Leviticus 4:32 in Oriya

Oriya Oriya Bible Leviticus Leviticus 4 Leviticus 4:32

Leviticus 4:32
ଯଦି ସେ ପାପାର୍ଥକ ନବୈେଦ୍ଯ ନିମନ୍ତେ ମଷେଶାବକ ଆଣେ ତବେେ ନିଶ୍ଚିତ ଏକ ନିଖୁଣ ମଷେଶାବକ ଆଣିବ।

Leviticus 4:31Leviticus 4Leviticus 4:33

Leviticus 4:32 in Other Translations

King James Version (KJV)
And if he bring a lamb for a sin offering, he shall bring it a female without blemish.

American Standard Version (ASV)
And if he bring a lamb as his oblation for a sin-offering, he shall bring it a female without blemish.

Bible in Basic English (BBE)
And if he gives a lamb as his sin-offering, let it be a female without any mark;

Darby English Bible (DBY)
And if he bring a sheep for his offering for sin, a female without blemish shall he bring it.

Webster's Bible (WBT)
And if he shall bring a lamb for a sin-offering, he shall bring it a female without blemish.

World English Bible (WEB)
"'If he brings a lamb as his offering for a sin offering, he shall bring a female without blemish.

Young's Literal Translation (YLT)
`And if he bring in a sheep `for' his offering, for a sin-offering, a female, a perfect one, he doth bring in,

And
if
וְאִםwĕʾimveh-EEM
he
bring
כֶּ֛בֶשׂkebeśKEH-ves
a
lamb
יָבִ֥יאyābîʾya-VEE
for
a
sin
קָרְבָּנ֖וֹqorbānôkore-ba-NOH
offering,
לְחַטָּ֑אתlĕḥaṭṭātleh-ha-TAHT
he
shall
bring
נְקֵבָ֥הnĕqēbâneh-kay-VA
it
a
female
תְמִימָ֖הtĕmîmâteh-mee-MA
without
blemish.
יְבִיאֶֽנָּה׃yĕbîʾennâyeh-vee-EH-na

Cross Reference

ଲେବୀୟ ପୁସ୍ତକ 4:28
ଯଦି ସହେି ଲୋକ ତା'ର ପାପ ବିଷଯ ରେ ଜ୍ଞାତ ହୁଏ, ତବେେ ସେ ତା'ର କୃତ ପାପ ନିମନ୍ତେ ଏକ ନିଖୁଣ ଛାଗୀ ଉତ୍ସର୍ଗ କରିବ।

ପିତରଙ୍କ ପ୍ରଥମ ପତ୍ 3:18
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,

ପିତରଙ୍କ ପ୍ରଥମ ପତ୍ 2:22
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:6
ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।

ପିତରଙ୍କ ପ୍ରଥମ ପତ୍ 2:24
ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ପିତରଙ୍କ ପ୍ରଥମ ପତ୍ 1:18
ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,

ଏବ୍ରୀମାନଙ୍କ ନିକଟକୁ ପତ୍ର 9:14
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 7:26
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:27
ଯେପରି ସମ୍ପୂର୍ଣ୍ଣ ମହିମା(ସୌନ୍ଦର୍ୟ୍ଯ)ର ସହିତ ମଣ୍ଡଳୀକୁ ନିଜଠା ରେ ତାହାଙ୍କ କନ୍ଯା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ଯୁ ଭୋଗ କଲେ। ମଣ୍ଡଳୀ ମଧିଅରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ କାର୍ୟ୍ଯ ଦଖାେ ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ଯ ହାଇପୋ ରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।

ଯୋହନଲିଖିତ ସୁସମାଚାର 1:36
ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।

ଯୋହନଲିଖିତ ସୁସମାଚାର 1:29
ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

ଲୂକଲିଖିତ ସୁସମାଚାର 1:35
ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।

ଯିଶାଇୟ 53:7
ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।

ଲେବୀୟ ପୁସ୍ତକ 5:6
ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।

ଲେବୀୟ ପୁସ୍ତକ 3:6
ଯବେେ କହେି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ ମଷେ କିମ୍ବା ଛଳେି ମଧ୍ଯରୁ ମଙ୍ଗଳାର୍ଥକ ନବୈେଦ୍ଯ କରେ ତବେେ ସେ ନିଖୁଣ ଅଣ୍ଡିରା କିମ୍ବା ମାଈ ମଷେ ବା ଛଳେି ଉତ୍ସର୍ଗ କରିବ।

ଯାତ୍ରା ପୁସ୍ତକ 12:5
ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।

ଯାତ୍ରା ପୁସ୍ତକ 12:3
ଏହି ଆଜ୍ଞା ସମଗ୍ର ଇଶ୍ରାୟେଲୀମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନଟି ରେ ପ୍ରେତ୍ୟକକ ଲୋକ ଗୋଟିଏ ମଷେ ଶାବକ ଆପଣା ପରିବାରମାନଙ୍କ ପାଇଁ ନବେ।