Psalm 104:22 in Oriya

Oriya Oriya Bible Psalm Psalm 104 Psalm 104:22

Psalm 104:22
ସୂର୍ୟେ୍ଯାଦଯ ହେଲେ ସମାନେେ ନିଜ ନିଜ ବସାକୁ ଚାଲିୟାନ୍ତି। ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।

Psalm 104:21Psalm 104Psalm 104:23

Psalm 104:22 in Other Translations

King James Version (KJV)
The sun ariseth, they gather themselves together, and lay them down in their dens.

American Standard Version (ASV)
The sun ariseth, they get them away, And lay them down in their dens.

Bible in Basic English (BBE)
The sun comes up, and they come together, and go back to their secret places to take their rest.

Darby English Bible (DBY)
The sun ariseth, they retreat, and lay them down in their dens.

World English Bible (WEB)
The sun rises, and they steal away, And lay down in their dens.

Young's Literal Translation (YLT)
The sun riseth, they are gathered, And in their dens they crouch.

ariseth,
The
תִּזְרַ֣חtizraḥteez-RAHK
sun
הַ֭שֶּׁמֶשׁhaššemešHA-sheh-mesh
they
gather
themselves
together,
יֵאָסֵפ֑וּןyēʾāsēpûnyay-ah-say-FOON
in
their
dens.
them
וְאֶלwĕʾelveh-EL
down
מְ֝עוֹנֹתָ֗םmĕʿônōtāmMEH-oh-noh-TAHM
lay
and
יִרְבָּצֽוּן׃yirbāṣûnyeer-ba-TSOON

Cross Reference

ଆୟୁବ ପୁସ୍ତକ 37:8
ପଶୁମାନେ ସମାନଙ୍କେ ଆଶ୍ରଯସ୍ଥଳକୁ ଦୌଡ଼ି ପଳାନ୍ତି ଓ ସଠାେରେ ରୁହନ୍ତି।

ଆୟୁବ ପୁସ୍ତକ 24:13
କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

ନାହୂମ 3:17
ତୁମ୍ଭର ସରକାରୀ କର୍ମଗ୍ଭରୀମାନେ ମଧ୍ଯ ପଙ୍ଗପାଳ ସଦୃଶ। ତୁମ୍ଭମାନଙ୍କର ରାଜପୁତ୍ରମାନେ ଝିଣ୍ଟିକା ପରି। ସମାନେେ ଶୀତଦିନ ରେ କାନ୍ଥ ରେ ବାସ କରନ୍ତି। କିନ୍ତୁ ଯେତବେେଳେ ସୂର୍ୟ୍ଯ ଉପରକୁ ଉଠନ୍ତି ଏବଂ ପଥର ଉଷ୍ମ ହୁଏ, ସହେି ପଙ୍ଗପାଳମାନେ ଉଡି ପଳାନ୍ତି। ଏବଂ କହେି ଜାଣନ୍ତି ନାହିଁ ସମାନେେ କେଉଁ ଆଡକୁ ୟାଇଛନ୍ତି।

ଯୋହନଲିଖିତ ସୁସମାଚାର 3:20
ମନ୍ଦକାର୍ୟ୍ଯ କରୁଥିବା ପ୍ରେତ୍ୟକକ ଲୋକ ଆଲୋକକୁ ଘୃଣା କରେ। ସେ କବେେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ୟ୍ଯ ଗୁଡିକୁ ଦଖାଇେ ଦବେ।