Luke 20:41 in Oriya

Oriya Oriya Bible Luke Luke 20 Luke 20:41

Luke 20:41
ତା'ପରେ ଯୀଶୁ କହିଲେ, ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?

Luke 20:40Luke 20Luke 20:42

Luke 20:41 in Other Translations

King James Version (KJV)
And he said unto them, How say they that Christ is David's son?

American Standard Version (ASV)
And he said unto them, How say they that the Christ is David's son?

Bible in Basic English (BBE)
And he said to them, Why do they say that the Christ is the son of David?

Darby English Bible (DBY)
And he said to them, How do they say that the Christ is David's son,

World English Bible (WEB)
He said to them, "Why do they say that the Christ is David's son?

Young's Literal Translation (YLT)
And he said unto them, `How do they say the Christ to be son of David,

And
ΕἶπενeipenEE-pane
he
said
δὲdethay
unto
πρὸςprosprose
them,
αὐτούςautousaf-TOOS
How
Πῶςpōspose
they
say
λέγουσινlegousinLAY-goo-seen
that
τὸνtontone
Christ
Χριστὸνchristonhree-STONE
is
υἱόνhuionyoo-ONE
David's
Δαβὶδdabidtha-VEETH
son?
εἶναιeinaiEE-nay

Cross Reference

ମାର୍କଲିଖିତ ସୁସମାଚାର 12:35
ଯୀଶୁ ମନ୍ଦର ରେ ଉପଦେଶ ଦଲୋ ବେଳେ ପଚାରିଲେ, ଧର୍ମ ଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?

ମାଥିଉଲିଖିତ ସୁସମାଚାର 1:1
ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:3
ଏହି ସୁସମାଚ଼ାର ପରମେଶ୍ବରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଅଟେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

ଯୋହନଲିଖିତ ସୁସମାଚାର 7:42
ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।

ଲୂକଲିଖିତ ସୁସମାଚାର 18:38
ଅନ୍ଧଟି ଉତ୍ତଜେିତ ହାଇେ ପଡିଲା ଓ କହିଲା, ଦାଉଦଙ୍କପୁତ୍ର ଯୀଶୁ ଦୟାକରି ମାେତେ ସାହାୟ୍ଯ କର।

ମାଥିଉଲିଖିତ ସୁସମାଚାର 22:41
ଯେତବେେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସମାନଙ୍କେୁ ଗୋଟିଏ ପ୍ରଶ୍ନ ପଚାରିଲେ।

ଯିରିମିୟ 33:15
ସହେି ସମୟରେ ଆମ୍ଭେ ଦାଉଦ ବଂଶ ରେ ଧର୍ମସ୍ବରୂପ ଏକ 'ଶାଖା' ଉତ୍ପନ୍ନ କରାଇବା। ସହେି 'ଶାଖା' ସେ ଦେଶ ରେ ନ୍ଯାଯ ଓ ଧାର୍ମିକତା ବିଚାର ପ୍ରତିଷ୍ଠା କରିବେ।

ଯିରିମିୟ 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।

ଯିଶାଇୟ 11:1
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,

ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:16
ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମାରଦେୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜଳ ପ୍ରଭାତୀ ତାରା।

ଯିରିମିୟ 33:21
ମାତ୍ର ସେତବେେଳେ ଆମ୍ଭର ସବେକ ଦାଉଦ ସହିତ ନିଯମ ଭଙ୍ଗ କରାୟିବ। ତା'ର ବଂଶଧର ମଧ୍ଯରୁ ଜଣେ ସର୍ବଦା ୟିରୁଶାଲମ ରେ ଶାସନ କରିବ ଏବଂ ଏହି ଲବେୀୟ ଚିରଦିନ ମାରେ ଯାଜକ ରୂପେ ଦବୋ କରିବ।