ କରନ୍ତି। ତେଣୁ ସେ କାହାଁନ୍ତି।
ଗୀତସଂହିତା 133:3
ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।
ଗୀତସଂହିତା 44:4
ହେ ମାରେ ପରମେଶ୍ବର, ତୁମ୍ଭେ ମାରେ ରାଜା ଅଟ। ଆଜ୍ଞା ଦିଅ ଓ ୟାକୁବର ଲୋକଙ୍କୁ ମୁକ୍ତ କରାଅ।
ମାଥିଉଲିଖିତ ସୁସମାଚାର 8:8
ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।
ଦିତୀୟ ବିବରଣ 28:8
ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:25
ପାଉଲ ଓ ଶୀଲା ମଧ୍ଯରାତ୍ରି ବେଳେ ପରମେଶ୍ବରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହାସବୁ ଶୁଣୁଥିଲେ।
ଯିଶାଇୟ 30:29
ସହେି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭମାନେେ ଆନନ୍ଦ ରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇଶ୍ରାୟେଲର ଶୈଳ ନିକଟକୁ ୟିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସହେିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହବେ।
ଗୀତସଂହିତା 77:6
ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ଗୀତସଂହିତା 57:3
ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।
ଗୀତସଂହିତା 32:7
ପରମେଶ୍ବର ତୁମ୍ଭେ ହିଁ ମାରେ ଲୁଚିବାର ସ୍ଥାନ ଅଟ। ତୁମ୍ଭେ ମାେତେ ସମସ୍ତ ବିପଦରୁ ଉଦ୍ଧାର କର। ତୁମ୍ଭେ ମାରେ ଚତୁର୍ଦ୍ଦିଗରେ ରହି ମାେତେ ରକ୍ଷା କର। ତଣେୁ ଯେଉଁ ଉପାଯରେ ମାେତେ ବଞ୍ଚାଇଲ ମୁଁ ସହେି ବିଷଯରେ ଗୀତ ବୋଲିବି।
ଗୀତସଂହିତା 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।
ଗୀତସଂହିତା 16:7
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମାେତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି। ଏପରିକି ରାତ୍ରିରେ ମଧ୍ଯ ସେ ତାଙ୍କର ଉପଦେଶକୁ ମାରେ ମନରେ ପ୍ରବେଶ କରାନ୍ତି।
ଲେବୀୟ ପୁସ୍ତକ 25:21
ସେଥିପାଇଁ ତୁମ୍ଭମାନେେ ବ୍ଯସ୍ତ ହୁଅ ନାହିଁ, ଆମ୍ଭେ ଷଷ୍ଠ ବର୍ଷ ରେ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦ ଆଜ୍ଞା କରିବା ତହିଁରେ ତାହା ତିନିବର୍ଷର ଅମଳ ଦବେ।