Numbers 3:6 in Oriya

Oriya Oriya Bible Numbers Numbers 3 Numbers 3:6

Numbers 3:6
ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।

Numbers 3:5Numbers 3Numbers 3:7

Numbers 3:6 in Other Translations

King James Version (KJV)
Bring the tribe of Levi near, and present them before Aaron the priest, that they may minister unto him.

American Standard Version (ASV)
Bring the tribe of Levi near, and set them before Aaron the priest, that they may minister unto him.

Bible in Basic English (BBE)
Make the tribe of Levi come near, and put them before Aaron the priest, to be his helpers,

Darby English Bible (DBY)
Bring the tribe of Levi near, and present them before Aaron the priest, that they may minister unto him;

Webster's Bible (WBT)
Bring the tribe of Levi near, and present them before Aaron the priest, that they may minister to him.

World English Bible (WEB)
"Bring the tribe of Levi near, and set them before Aaron the priest, that they may minister to him.

Young's Literal Translation (YLT)
`Bring near the tribe of Levi, and thou hast caused it to stand before Aaron the priest, and they have served him,

Bring
הַקְרֵב֙haqrēbhahk-RAVE
the
tribe
אֶתʾetet
of
Levi
מַטֵּ֣הmaṭṭēma-TAY

near,
לֵוִ֔יlēwîlay-VEE
and
present
וְהַֽעֲמַדְתָּ֣wĕhaʿămadtāveh-ha-uh-mahd-TA
before
them
אֹת֔וֹʾōtôoh-TOH
Aaron
לִפְנֵ֖יlipnêleef-NAY
the
priest,
אַֽהֲרֹ֣ןʾahărōnah-huh-RONE
unto
minister
may
they
that
him.
הַכֹּהֵ֑ןhakkōhēnha-koh-HANE
וְשֵֽׁרְת֖וּwĕšērĕtûveh-shay-reh-TOO
אֹתֽוֹ׃ʾōtôoh-TOH

Cross Reference

ଯାତ୍ରା ପୁସ୍ତକ 32:26
ତେଣୁ ମାଶାେ ଛାଉଣୀ ଦ୍ବାରା ଦେଶ ରେ ଛିଡା ହାଇେ କହିଲେ, ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଚାହଁ ସମାନେେ ମାେ ପାଖକୁ ଆସ। ଏବଂ ଏଥି ରେ ଲବେୀ ବଂଶର ସମସ୍ତ ଲୋକ ମାଶାଙ୍କେ ନିକଟକୁ ଦୌଡ଼ିଲେ।

ଦିତୀୟ ବିବରଣ 33:8
ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।

ଦିତୀୟ ବିବରଣ 10:8
ସେ ସମୟରେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସବୋକର୍ମ ପାଇଁ ତାହାଙ୍କ ଛାମକ୍ସ୍ଟ ରେ ଠିଆ ହବୋକକ୍ସ୍ଟ ଓ ତାହାଙ୍କ ନାମ ରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ୟ୍ଯନ୍ତ ଲବେୀ ପରିବାରବର୍ଗଙ୍କକ୍ସ୍ଟ ପୃଥକ କରିଛନ୍ତି।

ଗଣନା ପୁସ୍ତକ 18:1
ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ରସ୍ଥାନ ପାଇଁ ଦାଯୀ ରହିବ। ପୁଣି ଯାଜକତ୍ବର କର୍ତ୍ତବ୍ଯ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାଯୀ ରହିବେ।

ଗଣନା ପୁସ୍ତକ 16:9
ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କୁ ଇଶ୍ରାୟେଲ ମଣ୍ତଳୀରୁ ପୃଥକ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିଯୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖ ରେ ଠିଆ ହାଇେ ସବୋ କରିବାପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ନୁହଁ କି?

ଗଣନା ପୁସ୍ତକ 8:6
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଲବେୀୟମାନଙ୍କୁ ନଇେ ଶୂଚି କର।

ଗଣନା ପୁସ୍ତକ 2:33
ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଲବେୀୟମାନଙ୍କୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଗଣନା କଲେ ନାହିଁ।

ଗଣନା ପୁସ୍ତକ 2:17
ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।

ଗଣନା ପୁସ୍ତକ 1:49
ଲବେୀୟମାନଙ୍କୁ ଇଶ୍ରାୟେଲର ଲୋକମାନଙ୍କ ସନ୍ତାନଗଣଙ୍କ ସହିତ ଗଣନା ବେଳେ ମିଶାଇବ ନାହିଁ।

ମଲାଖୀ 2:4
ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ବରା ଲବେୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।