Nehemiah 3:28 in Oriya

Oriya Oriya Bible Nehemiah Nehemiah 3 Nehemiah 3:28

Nehemiah 3:28
ଯାଜକମାନେ ପ୍ରେତ୍ୟକକ ନିଜ ନିଜ ଗୃହ ସମ୍ମୁଖ ରେ ଅଶ୍ବଦ୍ବାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।

Nehemiah 3:27Nehemiah 3Nehemiah 3:29

Nehemiah 3:28 in Other Translations

King James Version (KJV)
From above the horse gate repaired the priests, every one over against his house.

American Standard Version (ASV)
Above the horse gate repaired the priests, every one over against his own house.

Bible in Basic English (BBE)
Further on, past the horse doorway, the priests were at work, every one opposite his house.

Darby English Bible (DBY)
From above the horse-gate repaired the priests, every one over against his house.

Webster's Bible (WBT)
From above the horse-gate repaired the priests, every one over against his house.

World English Bible (WEB)
Above the horse gate repaired the priests, everyone over against his own house.

Young's Literal Translation (YLT)
From above the horse-gate have the priests strengthened, each over-against his house.

From
above
מֵעַ֣ל׀mēʿalmay-AL
the
horse
שַׁ֣עַרšaʿarSHA-ar
gate
הַסּוּסִ֗יםhassûsîmha-soo-SEEM
repaired
הֶֽחֱזִ֙יקוּ֙heḥĕzîqûheh-hay-ZEE-KOO
priests,
the
הַכֹּ֣הֲנִ֔יםhakkōhănîmha-KOH-huh-NEEM
every
one
אִ֖ישׁʾîšeesh
over
against
לְנֶ֥גֶדlĕnegedleh-NEH-ɡed
his
house.
בֵּיתֽוֹ׃bêtôbay-TOH

Cross Reference

ଦିତୀୟ ବଂଶାବଳୀ 23:15
ଏହାପରେ ଅଥଲିଯା ରାଜାଙ୍କ ଗୃହର ଅଶ୍ବଦ୍ବାର ନିକଟକୁ ଆସବାରୁ ସହେି ଲୋକମାନେ ତାଙ୍କୁ ଧରିଲେ। ଆଉ ସମାନେେ ସହେି ସ୍ଥାନ ରେ ହିଁ ତାଙ୍କୁ ବଧ କଲେ।

ଦିତୀୟ ରାଜାବଳୀ 11:16
ତହୁଁ ଅଥଲିଯା ଅଶ୍ବଦ୍ବାରର ପଥଦଇେ ରାଜଗୃହକୁ ଗଲା ବେଳେ ସମାନେେ ତାକୁ ଧରି ବଧ କଲେ।

ଯିରିମିୟ 31:40
ପୁଣି ଶବ ଭସ୍ମ ରେ ପୂର୍ଣ୍ଣ ହାଇେଥିବା ଉପତ୍ୟକା, କିଦ୍ରୋଣ ଷୋର୍ତ ପର୍ୟ୍ଯନ୍ତ ସମସ୍ତ କ୍ଷେତ୍ର ଓ ପୂର୍ବ ଦିଗସ୍ଥ ଅଶ୍ବ ଦ୍ବାରର କଣ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ। ଆଉ ସହେି ୟିରୁଶାଲମ ନଗର କବେେ ଉତ୍ପାଟିତ ବା ନିପାତିତ ହବେ ନାହିଁ।

ନିହିମିୟା 3:10
ହରୁମଫର ପୁତ୍ର ୟିଦାଯ ଆପଣା ଗୃହ ସମ୍ମୁଖ ରେ ପ୍ରାଚୀର ଗଠନ କଲା। ତା ନିକଟକୁ ହଶ୍ବନିଯର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।

ନିହିମିୟା 3:23
ସମାନଙ୍କେ ପରେ ବିନ୍ଯାମୀନ ଓ ହଶୂବ୍ ସମାନଙ୍କେ ଆପଣାମାନଙ୍କ ଗୃହଗୁଡିକ ସମ୍ମୁଖ ରେ ଭଗ୍ନ ଅଂଶ ମରାମତି କଲେ। ସମାନଙ୍କେ ପରେ ଅନନିଯର ପୁତ୍ର ମା ସଯେ, ମା ସଯରେ ପୁତ୍ର ଅସରିଯ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।