Psalm 33:15 in Oriya

Oriya Oriya Bible Psalm Psalm 33 Psalm 33:15

Psalm 33:15
ପରମେଶ୍ବର ସମସ୍ତ ମନୁଷ୍ଯମାନଙ୍କ ହୃଦଯକୁ ତିଆରି କରିଛନ୍ତି। ତଣେୁ ପରମେଶ୍ବର ଜାଣନ୍ତି ପ୍ରେତ୍ୟକକ ମନୁଷ୍ଯ କ'ଣ ଚିନ୍ତା କରୁଥାଏ।

Psalm 33:14Psalm 33Psalm 33:16

Psalm 33:15 in Other Translations

King James Version (KJV)
He fashioneth their hearts alike; he considereth all their works.

American Standard Version (ASV)
He that fashioneth the hearts of them all, That considereth all their works.

Bible in Basic English (BBE)
He makes all their hearts; their works are clear to him.

Darby English Bible (DBY)
He who fashioneth the hearts of them all, who considereth all their works.

Webster's Bible (WBT)
He fashioneth their hearts alike; he considereth all their works.

World English Bible (WEB)
He who fashions all of their hearts; And he considers all of their works.

Young's Literal Translation (YLT)
Who is forming their hearts together, Who is attending unto all their works.

He
fashioneth
הַיֹּצֵ֣רhayyōṣērha-yoh-TSARE
their
hearts
יַ֣חַדyaḥadYA-hahd
alike;
לִבָּ֑םlibbāmlee-BAHM
considereth
he
הַ֝מֵּבִ֗יןhammēbînHA-may-VEEN

אֶלʾelel
all
כָּלkālkahl
their
works.
מַעֲשֵׂיהֶֽם׃maʿăśêhemma-uh-say-HEM

Cross Reference

ଯିରିମିୟ 32:19
ତୁମ୍ଭର ମନ୍ତ୍ରଣା ଓ କ୍ରିଯା ମହାନ୍। ତୁମ୍ଭେ ପ୍ରେତ୍ୟକକଙ୍କର କାର୍ୟ୍ଯକଳାପ ଲକ୍ଷ୍ଯ କର। ତୁମ୍ଭେ କ୍ରିଯାନୁସା ରେ ସମୁଚିତ ଫଳ ସମାନଙ୍କେୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ଯକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ଯକ୍ତି ଦଣ୍ଡିତ ହୁଏ।

ଗୀତସଂହିତା 44:21
ପ୍ରକୃତରେ ପରମେଶ୍ବର ସେ ସବୁ କଥା ଜାଣନ୍ତି। ସେ ମଧ୍ଯ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:26
ପରମେଶ୍ବର ଗୋଟିଏ ମନୁଷ୍ଯଠାରୁ ସମୁଦାୟ ମନୁଷ୍ଯ ଜାତିକୁ ତିଆରି କରିଛନ୍ତି। ସେଥିପାଇଁ ସମାନେେ ପୃଥିବୀର ସର୍ବତ୍ର ରଖନ୍ତି। ସେ ସମାନଙ୍କେ ପାଇଁ ପୂର୍ବରୁ ନିର୍ଦ୍ଧାରିତ ସମୟ ଓ ସ୍ଥାନର ସୀମା ମଧ୍ଯ ସ୍ଥିର କରିଛନ୍ତି,

ଯିଶାଇୟ 64:8
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭମାନେେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।

ଉପଦେଶକ 7:29
ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।

ହିତୋପଦେଶ 27:19
ପାଣି ଭିତରକୁ ଦେଖ ଏବଂ ତୁମ୍ଭେ ତୁମ୍ଭର ନିଜର ମୁହଁ ଦେଖିବ। ତୁମ୍ଭର ହୃଦଯକୁ ଦେଖ ଏବଂ ତୁମ୍ଭେ ପ୍ରକୃତ ନିଜକୁ ଦେଖିବ।

ହିତୋପଦେଶ 24:12
ତୁମ୍ଭେ ଏପରି କୁହ ନାହିଁ, ଏହା ମାରେ କର୍ତ୍ତବ୍ଯ ନୁହେଁ। ଯେ ହତେୁ ସଦାପ୍ରଭୁ ସମସ୍ତ ବିଷଯ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ'ଣସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ୟ୍ଯ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।

ହିତୋପଦେଶ 22:2
ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।

ଆୟୁବ ପୁସ୍ତକ 34:21
ପରମେଶ୍ବର ଲୋକମାନଙ୍କର କାର୍ୟ୍ଯ ପଳାପକୁ ଲକ୍ଷ୍ଯ କରନ୍ତି। ପରମେଶ୍ବର ମଣିଷର ପ୍ରେତ୍ୟକକ ପାଦ ଗତିକୁ ଜାଣନ୍ତି।

ଆୟୁବ ପୁସ୍ତକ 11:11
ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।

ଆୟୁବ ପୁସ୍ତକ 10:8
ହେ ପରମେଶ୍ବର, ତୁମ୍ଭେ ମାେତେ ତୁମ୍ଭ ହାତ ରେ ଗଢ଼ିଛ। ମାରେ ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମାେତେ ଧ୍ବଂସ କରିଛ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।

ହୋଶେୟ 7:2
ସମାନଙ୍କେର ଦୋଷକୁ ଆମ୍ଭେ ସ୍ମରଣ କରିବା ସହେି ଲୋକମାନେ ବିଶ୍ବାସ କରନ୍ତି ନାହିଁ। ସମାନେେ ଯେଉଁ ମନ୍ଦ କାର୍ୟ୍ଯ ସବୁ ଗ୍ଭରିଆଡେ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।