Mark 12:41 in Oriya

Oriya Oriya Bible Mark Mark 12 Mark 12:41

Mark 12:41
ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।

Mark 12:40Mark 12Mark 12:42

Mark 12:41 in Other Translations

King James Version (KJV)
And Jesus sat over against the treasury, and beheld how the people cast money into the treasury: and many that were rich cast in much.

American Standard Version (ASV)
And he sat down over against the treasury, and beheld how the multitude cast money into the treasury: and many that were rich cast in much.

Bible in Basic English (BBE)
And he took a seat by the place where the money was kept, and saw how the people put money into the boxes: and a number who had wealth put in much.

Darby English Bible (DBY)
And Jesus, having sat down opposite the treasury, saw how the crowd was casting money into the treasury; and many rich cast in much.

World English Bible (WEB)
Jesus sat down opposite the treasury, and saw how the multitude cast money into the treasury. Many who were rich cast in much.

Young's Literal Translation (YLT)
And Jesus having sat down over-against the treasury, was beholding how the multitude do put brass into the treasury, and many rich were putting in much,

And
Καὶkaikay

καθίσαςkathisaska-THEE-sahs
Jesus
hooh
sat
Ἰησοῦςiēsousee-ay-SOOS
over
against
κατέναντιkatenantika-TAY-nahn-tee
the
τοῦtoutoo
treasury,
γαζοφυλακίουgazophylakiouga-zoh-fyoo-la-KEE-oo
and
beheld
ἐθεώρειetheōreiay-thay-OH-ree
how
πῶςpōspose
the
hooh
people
ὄχλοςochlosOH-hlose
cast
βάλλειballeiVAHL-lee
money
χαλκὸνchalkonhahl-KONE
into
εἰςeisees
the
τὸtotoh
treasury:
γαζοφυλάκιονgazophylakionga-zoh-fyoo-LA-kee-one
and
καὶkaikay
many
πολλοὶpolloipole-LOO
rich
were
that
πλούσιοιplousioiPLOO-see-oo
cast
in
ἔβαλλονeballonA-vahl-lone
much.
πολλά·pollapole-LA

Cross Reference

ଯୋହନଲିଖିତ ସୁସମାଚାର 8:20
ଯୀଶୁ ଏସବୁ କଥା ମନ୍ଦିର ପରିସର ରେ ଉପଦେଶ ଦଲୋ ବେଳେ କହିଲେ। ଦାନ ପାତ୍ର ରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହାଇେଥିଲେ। କିନ୍ତୁ କହେି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ ସମୟ ସପେର୍ୟ୍ଯନ୍ତ ଆସି ନଥିଲା।

ଦିତୀୟ ରାଜାବଳୀ 12:9
ତେଣୁ ଯାଜକ ଯିହାୟୋଦାରଦା ଗୋଟିଏ ସିନ୍ଦୁକ ନଇେ ତା'ର ଢାଙ୍କୁଣି ରେ ଏକ ଛିଦ୍ର କରି ୟଜ୍ଞବଦେୀ ନିକଟରେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ ସ୍ଥାନର ଦକ୍ଷିଣ ପାଶର୍‌ବ ରେ ରଖିଲା। ପୁଣି ଦ୍ବାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ବାରା ଆଣିଲେ, ସହେି ଦ୍ବାର ନିକଟରେ ରଖିଲେ।

ଲୂକଲିଖିତ ସୁସମାଚାର 21:1
ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।

ମାଥିଉଲିଖିତ ସୁସମାଚାର 27:6
ପ୍ରଧାନ ଯାଜକମାନେ ମନ୍ଦିର ଭିତ ରେ ସହେି ରୂପା ଟଙ୍କାତକ ଗୋଟାଇ ନେଲେ। ସମାନେେ କହିଲେ, ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହବେ। କାରଣ ଏ ଟଙ୍କା ଜଣକର ମୃତ୍ଯୁ ପାଇଁ ଦିଆଯାଇଛି।