Psalm 107:20
ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
Psalm 107:20 in Other Translations
King James Version (KJV)
He sent his word, and healed them, and delivered them from their destructions.
American Standard Version (ASV)
He sendeth his word, and healeth them, And delivereth `them' from their destructions.
Bible in Basic English (BBE)
He sent his word and made them well, and kept them safe from the underworld.
Darby English Bible (DBY)
He sendeth his word, and healeth them, and delivereth them from their destructions.
World English Bible (WEB)
He sends his word, and heals them, And delivers them from their graves.
Young's Literal Translation (YLT)
He sendeth His word and healeth them, And delivereth from their destructions.
| He sent | יִשְׁלַ֣ח | yišlaḥ | yeesh-LAHK |
| his word, | דְּ֭בָרוֹ | dĕbārô | DEH-va-roh |
| and healed | וְיִרְפָּאֵ֑ם | wĕyirpāʾēm | veh-yeer-pa-AME |
| delivered and them, | וִֽ֝ימַלֵּ֗ט | wîmallēṭ | VEE-ma-LATE |
| them from their destructions. | מִשְּׁחִיתוֹתָֽם׃ | miššĕḥîtôtām | mee-sheh-hee-toh-TAHM |
Cross Reference
ମାଥିଉଲିଖିତ ସୁସମାଚାର 8:8
ସନୋପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମାେ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ଯ ନୁହେଁ। ଆପଣ କବଳେ ଆଦେଶ ଦଇେ ଦିଅନ୍ତୁ। ମାରେ ଦାସ ଭଲ ହାଇଯେିବ।
ଗୀତସଂହିତା 147:15
ପରମେଶ୍ବର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି। ତାଙ୍କର ବାକ୍ଯସବୁ ଅତିଶୀଘ୍ର ପାଳନ କରାୟାଏ।
ଆୟୁବ ପୁସ୍ତକ 33:28
ପରମେଶ୍ବର ମାରେ ଆତ୍ମାକୁ ରକ୍ଷା କରିଛନ୍ତି। ମୃତ୍ଯୁ ଗମନରୁ ମୁଁ ପୁଣି ଜୀବନକୁ ଭୋଗ କରିପାରିବି।'
ଦିତୀୟ ରାଜାବଳୀ 20:4
ଯିଶାଇୟ ଗ୍ରାମର ମଧ୍ଯଭାଗକୁ ପରିତ୍ଯାଗ ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ,
ଗୀତସଂହିତା 147:18
ଏହାପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି, ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳ ସୋର୍ତ ବ ହେ।
ଗୀତସଂହିତା 147:3
ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି।
ଗୀତସଂହିତା 103:3
ହେ ମାରେ ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ଗୀତସଂହିତା 56:13
କାରଣ ତୁମ୍ଭେ ମାେତେ ମୃତ୍ଯୁମୁଖରୁ ରକ୍ଷା କରିଛ, ମାେତେ ପରାସ୍ତ ହବୋରୁ ଉଦ୍ଧାର କରିଛ। ତଣେୁ ମୁଁ ପରମେଶ୍ବରଙ୍କ ଉପସ୍ଥିତିରେ ଚାଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ଯ। ଯେଉଁ ରଶ୍ମି ମାେତେ ଜୀବନ ପ୍ରଦାନ କରିଅଛି, ସହେି ପରମେଶ୍ବରଙ୍କ ପାଇଁ ବଞ୍ଚିବି।
ଗୀତସଂହିତା 30:2
ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କଲି ଓ ତହିଁରେ ତୁମ୍ଭେ ମାେତେ ସୁସ୍ଥ କରିଅଛ।
ଆୟୁବ ପୁସ୍ତକ 33:23
ପରମେଶ୍ବରଙ୍କର ହଜାରେ ଦୂତ ଅଛନ୍ତି। ସହେି ଦୂତମାନଙ୍କ ମଧ୍ଯରୁ ଜଣେ ହୁଏତ ସହେି ବ୍ଯକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସହେି ଦୂତ ହୁଏତ ସହେି ଲୋକ କରିଥିବା ଭଲ କାର୍ୟ୍ଯଗୁଡ଼ିକୁ ସେ କହିପା ରେ।
ଗଣନା ପୁସ୍ତକ 21:8
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ବାରା ଦଂଶିତ ହାଇେଥିବା ଲୋକମାନେ ମୃତ୍ଯୁବରଣ କରିବେ ନାହିଁ। ଯଦି ସମାନେେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।
ଗୀତସଂହିତା 49:15
କିନ୍ତୁ ପରମେଶ୍ବର ମାେତେ ସେଥିରୁ ମୁକ୍ତ କରିବେ ଓ ମାରେ ଜୀବନ ବଞ୍ଚାଇବେ। ସେ ମାେତେ ଉଦ୍ଧାର କରିବେ, ସହେି ମୃତ୍ଯୁର କବର ମଧ୍ଯରୁ ସେତବେେଳେ ସେ ମାେତେ ତାଙ୍କର ସଙ୍ଗରେ ନଇେଯିବେ।