Matthew 19

1 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫରେି ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ଥିବା ୟିହୂଦା ଅଞ୍ଚଳ ରେ ପହନ୍ଚିଲେ।

2 ଅନକେ ଲୋକ ତାହାଙ୍କୁ ଅନୁସରଣ କଲେ। ସଠାେରେ ଯୀଶୁ ରୋଗୀଲୋକମାନଙ୍କୁ ସୁସ୍ଥ କଲେ।

3 କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?

4 ଯୀଶୁ କହିଲେ, ତୁମ୍ଭେ ନିଶ୍ଚୟ ଶାସ୍ତ୍ର ରେ ପଢ଼ିଛ ଯେ, 'ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?'

5 ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'

6 ତେଣୁ ସ୍ବାମୀ ସ୍ତ୍ରୀ ଦୁଇଜଣ ହାଇେ ରହନ୍ତି ନାହିଁ ମାତ୍ର ସମାନେେ ଏକ ହାଇେ ଯାଆନ୍ତି। ପରମେଶ୍ବର ସମାନଙ୍କେୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସମାନଙ୍କେୁ ଅଲଗା ନକରୁ।

7 ଫାରୂଶୀମାନେ ପଚ଼ାରିଲେ, ତବେେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦଇେ ପାରିବ ବୋଲି ମାଶାେ କାହିଁକି ଆଦେଶ ଦଇେଛନ୍ତି?

8 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମାଶାେ ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦବୋକୁ ଅନୁମତି ଦଇେଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦବୋପାଇଁ ଅନୁମତି ଦିଆଯାଇ ନଥିଲା।

9 ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ଅନ୍ୟଜଣେ ସ୍ତ୍ରୀ ଲୋକକୁ ବିବାହ କରେ, ତବେେ ସେ ବ୍ଯଭିଚ଼ାର ପାପରେ ଦୋଷୀ ସାବ୍ଯସ୍ତ ହୁଏ। ଯଦି ପ୍ରଥମେ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ୟୌନ-ସମ୍ପର୍କ ରହିଥାଏ, ସହେି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପୁଣି ଥରେ ବିବାହ କରି ପାରିବ।

10 ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଯଦି ଜଣେ ପୁରୁଷ କବଳେ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପାରିବ, ତବେେ ବିବାହ ନ କରିବା ବରଂ ଭଲ।

11 ଯୀଶୁ ଉତ୍ତର ଦେଲେ, ବିବାହ ସମ୍ବନ୍ଧ ରେ ଏହି ଉପଦେଶ ପ୍ରେତ୍ୟକକ ଲୋକ ଗ୍ରହଣ କରି ପାରିବନୋହିଁ। ଯେଉଁମାନଙ୍କୁ ପରମେଶ୍ବର ଏହି କ୍ଷମତା ଦଇେଛନ୍ତି, କବଳେ ସହେିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ।

12 କେତକେ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତାର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତକେ ଲୋକ ନଫୁସକ ହାଇେ ଜନ୍ମ ହାଇେଥାନ୍ତି। କେତକେ ଲୋକ ଅନ୍ୟମାନଙ୍କ ଦ୍ବାରା ପରବର୍ତ୍ତୀ ସମୟରେ ନଫୁସକ ରୋଇଯାଇଥାନ୍ତି। ଆଉ କେତକେ ଲୋକ ସ୍ବର୍ଗରାଜ୍ଯ ପାଇଁ ବିବାହ କରି ନଥାଆନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରିପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚ଼ିତ

13 ତା'ପରେ ଲୋକମାନେ କେତକେ ପିଲାଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେପରି ଯୀଶୁ ସମାନଙ୍କେ ଉପରେ ଆପଣା ହାତ ରଖି ପାରିବେ ଓ ସମାନଙ୍କେ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ଧମକ ଦଇେ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ।

14 ଯୀଶୁ କହିଲେ, ପିଲାମାନଙ୍କୁ ମାେ ପାଖକୁ ଆସିବାକୁ ଦିଅ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ବର୍ଗରାଜ୍ଯ ସହେିମାନଙ୍କର।

15 ତା'ପରେ ଯୀଶୁ ତାହାଙ୍କର ହାତ ସହେି ପିଲାମାନଙ୍କ ଉପରେ ରଖିଲେ ଏବଂ ସଠାରୁେ ଚ଼ାଲିଗଲେ।

16 ଜଣେ ଲୋକ ଆସି ଯୀଶୁଙ୍କୁ ପଚ଼ରିଲେ, ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ?

17 ଯୀଶୁ ସେ ଲୋକକୁ ପଚ଼ାରିଲେ, ଭଲ କାମ ବିଷୟ ରେ ମାେତେ କାହିଁକି ପଚ଼ାରୁଛ? ଭଲ ତ କବଳେ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ବର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଚ଼ାହୁଁଛ, ତବେେ ଆଦେଶଗୁଡ଼ିକ ପାଳନ କର।

18 ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'

19 ନିଜ ପିତାମାତାଙ୍କୁ ସମ୍ମାନ ଦବେ ଓ 'ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସପରେି ଭଲ ପାଇବ।'

20 ୟୁବକଟି କହିଲା, ମୁଁ ଏ ସବୁକଥା ମାନିଛି। ଏବେ ମାେ ପାଖ ରେ ଆଉ କ'ଣ ଅଭାବ ରହିଛି?

21 ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।

22 ୟୁବକଟି ଏକଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖ ରେ ରଖିବାକୁ ଚ଼ାହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଚ଼ାଲିଗଲା।

23 ତାପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଜଣେ ଧନୀଲୋକ ନିମନ୍ତେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ଅତ୍ଯନ୍ତ କଷ୍ଟକର ବିଷୟ।

24 ହଁ, ମୁଁ ତୁମ୍ଭକୁ କହୁଛି ଯେ ଜଣେ ଧନୀ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତ ରେ ଗଳିୟିବା ବରଂ ସହଜ।

25 ଶିଷ୍ଯମାନେ ଏକଥା ଶୁଣି ବଡ଼ ଆଶ୍ଚର୍ୟ୍ଯ ହେଲେ। ସମାନେେ ପଚାରିଲେ, ତବେେ କିଏ ପରିତ୍ରାଣ ପାଇ ପାରିବ?

26 ଯୀଶୁ ସମାନଙ୍କେୁ ଚ଼ାହିଁ କହିଲେ, ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ସବୁ କିଛି ସମ୍ଭବ।

27 ତାପରେ ପିତର କହିଲେ, ଆମ୍ଭର ଯାହା କିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦଇେଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା ହେଲେ ଆମ୍ଭେ କ'ଣ ପାଇବୁ?

28 ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।

29 ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।

30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନ ରେ ଅଛନ୍ତି, ଭବିଷ୍ଯତ ରେ ସମାନଙ୍କେ ଭିତରୁ ବହୁତ ଲୋକ ଶଷେ ସ୍ଥାନ ରେ ରହିଯିବେ। ଏବଂ ଏବେ ଶଷେ ସ୍ଥାନ ରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ଯତ ରେ ପ୍ରଥମସ୍ଥାନ ଲାଭ କରିବେ।

1 And it came to pass, that when Jesus had finished these sayings, he departed from Galilee, and came into the coasts of Judaea beyond Jordan;

2 And great multitudes followed him; and he healed them there.

3 The Pharisees also came unto him, tempting him, and saying unto him, Is it lawful for a man to put away his wife for every cause?

4 And he answered and said unto them, Have ye not read, that he which made them at the beginning made them male and female,

5 And said, For this cause shall a man leave father and mother, and shall cleave to his wife: and they twain shall be one flesh?

6 Wherefore they are no more twain, but one flesh. What therefore God hath joined together, let not man put asunder.

7 They say unto him, Why did Moses then command to give a writing of divorcement, and to put her away?

8 He saith unto them, Moses because of the hardness of your hearts suffered you to put away your wives: but from the beginning it was not so.

9 And I say unto you, Whosoever shall put away his wife, except it be for fornication, and shall marry another, committeth adultery: and whoso marrieth her which is put away doth commit adultery.

10 His disciples say unto him, If the case of the man be so with his wife, it is not good to marry.

11 But he said unto them, All men cannot receive this saying, save they to whom it is given.

12 For there are some eunuchs, which were so born from their mother’s womb: and there are some eunuchs, which were made eunuchs of men: and there be eunuchs, which have made themselves eunuchs for the kingdom of heaven’s sake. He that is able to receive it, let him receive it.

13 Then were there brought unto him little children, that he should put his hands on them, and pray: and the disciples rebuked them.

14 But Jesus said, Suffer little children, and forbid them not, to come unto me: for of such is the kingdom of heaven.

15 And he laid his hands on them, and departed thence.

16 And, behold, one came and said unto him, Good Master, what good thing shall I do, that I may have eternal life?

17 And he said unto him, Why callest thou me good? there is none good but one, that is, God: but if thou wilt enter into life, keep the commandments.

18 He saith unto him, Which? Jesus said, Thou shalt do no murder, Thou shalt not commit adultery, Thou shalt not steal, Thou shalt not bear false witness,

19 Honour thy father and thy mother: and, Thou shalt love thy neighbour as thyself.

20 The young man saith unto him, All these things have I kept from my youth up: what lack I yet?

21 Jesus said unto him, If thou wilt be perfect, go and sell that thou hast, and give to the poor, and thou shalt have treasure in heaven: and come and follow me.

22 But when the young man heard that saying, he went away sorrowful: for he had great possessions.

23 Then said Jesus unto his disciples, Verily I say unto you, That a rich man shall hardly enter into the kingdom of heaven.

24 And again I say unto you, It is easier for a camel to go through the eye of a needle, than for a rich man to enter into the kingdom of God.

25 When his disciples heard it, they were exceedingly amazed, saying, Who then can be saved?

26 But Jesus beheld them, and said unto them, With men this is impossible; but with God all things are possible.

27 Then answered Peter and said unto him, Behold, we have forsaken all, and followed thee; what shall we have therefore?

28 And Jesus said unto them, Verily I say unto you, That ye which have followed me, in the regeneration when the Son of man shall sit in the throne of his glory, ye also shall sit upon twelve thrones, judging the twelve tribes of Israel.

29 And every one that hath forsaken houses, or brethren, or sisters, or father, or mother, or wife, or children, or lands, for my name’s sake, shall receive an hundredfold, and shall inherit everlasting life.

30 But many that are first shall be last; and the last shall be first.

Matthew 19 in Tamil and English

1 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫରେି ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ଥିବା ୟିହୂଦା ଅଞ୍ଚଳ ରେ ପହନ୍ଚିଲେ।
And it came to pass, that when Jesus had finished these sayings, he departed from Galilee, and came into the coasts of Judaea beyond Jordan;

2 ଅନକେ ଲୋକ ତାହାଙ୍କୁ ଅନୁସରଣ କଲେ। ସଠାେରେ ଯୀଶୁ ରୋଗୀଲୋକମାନଙ୍କୁ ସୁସ୍ଥ କଲେ।
And great multitudes followed him; and he healed them there.

3 କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?
The Pharisees also came unto him, tempting him, and saying unto him, Is it lawful for a man to put away his wife for every cause?

4 ଯୀଶୁ କହିଲେ, ତୁମ୍ଭେ ନିଶ୍ଚୟ ଶାସ୍ତ୍ର ରେ ପଢ଼ିଛ ଯେ, 'ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?'
And he answered and said unto them, Have ye not read, that he which made them at the beginning made them male and female,

5 ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'
And said, For this cause shall a man leave father and mother, and shall cleave to his wife: and they twain shall be one flesh?

6 ତେଣୁ ସ୍ବାମୀ ସ୍ତ୍ରୀ ଦୁଇଜଣ ହାଇେ ରହନ୍ତି ନାହିଁ ମାତ୍ର ସମାନେେ ଏକ ହାଇେ ଯାଆନ୍ତି। ପରମେଶ୍ବର ସମାନଙ୍କେୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସମାନଙ୍କେୁ ଅଲଗା ନକରୁ।
Wherefore they are no more twain, but one flesh. What therefore God hath joined together, let not man put asunder.

7 ଫାରୂଶୀମାନେ ପଚ଼ାରିଲେ, ତବେେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦଇେ ପାରିବ ବୋଲି ମାଶାେ କାହିଁକି ଆଦେଶ ଦଇେଛନ୍ତି?
They say unto him, Why did Moses then command to give a writing of divorcement, and to put her away?

8 ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମାଶାେ ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦବୋକୁ ଅନୁମତି ଦଇେଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦବୋପାଇଁ ଅନୁମତି ଦିଆଯାଇ ନଥିଲା।
He saith unto them, Moses because of the hardness of your hearts suffered you to put away your wives: but from the beginning it was not so.

9 ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ଅନ୍ୟଜଣେ ସ୍ତ୍ରୀ ଲୋକକୁ ବିବାହ କରେ, ତବେେ ସେ ବ୍ଯଭିଚ଼ାର ପାପରେ ଦୋଷୀ ସାବ୍ଯସ୍ତ ହୁଏ। ଯଦି ପ୍ରଥମେ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ୟୌନ-ସମ୍ପର୍କ ରହିଥାଏ, ସହେି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପୁଣି ଥରେ ବିବାହ କରି ପାରିବ।
And I say unto you, Whosoever shall put away his wife, except it be for fornication, and shall marry another, committeth adultery: and whoso marrieth her which is put away doth commit adultery.

10 ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଯଦି ଜଣେ ପୁରୁଷ କବଳେ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦଇେ ପାରିବ, ତବେେ ବିବାହ ନ କରିବା ବରଂ ଭଲ।
His disciples say unto him, If the case of the man be so with his wife, it is not good to marry.

11 ଯୀଶୁ ଉତ୍ତର ଦେଲେ, ବିବାହ ସମ୍ବନ୍ଧ ରେ ଏହି ଉପଦେଶ ପ୍ରେତ୍ୟକକ ଲୋକ ଗ୍ରହଣ କରି ପାରିବନୋହିଁ। ଯେଉଁମାନଙ୍କୁ ପରମେଶ୍ବର ଏହି କ୍ଷମତା ଦଇେଛନ୍ତି, କବଳେ ସହେିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ।
But he said unto them, All men cannot receive this saying, save they to whom it is given.

12 କେତକେ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତାର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତକେ ଲୋକ ନଫୁସକ ହାଇେ ଜନ୍ମ ହାଇେଥାନ୍ତି। କେତକେ ଲୋକ ଅନ୍ୟମାନଙ୍କ ଦ୍ବାରା ପରବର୍ତ୍ତୀ ସମୟରେ ନଫୁସକ ରୋଇଯାଇଥାନ୍ତି। ଆଉ କେତକେ ଲୋକ ସ୍ବର୍ଗରାଜ୍ଯ ପାଇଁ ବିବାହ କରି ନଥାଆନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରିପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚ଼ିତ
For there are some eunuchs, which were so born from their mother’s womb: and there are some eunuchs, which were made eunuchs of men: and there be eunuchs, which have made themselves eunuchs for the kingdom of heaven’s sake. He that is able to receive it, let him receive it.

13 ତା'ପରେ ଲୋକମାନେ କେତକେ ପିଲାଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେପରି ଯୀଶୁ ସମାନଙ୍କେ ଉପରେ ଆପଣା ହାତ ରଖି ପାରିବେ ଓ ସମାନଙ୍କେ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ଧମକ ଦଇେ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ।
Then were there brought unto him little children, that he should put his hands on them, and pray: and the disciples rebuked them.

14 ଯୀଶୁ କହିଲେ, ପିଲାମାନଙ୍କୁ ମାେ ପାଖକୁ ଆସିବାକୁ ଦିଅ। ସମାନଙ୍କେୁ ଅଟକାଅ ନାହିଁ। କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ବର୍ଗରାଜ୍ଯ ସହେିମାନଙ୍କର।
But Jesus said, Suffer little children, and forbid them not, to come unto me: for of such is the kingdom of heaven.

15 ତା'ପରେ ଯୀଶୁ ତାହାଙ୍କର ହାତ ସହେି ପିଲାମାନଙ୍କ ଉପରେ ରଖିଲେ ଏବଂ ସଠାରୁେ ଚ଼ାଲିଗଲେ।
And he laid his hands on them, and departed thence.

16 ଜଣେ ଲୋକ ଆସି ଯୀଶୁଙ୍କୁ ପଚ଼ରିଲେ, ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ?
And, behold, one came and said unto him, Good Master, what good thing shall I do, that I may have eternal life?

17 ଯୀଶୁ ସେ ଲୋକକୁ ପଚ଼ାରିଲେ, ଭଲ କାମ ବିଷୟ ରେ ମାେତେ କାହିଁକି ପଚ଼ାରୁଛ? ଭଲ ତ କବଳେ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ବର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଚ଼ାହୁଁଛ, ତବେେ ଆଦେଶଗୁଡ଼ିକ ପାଳନ କର।
And he said unto him, Why callest thou me good? there is none good but one, that is, God: but if thou wilt enter into life, keep the commandments.

18 ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'
He saith unto him, Which? Jesus said, Thou shalt do no murder, Thou shalt not commit adultery, Thou shalt not steal, Thou shalt not bear false witness,

19 ନିଜ ପିତାମାତାଙ୍କୁ ସମ୍ମାନ ଦବେ ଓ 'ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସପରେି ଭଲ ପାଇବ।'
Honour thy father and thy mother: and, Thou shalt love thy neighbour as thyself.

20 ୟୁବକଟି କହିଲା, ମୁଁ ଏ ସବୁକଥା ମାନିଛି। ଏବେ ମାେ ପାଖ ରେ ଆଉ କ'ଣ ଅଭାବ ରହିଛି?
The young man saith unto him, All these things have I kept from my youth up: what lack I yet?

21 ଯୀଶୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହବୋକୁ ଚ଼ାହୁଛ, ତବେେ ଯାଅ ଏବଂ ତୁମ୍ଭ ପାଖ ରେ ଥିବା ସବୁ କିଛି ବିକି ସେ ଧନ ଗରୀବମାନଙ୍କୁ ବଣ୍ଟିଦିଅ। ତା' ହେଲେ ସ୍ବର୍ଗ ରେ ତୁମ୍ଭକୁ ଅମାପ ଧନ ମିଳି ପାରିବ। ତା'ପରେ ଆସ ଓ ମାରେ ଅନୁସରଣ କର।
Jesus said unto him, If thou wilt be perfect, go and sell that thou hast, and give to the poor, and thou shalt have treasure in heaven: and come and follow me.

22 ୟୁବକଟି ଏକଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖ ରେ ରଖିବାକୁ ଚ଼ାହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଚ଼ାଲିଗଲା।
But when the young man heard that saying, he went away sorrowful: for he had great possessions.

23 ତାପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଜଣେ ଧନୀଲୋକ ନିମନ୍ତେ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବା ଅତ୍ଯନ୍ତ କଷ୍ଟକର ବିଷୟ।
Then said Jesus unto his disciples, Verily I say unto you, That a rich man shall hardly enter into the kingdom of heaven.

24 ହଁ, ମୁଁ ତୁମ୍ଭକୁ କହୁଛି ଯେ ଜଣେ ଧନୀ ଲୋକ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତ ରେ ଗଳିୟିବା ବରଂ ସହଜ।
And again I say unto you, It is easier for a camel to go through the eye of a needle, than for a rich man to enter into the kingdom of God.

25 ଶିଷ୍ଯମାନେ ଏକଥା ଶୁଣି ବଡ଼ ଆଶ୍ଚର୍ୟ୍ଯ ହେଲେ। ସମାନେେ ପଚାରିଲେ, ତବେେ କିଏ ପରିତ୍ରାଣ ପାଇ ପାରିବ?
When his disciples heard it, they were exceedingly amazed, saying, Who then can be saved?

26 ଯୀଶୁ ସମାନଙ୍କେୁ ଚ଼ାହିଁ କହିଲେ, ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ସବୁ କିଛି ସମ୍ଭବ।
But Jesus beheld them, and said unto them, With men this is impossible; but with God all things are possible.

27 ତାପରେ ପିତର କହିଲେ, ଆମ୍ଭର ଯାହା କିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦଇେଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା ହେଲେ ଆମ୍ଭେ କ'ଣ ପାଇବୁ?
Then answered Peter and said unto him, Behold, we have forsaken all, and followed thee; what shall we have therefore?

28 ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।
And Jesus said unto them, Verily I say unto you, That ye which have followed me, in the regeneration when the Son of man shall sit in the throne of his glory, ye also shall sit upon twelve thrones, judging the twelve tribes of Israel.

29 ମାେ ପାଇଁ ଯେଉଁ ଲୋକ ଘରଦ୍ବାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦଇେଛି, ସେ ଶ ହଗେୁଣ ଅଧିକା ପାଇବ ଏବଂ ଅନନ୍ତଜୀବନ ପାଇବ।
And every one that hath forsaken houses, or brethren, or sisters, or father, or mother, or wife, or children, or lands, for my name’s sake, shall receive an hundredfold, and shall inherit everlasting life.

30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନ ରେ ଅଛନ୍ତି, ଭବିଷ୍ଯତ ରେ ସମାନଙ୍କେ ଭିତରୁ ବହୁତ ଲୋକ ଶଷେ ସ୍ଥାନ ରେ ରହିଯିବେ। ଏବଂ ଏବେ ଶଷେ ସ୍ଥାନ ରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ଯତ ରେ ପ୍ରଥମସ୍ଥାନ ଲାଭ କରିବେ।
But many that are first shall be last; and the last shall be first.