Leviticus 21:15 in Oriya

Oriya Oriya Bible Leviticus Leviticus 21 Leviticus 21:15

Leviticus 21:15
ଆଉ ସେ ନିଜ ଲୋକମାନଙ୍କ ମଧିଅରେ ନିଜ ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।

Leviticus 21:14Leviticus 21Leviticus 21:16

Leviticus 21:15 in Other Translations

King James Version (KJV)
Neither shall he profane his seed among his people: for I the LORD do sanctify him.

American Standard Version (ASV)
And he shall not profane his seed among his people: for I am Jehovah who sanctifieth him.

Bible in Basic English (BBE)
And he may not make his seed unclean among his people, for I the Lord have made him holy.

Darby English Bible (DBY)
And he shall not profane his seed among his peoples; for I am Jehovah who do hallow him.

Webster's Bible (WBT)
Neither shall he profane his seed among his people: for I the LORD do sanctify him.

World English Bible (WEB)
He shall not profane his seed among his people: for I am Yahweh who sanctifies him.'"

Young's Literal Translation (YLT)
and he doth not pollute his seed among his people; for I `am' Jehovah, sanctifying him.'

Neither
וְלֹֽאwĕlōʾveh-LOH
shall
he
profane
יְחַלֵּ֥לyĕḥallēlyeh-ha-LALE
his
seed
זַרְע֖וֹzarʿôzahr-OH
people:
his
among
בְּעַמָּ֑יוbĕʿammāywbeh-ah-MAV
for
כִּ֛יkee
I
אֲנִ֥יʾănîuh-NEE
the
Lord
יְהוָ֖הyĕhwâyeh-VA
do
sanctify
מְקַדְּשֽׁוֹ׃mĕqaddĕšômeh-ka-deh-SHOH

Cross Reference

ଆଦି ପୁସ୍ତକ 18:19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।

ଲେବୀୟ ପୁସ୍ତକ 21:8
ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବଚେନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।

ଏଜ୍ରା 2:62
ଏହି ଲୋକମାନେ ସମାନଙ୍କେର ବଂଶାବଳୀର ନଥିପତ୍ର ଖାଜେିଲେ, କିନ୍ତୁ ସଗେୁଡିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସମାନଙ୍କେୁ ଯାଜକତ୍ବରୁ ବାହାର କରି ଦିଆଗଲା।

ଏଜ୍ରା 9:2
ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।

ନିହିମିୟା 13:23
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।

ମଲାଖୀ 2:11
ଯିହୁଦାର ଲୋକମାନେ ଅବିଶ୍ବସ୍ତ ଥିଲେ। ୟିରୁଶାଲମ ଓ ଇଶ୍ରାୟେଲର ଲୋକମାନେ ବହୁତ ଘୃଣିତ କାର୍ୟ୍ଯ କରିଛନ୍ତି। ପରମେଶ୍ବର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସମାନେେ ବିଦେଶୀ ଦବେତାର କନ୍ଯାକୁ ବିବାହ କଲେ।

ମଲାଖୀ 2:15
ପରମେଶ୍ବର ଉଭୟ ସ୍ବାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସମାନଙ୍କେୁ ଶରୀର ଓ ଆତ୍ମା ରେ ଏକ ହବୋ ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ବର ଧର୍ମପରାଯଣ ସନ୍ତାନ ସନ୍ତତି ଗ୍ଭହାଁନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ବସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ୟୁବାବସ୍ଥା ରେ ବିବାହ କରିଛ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:16
ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:14
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ନ କରୁଥବା ପତି, ତା'ର ବିଶ୍ବାସ କରୁଥିବା ପତ୍ନୀ ମାଧ୍ଯମ ରେ ପବିତ୍ର କରାଯାଇଅଛି। ସହେିଭଳି ବିଶ୍ବାସ ନ କରୁଥିବା ପତ୍ନୀ, ତା' ବିଶ୍ବାସ କରୁଥିବା ପତି ମାଧ୍ଯମ ରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ଯ ହାଇେ ନଥାନ୍ତା, ତା' ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହାଇେ ନ ଥାନ୍ତେ। କିନ୍ତୁ ସମାନେେ ଏବେ ପବିତ୍ର ଅଟନ୍ତି।