Psalm 119:83
ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।
Psalm 119:83 in Other Translations
King James Version (KJV)
For I am become like a bottle in the smoke; yet do I not forget thy statutes.
American Standard Version (ASV)
For I am become like a wine-skin in the smoke; Yet do I not forget thy statutes.
Bible in Basic English (BBE)
For I have become like a wine-skin black with smoke; but I still keep the memory of your rules.
Darby English Bible (DBY)
For I am become like a bottle in the smoke; I do not forget thy statutes.
World English Bible (WEB)
For I have become like a wineskin in the smoke. I don't forget your statutes.
Young's Literal Translation (YLT)
For I have been as a bottle in smoke, Thy statutes I have not forgotten.
| For | כִּֽי | kî | kee |
| I am become | הָ֭יִיתִי | hāyîtî | HA-yee-tee |
| like a bottle | כְּנֹ֣אד | kĕnōd | keh-NODE |
| smoke; the in | בְּקִיט֑וֹר | bĕqîṭôr | beh-kee-TORE |
| yet do I not | חֻ֝קֶּ֗יךָ | ḥuqqêkā | HOO-KAY-ha |
| forget | לֹ֣א | lōʾ | loh |
| thy statutes. | שָׁכָֽחְתִּי׃ | šākāḥĕttî | sha-HA-heh-tee |
Cross Reference
ଆୟୁବ ପୁସ୍ତକ 30:30
ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।
ଗୀତସଂହିତା 119:61
ଦୁଷ୍ଟଲୋକମାନେ ମାେ ଚାରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
ଗୀତସଂହିତା 22:15
ମାରେ ପାଟି ଖଣ୍ଡେ ଖପରା ପରି ଶୁଷ୍କ ହାଇେ ଯାଉଛି। ମାରେ ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମାେତେ ମୃତ୍ଯୁର ଧୂଳିରେ ଫିଙ୍ଗି ଦଇେଛ।
ଗୀତସଂହିତା 102:3
ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ଗୀତସଂହିତା 119:16
ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।
ଗୀତସଂହିତା 119:176
ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।