Psalm 118:1
ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମଯ ପରମେଶ୍ବର ଅଟନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Psalm 118:1 in Other Translations
King James Version (KJV)
O give thanks unto the LORD; for he is good: because his mercy endureth for ever.
American Standard Version (ASV)
Oh give thanks unto Jehovah; for he is good; For his lovingkindness `endureth' for ever.
Bible in Basic English (BBE)
O give praise to the Lord, for he is good: for his mercy is unchanging for ever.
Darby English Bible (DBY)
Give ye thanks unto Jehovah; for he is good; for his loving-kindness [endureth] for ever.
World English Bible (WEB)
Give thanks to Yahweh, for he is good, For his loving kindness endures forever.
Young's Literal Translation (YLT)
Give ye thanks to Jehovah, For good, for to the age `is' His kindness.
| O give thanks | הוֹד֣וּ | hôdû | hoh-DOO |
| unto the Lord; | לַיהוָ֣ה | layhwâ | lai-VA |
| for | כִּי | kî | kee |
| good: is he | ט֑וֹב | ṭôb | tove |
| because | כִּ֖י | kî | kee |
| his mercy | לְעוֹלָ֣ם | lĕʿôlām | leh-oh-LAHM |
| endureth for ever. | חַסְדּֽוֹ׃ | ḥasdô | hahs-DOH |
Cross Reference
ପ୍ରଥମ ବଂଶାବଳୀ 16:8
ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
ପ୍ରଥମ ବଂଶାବଳୀ 16:34
ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ।
ଗୀତସଂହିତା 106:1
ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !
ଗୀତସଂହିତା 136:1
ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 100:5
ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
ଗୀତସଂହିତା 107:1
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। କାରଣ ସେ ମହାନ୍। ତାଙ୍କର ଦୟା ଅନନ୍ତକାଳସ୍ଥାଯୀ।
ଗୀତସଂହିତା 118:29
ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ହଁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଯିରିମିୟ 33:11
ସଦାପ୍ରଭୁ କହନ୍ତି, ଏଠା ରେ ତୁମ୍ଭମାନେେ ଆନନ୍ଦ ଧ୍ବନି ଓ ହର୍ଷନାଦ, ବର କନ୍ଯାଙ୍କର ହର୍ଷଧ୍ବନି, ସଦାପ୍ରଭୁଙ୍କର ପ୍ରଶଂସାଗାନର କୋଳାହଳ ପାଇବ। ସମାନେେ କହିବେ, 'ସଦାପ୍ରଭୁ ମଙ୍ଗଳମଯ ଓ ତାଙ୍କର କରୁଣା ସଦାକାଳ ସ୍ଥାଯୀ।' ତେଣୁ ତାଙ୍କର ଧନ୍ଯବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ଯବାଦସ୍ବରୂପ ବଳି ଆଣିବାର ଶବ୍ଦ ଶୁଣାୟିବ। ଏହା ହବେ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ଯ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସପରେି ହାଇଯେିବ।
ଗୀତସଂହିତା 103:17
କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରମେ କରନ୍ତି, ତାଙ୍କର ସହେି ସ୍ନହେ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ବର ସମାନଙ୍କେୁ ଓ ସମାନଙ୍କେର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।