Psalm 119:146 in Oriya

Oriya Oriya Bible Psalm Psalm 119 Psalm 119:146

Psalm 119:146
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଉଛି, ମାେତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ଯ ଅନୁସରଣ କରିବି।

Psalm 119:145Psalm 119Psalm 119:147

Psalm 119:146 in Other Translations

King James Version (KJV)
I cried unto thee; save me, and I shall keep thy testimonies.

American Standard Version (ASV)
I have called unto thee; save me, And I shall observe thy testimonies.

Bible in Basic English (BBE)
My cry has gone up to you; take me out of trouble, and I will be guided by your unchanging word.

Darby English Bible (DBY)
I call upon thee; save me, and I will keep thy testimonies.

World English Bible (WEB)
I have called to you. Save me! I will obey your statutes.

Young's Literal Translation (YLT)
I have called Thee, save Thou me, And I do keep Thy testimonies.

I
cried
קְרָאתִ֥יךָqĕrāʾtîkākeh-ra-TEE-ha
unto
thee;
save
הוֹשִׁיעֵ֑נִיhôšîʿēnîhoh-shee-A-nee
keep
shall
I
and
me,
וְ֝אֶשְׁמְרָ֗הwĕʾešmĕrâVEH-esh-meh-RA
thy
testimonies.
עֵדֹתֶֽיךָ׃ʿēdōtêkāay-doh-TAY-ha

Cross Reference

ବିଚାରକର୍ତାମାନଙ୍କ ବିବରଣ 10:15
କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।

ଗୀତସଂହିତା 119:134
ହେ ସଦାପ୍ରଭୁ, ଯେଉଁମାନେ ମାେତେ ଆହତ କରନ୍ତି ସମାନଙ୍କେଠାରୁ ମାେତେ ରକ୍ଷା କର ୟପରେିକି ମୁଁ ତୁମ୍ଭର ନିର୍ଦ୍ଦଶେ ସକଳ ମାନିବି।

ମାଥିଉଲିଖିତ ସୁସମାଚାର 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:4
କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।