Proverbs 31:24 in Oriya

Oriya Oriya Bible Proverbs Proverbs 31 Proverbs 31:24

Proverbs 31:24
ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ।

Proverbs 31:23Proverbs 31Proverbs 31:25

Proverbs 31:24 in Other Translations

King James Version (KJV)
She maketh fine linen, and selleth it; and delivereth girdles unto the merchant.

American Standard Version (ASV)
She maketh linen garments and selleth them, And delivereth girdles unto the merchant.

Bible in Basic English (BBE)
She makes linen robes and gets a price for them, and traders take her cloth bands for a price.

Darby English Bible (DBY)
She maketh body linen and selleth it, and delivereth girdles unto the merchant.

World English Bible (WEB)
She makes linen garments and sells them, And delivers sashes to the merchant.

Young's Literal Translation (YLT)
Linen garments she hath made, and selleth, And a girdle she hath given to the merchant.

She
maketh
סָדִ֣יןsādînsa-DEEN
fine
linen,
עָ֭שְׂתָהʿāśĕtâAH-seh-ta
and
selleth
וַתִּמְכֹּ֑רwattimkōrva-teem-KORE
delivereth
and
it;
וַ֝חֲג֗וֹרwaḥăgôrVA-huh-ɡORE
girdles
נָתְנָ֥הnotnânote-NA
unto
the
merchant.
לַֽכְּנַעֲנִֽי׃lakkĕnaʿănîLA-keh-na-uh-NEE

Cross Reference

ଯିହିଜିକଲ 27:16
ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ବିଚାରକର୍ତାମାନଙ୍କ ବିବରଣ 14:12
ଏହାପରେ ଶାମ୍ଶାେନ୍ ସହେି ତିରିଶ ଜଣ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଏକ ରହସ୍ଯାବୃତ ପ୍ରଶ୍ନ କହିବାକକ୍ସ୍ଟ ଗ୍ଭ ହେଁ। ତୁମ୍ଭମାନେେ ଯବେେ ଏହି ଭୋଜିର ସାତଦିନ ମଧିଅରେ ତହିଁର ଅର୍ଥ ବାହାର କରି ମାେତେ ଜଣାଇବ। ତବେେ ତୁମ୍ଭମାନଙ୍କୁ ମୁ ତିରିଶ ରେଶମବସ୍ତ୍ର ଓ ତିରିଶ ୟୋଡା ପୋଷାକ ଦବେି।

ପ୍ରଥମ ରାଜାବଳୀ 10:28
ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।

ହିତୋପଦେଶ 31:13
ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ।

ହିତୋପଦେଶ 31:19
ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।

ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।