Proverbs 8:4
ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
Proverbs 8:4 in Other Translations
King James Version (KJV)
Unto you, O men, I call; and my voice is to the sons of man.
American Standard Version (ASV)
Unto you, O men, I call; And my voice is to the sons of men.
Bible in Basic English (BBE)
I am crying out to you, O men; my voice comes to the sons of men.
Darby English Bible (DBY)
Unto you, men, I call, and my voice is to the sons of man:
World English Bible (WEB)
"To you men, I call! I send my voice to the sons of mankind.
Young's Literal Translation (YLT)
`Unto you, O men, I call, And my voice `is' unto the sons of men.
| Unto | אֲלֵיכֶ֣ם | ʾălêkem | uh-lay-HEM |
| you, O men, | אִישִׁ֣ים | ʾîšîm | ee-SHEEM |
| I call; | אֶקְרָ֑א | ʾeqrāʾ | ek-RA |
| voice my and | וְ֝קוֹלִ֗י | wĕqôlî | VEH-koh-LEE |
| is to | אֶל | ʾel | el |
| the sons | בְּנֵ֥י | bĕnê | beh-NAY |
| of man. | אָדָֽם׃ | ʾādām | ah-DAHM |
Cross Reference
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:17
ଆତ୍ମା ଓ କନ୍ଯା କହନ୍ତି, ଆସ ! ଏସବୁ ଶୁଣୁଥିବା ପ୍ରେତ୍ୟକକ ଲୋକ ମଧ୍ଯ କହୁ, ଆସ !। ଯେ ତୃଷାର୍ତ୍ତ, ସେ ଆସୁ ; ଯେ ଇଚ୍ଛା କରେ, ସେ ବିନା ମୂଲ୍ଯ ରେ ଜୀବନର ଜଳପାନ କରିପା ରେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:11
ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:4
ପରମେଶ୍ବର ଚାହାଁନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ଯକୁ ଜାଣନ୍ତୁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:28
ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟ ରେ ଲୋକଙ୍କୁ କହି ଚାଲିଛୁ। ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଇଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆଧ୍ଯାତ୍ମିକ ଭାବରେ ପରିପୂର୍ଣ୍ଣ ହାଇେ ପରମେଶ୍ବରଙ୍କ ଆଗ ରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:23
ତୁମ୍ଭମାନେେ ଶୁଣିଥିବା ସୁସମାଚାର ଉପରେ ବିଶ୍ବାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଚାଲିବେ। ତୁମ୍ଭମାନେେ ନିଜ ବିଶ୍ବାସ ରେ ଦୃଢତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଚାର ତୁମ୍ଭମାନଙ୍କୁ ଯେଉଁ ଭରସା ଦଇେଛି ସେଥିରୁ ବିଚଳିତ ହବେ ନାହିଁ। ସହେି ସମାନ ସୁସମାଚାର ସମଗ୍ର ବିଶ୍ବ ରେ ସମସ୍ତଙ୍କୁ କୁହାୟାଇଛି। ମୁଁ ପାଉଲ, ସହେି ସୁସମାଚାର କହିବା ରେ ସାହାୟ୍ଯ କରିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:19
ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।
ଯୋହନଲିଖିତ ସୁସମାଚାର 3:16
ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।
ମାଥିଉଲିଖିତ ସୁସମାଚାର 11:15
ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।
ଗୀତସଂହିତା 50:1
ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।
ଗୀତସଂହିତା 49:1
ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ,