Lamentations 5:18
ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।
Lamentations 5:18 in Other Translations
King James Version (KJV)
Because of the mountain of Zion, which is desolate, the foxes walk upon it.
American Standard Version (ASV)
For the mountain of Zion, which is desolate: The foxes walk upon it.
Bible in Basic English (BBE)
Because of the mountain of Zion which is a waste; jackals go over it.
Darby English Bible (DBY)
Because of the mountain of Zion, which is desolate: foxes walk over it.
World English Bible (WEB)
For the mountain of Zion, which is desolate: The foxes walk on it.
Young's Literal Translation (YLT)
For the mount of Zion -- that is desolate, Foxes have gone up on it.
| Because of | עַ֤ל | ʿal | al |
| the mountain | הַר | har | hahr |
| of Zion, | צִיּוֹן֙ | ṣiyyôn | tsee-YONE |
| desolate, is which | שֶׁשָּׁמֵ֔ם | šeššāmēm | sheh-sha-MAME |
| the foxes | שׁוּעָלִ֖ים | šûʿālîm | shoo-ah-LEEM |
| walk | הִלְּכוּ | hillĕkû | hee-leh-HOO |
| upon it. | בֽוֹ׃ | bô | voh |
Cross Reference
ମୀଖା 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।
ପ୍ରଥମ ରାଜାବଳୀ 9:7
ଯାହା ଆମ୍ଭେ ସମାନଙ୍କେୁ ଦଇେଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ଯାଖ୍ଯାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇଶ୍ରାୟେଲ ସମସ୍ତ ଗୋଷ୍ଠୀ ସମ୍ମୁଖ ରେ ଉପହାସର ଉଦାହରଣ ହବେ।
ଗୀତସଂହିତା 74:2
ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିଯୋନ୍ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
ଯିଶାଇୟ 32:13
ମାରେଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷ ରେ ପୂର୍ଣ୍ଣ ହବୋ ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।
ଯିରିମିୟ 9:11
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
ଯିରିମିୟ 17:3
ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାଯ ଅଞ୍ଚଳ ରେ କୃତ ପାପ ସକାେଶ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହବୋପାଇଁ ଦବୋ।
ଯିରିମିୟ 26:9
ସମାନେେ ପୁଣି କହିଲେ, ତୁମ୍ଭେ କିପରି ସଦାପ୍ରଭୁଙ୍କ ଗୃହ ଶୀଲୋ ସମାନ ହବେ ଓ ୟିରୁଶାଲମ ନଗର ଧ୍ବଂସ ଓ ନିବାସହୀନ ହବେ। ସଦାପ୍ରଭୁଙ୍କ ମନ୍ଦିର ରେ ସମସ୍ତ ଲୋକ ଯିରିମିୟଙ୍କ ଚାରିପଟେ ରୁଣ୍ଡ ହେଲେ।
ଯିରିମିୟ 52:13
ସେ ସଦାପ୍ରଭୁଙ୍କ ଗୃହ, ରାଜଗୃହ ଓ ୟିରୁଶାଲମସ୍ଥ ସକଳ ଗୃହ ଓ ବୃହତ୍ ଗୃହଗୁଡ଼ିକୁ ଅଗ୍ନି ରେ ଦଗ୍ଧ କଲା।
ଯିରିମିୟଙ୍କ ବିଳାପ 2:8
ସଦାପ୍ରଭୁ ସିୟୋନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସମାନେେ ଏକାବଳେକେ ନିସ୍ତଜେ ହାଇେଛନ୍ତି।