Matthew 18:2
ଯୀଶୁ ଗୋଟିଏ େଛାଟ ପିଲାକୁ ପାଖକୁ ଡାକିଲେ। ସେ ପାଲାକୁ ଶିଷ୍ଯମାନଙ୍କ ଆଗ ରେ ଠିଆ କରାଇଲେ।
Matthew 18:2 in Other Translations
King James Version (KJV)
And Jesus called a little child unto him, and set him in the midst of them,
American Standard Version (ASV)
And he called to him a little child, and set him in the midst of them,
Bible in Basic English (BBE)
And he took a little child, and put him in the middle of them,
Darby English Bible (DBY)
And Jesus having called a little child to [him], set it in their midst,
World English Bible (WEB)
Jesus called a little child to himself, and set him in the midst of them,
Young's Literal Translation (YLT)
And Jesus having called near a child, did set him in the midst of them,
| And | καὶ | kai | kay |
| προσκαλεσάμενος | proskalesamenos | prose-ka-lay-SA-may-nose | |
| Jesus | ὁ | ho | oh |
| called | Ἰησοῦς | iēsous | ee-ay-SOOS |
| a little child | παιδίον | paidion | pay-THEE-one |
| set and him, unto | ἔστησεν | estēsen | A-stay-sane |
| him | αὐτὸ | auto | af-TOH |
| in | ἐν | en | ane |
| the midst | μέσῳ | mesō | MAY-soh |
| of them, | αὐτῶν | autōn | af-TONE |
Cross Reference
ମାଥିଉଲିଖିତ ସୁସମାଚାର 19:13
ତା'ପରେ ଲୋକମାନେ କେତକେ ପିଲାଙ୍କୁ ଯୀଶୁଙ୍କ ପାଖକୁ ନଇେ ଆସିଲେ। ଯେପରି ଯୀଶୁ ସମାନଙ୍କେ ଉପରେ ଆପଣା ହାତ ରଖି ପାରିବେ ଓ ସମାନଙ୍କେ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ଯମାନେ ଲୋକମାନଙ୍କୁ ଧମକ ଦଇେ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ।
ପ୍ରଥମ ରାଜାବଳୀ 3:7
ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମାରେ ପିତା ଦାଉଦଙ୍କ ପଦ ରେ ଏହି ଦାସକୁ ରାଜା କରିଅଛ। କିନ୍ତୁ ମୁଁ ମାତ୍ର ଏକ ବାଳକ ଅଟେ। ମୁଁ ଲୋକମାନଙ୍କୁ ବାଟ ଦଖାଇବୋ ପାଇଁ ଅନଭିଜ୍ଞ।
ଯିରିମିୟ 1:7
ମାତ୍ର ସଦାପ୍ରଭୁ ମାେତେ କହିଲେ, ଆମ୍ଭେ ଜଣେ ବାଳକ ବୋଲି, 'କୁହ ନାହିଁ।' କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ୟିବ। ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
ମାର୍କଲିଖିତ ସୁସମାଚାର 9:36
ତା'ପରେ ଯୀଶୁ ଗୋଟିଏ େଛାଟ ପିଲାକୁ ନଇେ ସମାନଙ୍କେ ଆଗ ରେ ଠିଆ କରାଇଲେ। ସହେି ପିଲାକୁ କୋଳ ରେ ନଇେ ସେ କହିଲେ,