Matthew 23:36
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
Matthew 23:36 in Other Translations
King James Version (KJV)
Verily I say unto you, All these things shall come upon this generation.
American Standard Version (ASV)
Verily I say unto you, All these things shall come upon this generation.
Bible in Basic English (BBE)
Truly I say to you, All these things will come on this generation.
Darby English Bible (DBY)
Verily I say unto you, All these things shall come upon this generation.
World English Bible (WEB)
Most assuredly I tell you, all these things will come upon this generation.
Young's Literal Translation (YLT)
verily I say to you, all these things shall come upon this generation.
| Verily | ἀμὴν | amēn | ah-MANE |
| I say | λέγω | legō | LAY-goh |
| unto you, | ὑμῖν | hymin | yoo-MEEN |
| All | ἥξει | hēxei | AY-ksee |
| things these | ταῦτα | tauta | TAF-ta |
| shall come | πάντα | panta | PAHN-ta |
| upon | ἐπὶ | epi | ay-PEE |
| this | τὴν | tēn | tane |
| γενεὰν | genean | gay-nay-AN | |
| generation. | ταύτην | tautēn | TAF-tane |
Cross Reference
ମାଥିଉଲିଖିତ ସୁସମାଚାର 24:34
ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
ମାଥିଉଲିଖିତ ସୁସମାଚାର 10:23
ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।
ଯିହିଜିକଲ 12:21
ତା'ପ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
ମାର୍କଲିଖିତ ସୁସମାଚାର 13:30
ମୁଁ ତୁମ୍ଭକୁ ସତ୍ଯ କହୁଛି। ଏହି ପିଢୀର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
ଲୂକଲିଖିତ ସୁସମାଚାର 21:32
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏହି ସବୁ ରେ ଲୋକେ ବଞ୍ଚିଥିବା ସମୟ ଭିତ ରେ ଏସବୁ ଘଟଣା ଘଟିବ।