Psalm 102:17 in Oriya

Oriya Oriya Bible Psalm Psalm 102 Psalm 102:17

Psalm 102:17
ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ବର ସମାନଙ୍କେର ପ୍ରାର୍ଥନା ଶୁଣିବେ। ସେ ସମାନଙ୍କେର ବୀନତିକୁ ଉପେକ୍ଷା କରିବେ ନାହିଁ।

Psalm 102:16Psalm 102Psalm 102:18

Psalm 102:17 in Other Translations

King James Version (KJV)
He will regard the prayer of the destitute, and not despise their prayer.

American Standard Version (ASV)
He hath regarded the prayer of the destitute, And hath not despised their prayer.

Bible in Basic English (BBE)
When he has given ear to the prayer of the poor, and has not put his request on one side.

Darby English Bible (DBY)
He will regard the prayer of the destitute one, and not despise their prayer.

World English Bible (WEB)
He has responded to the prayer of the destitute, And has not despised their prayer.

Young's Literal Translation (YLT)
He turned unto the prayer of the destitute, And He hath not despised their prayer.

He
will
regard
פָּ֭נָהpānâPA-na

אֶלʾelel
the
prayer
תְּפִלַּ֣תtĕpillatteh-fee-LAHT
destitute,
the
of
הָעַרְעָ֑רhāʿarʿārha-ar-AR
and
not
וְלֹֽאwĕlōʾveh-LOH
despise
בָ֝זָ֗הbāzâVA-ZA

אֶתʾetet
their
prayer.
תְּפִלָּתָֽם׃tĕpillātāmteh-fee-la-TAHM

Cross Reference

ନିହିମିୟା 1:6
ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।

ଗୀତସଂହିତା 22:24
କାହିଁକି ? କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ଯକ୍ତିମାନଙ୍କୁ ହିଁ ସାହାୟ୍ଯ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସମାନଙ୍କେୁ ଘୃଣା କରନ୍ତି ନାହିଁ। ୟଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାୟ୍ଯ ପ୍ରାର୍ଥନା କରନ୍ତି, ସେ ସମାନଙ୍କେଠାରୁ ନିଜକୁ ଦୂରଇେ ରଖି ପାରିବେ ନାହିଁ।

ଦାନିଏଲ 9:3
ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲପନେ କରି ପ୍ରାର୍ଥନା ଓ ବୀନତି ଦ୍ବାରା ପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦଲେି।

ଯିରିମିୟ 29:11
ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପାଇଁ ଆମ୍ଭେ ଯେଉଁ ସଙ୍କଳ୍ପ କରିଛୁ ତାହା ମଙ୍ଗଳକର ଅଟେ। ମୁଁ ତୁମ୍ଭମାନଙ୍କର ଭବିଷ୍ଯଦ ପୁନଃସ୍ଥାପନ ପାଇଁ ଯୋଜନା କରୁଛି ଏବଂ ତୁମ୍ଭମାନଙ୍କୁ ପୁଣି ନୂଆ ଆଶା ଦବେି।

ଗୀତସଂହିତା 72:12
ଆମ୍ଭର ରାଜା ସାହାୟ୍ଯ କରନ୍ତି, ଯେଉଁମାନେ ତାଙ୍କୁ ଡ଼ାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।

ଗୀତସଂହିତା 9:18
େ ବେଳବେଳେ ଏହା ଜଣାପଡ଼େ ୟେ ପରମେଶ୍ବର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ୟାଆନ୍ତି। ଏହାର ଅର୍ଥ ନୁହେଁ ୟେ ସହେି ଗରିବ ବ୍ଯକ୍ତିମାନଙ୍କର କୌଣସି ଆଶା ନ ଥାଏ। କନ୍ତୁ ପରମେଶ୍ବର ସର୍ବଦା ସମାନଙ୍କେୁ ଭୁଲନ୍ତି ନାହିଁ।

ନିହିମିୟା 1:11
ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ଦିତୀୟ ବିବରଣ 32:36
ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

ଦିତୀୟ ବିବରଣ 4:29
କିନ୍ତୁ ସହେି ସ୍ଥାନ ରେ ଯବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଅନ୍ବଷେଣ କରିବ। ତବେେ ତୁମ୍ଭମାନେେ ଯଦି ହୃଦଯତାର ସହାକା ରେ ତାଙ୍କୁ ଅନ୍ବଷେଣ କର ତବେେ ତୁମ୍ଭେ ତାଙ୍କୁ ପାଇପାରିବ।

ଗୀତସଂହିତା 69:23
ସମାନେେ ଅନ୍ଧ ହୁଅନ୍ତୁ। ସମାନଙ୍କେ ଅଣ୍ଟା ନଇଁ ୟାଉଁ।