Numbers 6:2 in Oriya

Oriya Oriya Bible Numbers Numbers 6 Numbers 6:2

Numbers 6:2
ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।

Numbers 6:1Numbers 6Numbers 6:3

Numbers 6:2 in Other Translations

King James Version (KJV)
Speak unto the children of Israel, and say unto them, When either man or woman shall separate themselves to vow a vow of a Nazarite, to separate themselves unto the LORD:

American Standard Version (ASV)
Speak unto the children of Israel, and say unto them, When either man or woman shall make a special vow, the vow of a Nazirite, to separate himself unto Jehovah,

Bible in Basic English (BBE)
Say to the children of Israel, If a man or a woman takes an oath to keep himself separate and give himself to the Lord;

Darby English Bible (DBY)
Speak unto the children of Israel, and say unto them, If a man or a woman have vowed the special vow of a Nazarite, to consecrate themselves to Jehovah;

Webster's Bible (WBT)
Speak to the children of Israel, and say to them, When either man or woman shall separate themselves to vow a vow of a Nazarite, to separate themselves to the LORD.

World English Bible (WEB)
"Speak to the children of Israel, and tell them: When either man or woman shall make a special vow, the vow of a Nazirite, to separate himself to Yahweh,

Young's Literal Translation (YLT)
`Speak unto the sons of Israel, and thou hast said unto them, When a man or woman doeth singularly, by vowing a vow of a Nazarite, to be separate to Jehovah;

Speak
דַּבֵּר֙dabbērda-BARE
unto
אֶלʾelel
the
children
בְּנֵ֣יbĕnêbeh-NAY
of
Israel,
יִשְׂרָאֵ֔לyiśrāʾēlyees-ra-ALE
and
say
וְאָֽמַרְתָּ֖wĕʾāmartāveh-ah-mahr-TA
unto
אֲלֵהֶ֑םʾălēhemuh-lay-HEM
them,
When
אִ֣ישׁʾîšeesh
either
man
אֽוֹʾôoh
or
אִשָּׁ֗הʾiššâee-SHA
woman
כִּ֤יkee
separate
shall
יַפְלִא֙yapliʾyahf-LEE
themselves
to
vow
לִנְדֹּר֙lindōrleen-DORE
a
vow
נֶ֣דֶרnederNEH-der
Nazarite,
a
of
נָזִ֔ירnāzîrna-ZEER
to
separate
לְהַזִּ֖ירlĕhazzîrleh-ha-ZEER
themselves
unto
the
Lord:
לַֽיהוָֽה׃layhwâLAI-VA

Cross Reference

ଆମୋଷ 2:11
ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ଯରୁ କେତକଙ୍କେୁ ଭବିଷ୍ଯତବକ୍ତା କରାଇଲୁ ଏବଂ ତୁମ୍ଭର କେତକେ ୟୁବକ ପୁରୁଷମାନଙ୍କୁ ନାସରୀଯ କରାଇଲୁ। ହେ ଇଶ୍ରାୟେଲୀୟ, ଏହା ସତ୍ଯ ଏବଂ ସଦାପ୍ରଭୁ ଏହାହିଁ କହିଥିଲେ।

ବିଚାରକର୍ତାମାନଙ୍କ ବିବରଣ 13:5
ଏହା କାରଣ ତୁମ୍ଭେ ଗର୍ଭବତୀ, ଏବଂ ତୁମ୍ଭେ ଏକ ପକ୍ସ୍ଟତ୍ର ସନ୍ତାନକକ୍ସ୍ଟ ଜନ୍ମ ଦବୋ ପାଇଁ ଯାଉଛ। ତା'ର ମସ୍ତକରେ କ୍ଷକ୍ସ୍ଟର ଲାଗିବ ନାହିଁ। ସେ ଗର୍ଭ ରେ ଥିଲା ସମୟରକ୍ସ୍ଟ ନାସରୀଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗିତ ହାଇେଅଛି। ସେ ପଲେଷ୍ଟୀୟମାନଙ୍କ କବଳରକ୍ସ୍ଟ ଇଶ୍ରାୟେଲକକ୍ସ୍ଟ ଉଦ୍ଧାର କରିବ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:1
ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର। ପରମେଶ୍ବର ମାେତେ ତାହାଙ୍କର ପ୍ ରରେିତ ଭାବରେ ଡାକିଲେ। ତାହାଙ୍କର ସୁସମାଚ଼ାର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହଲିେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:27
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:15
କିନ୍ତୁ ପରମେଶ୍ବର ମାେ ଜନ୍ମ ପୂର୍ବରୁ ମାେତେ ଅନୁଗ୍ରହ କରି ବାଛି ନଇେଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର କହିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:16
ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :

ରେରିତମାନଙ୍କ କାର୍ଯ୍ୟର ବିବରଣ 21:23
ତେଣୁ ଆମ୍ଭ କହିବା ଅନୁସାରେ କାମ କର। ଆମ୍ଭ ପାଖ ରେ ପରମେଶ୍ବରଙ୍କ ଠା ରେ ମାନତ କରିଥିବାର ଚ଼ାରି ଜଣ ଲୋକ ଅଛନ୍ତି।

ଲୂକଲିଖିତ ସୁସମାଚାର 1:15
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।

ହିତୋପଦେଶ 18:1
ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।

ପ୍ରଥମ ଶାମୁୟେଲ 1:28
ସେଥିପାଇଁ ବର୍ତ୍ତମାନ ମୁ ତାକକ୍ସ୍ଟ ସଦାପ୍ରଭୁଙ୍କ ସବୋ କରିବା ପାଇଁ ଉତ୍ସର୍ଗ କରୁଛି। ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।

ବିଚାରକର୍ତାମାନଙ୍କ ବିବରଣ 16:17
ଶଷେ ରେ ଶାମ୍ଶାେନ୍ ସମସ୍ତ ଗକ୍ସ୍ଟଲ୍ଗକଥା ତାଙ୍କୁ ଜଣାଇଲେ। ସେ ତାଙ୍କୁ କହିଲେ, ମୁ ଜନ୍ମ ପୂର୍ବରକ୍ସ୍ଟ ସଦାପ୍ରଭୁଙ୍କୁ ସମର୍ପଣ ହାଇେଥିଲି। ମୁ ମାରେ ବାଳ କବେେ କାଟିନଥିଲି। ଯଦି କୌଣସି ଲୋକ ମାରେ ମକ୍ସ୍ଟଣ୍ତର ବାଳ କାଟି ସଫା କରିଦିଏ, ତବେେ ମୁ ମାରେ ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହାଇଯେିବି।

ଗଣନା ପୁସ୍ତକ 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।

ଲେବୀୟ ପୁସ୍ତକ 27:2
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, ଯଦି କୌଣସି ବ୍ଯକ୍ତି ଉତ୍ସର୍ଗୀତ ଲୋକକୁ ସଦାପ୍ରଭୁଙ୍କୁ ଗୋଟିଏ ମହାନ୍ ଉଦ୍ଦେଶ୍ଯ ରେ ମାନସିକ କରେ, ତବେେ ତା'ର ମୂଲ୍ଯ ଯାଜକ ଦ୍ବାରା ନିରୂପିତ ହବେ ଓ ସେ ଲୋକଟି ଚିରଦିନ ପାଇଁ ପରମେଶ୍ବରଙ୍କର ହବେ। ଯଦି ଲୋକମାନେ ସହେି ମାନତ ଲୋକକୁ ଫୋରାଇ ଆଣିବାକୁ ଗ୍ଭହାଁନ୍ତି ତବେେ ସମାନେେ ନିରୂପିତ ମୂଲ୍ଯ ଦଇେ ଫରୋଇ ଆଣିବେ।

ଲେବୀୟ ପୁସ୍ତକ 20:26
ପୁଣି ତୁମ୍ଭମାନେେ ଆମ୍ଭ ଉଦ୍ଦେଶ୍ଯ ରେ ପବିତ୍ର ହବେ। କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ତେଣୁ ତୁମ୍ଭମାନେେ ଯେପରି ଆମ୍ଭର ହବେ ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କଠାରୁ ତୁମ୍ଭଙ୍କୁ ପୃଥକ୍ କରିଅଛୁ।

ଯାତ୍ରା ପୁସ୍ତକ 33:16
କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ୟାଅ, ଆମ୍ଭମାନେେ ନିଶ୍ଚିତ ଭାବରେ ଜାଣିବୁ। ଯମେନ୍ତ ମୁଁ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଠାରୁ ବିଶଷେ ଲୋକ ହବେ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନୟାଅ, ତବେେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭମାନେେ ଭିନ୍ନ ନୁହଁ।